ଫାଇନାଲ ପୂର୍ବରୁ କ’ଣ କହିଲେ ମୋର୍ଗାନ

ଲର୍ଡସ: ଆସନ୍ତାକାଲି ବିଶ୍ୱକପ୍‌ ଫାଇନାଲ୍‌। ଏହି ଫାଇନାଲ୍‌ରେ ଗୋଟିଏ ପଟେ ଆୟୋଜକ ଇଂଲଣ୍ଡ ରହିଥିବା ବେଳେ ଅନ୍ୟପଟେ ନ୍ୟୁଜିଲ୍ୟାଣ୍ଡ ରହିଛି। ଚଳିତ ବିଶ୍ୱକପ ଟୁର୍ଣ୍ଣାମେଣ୍ଟକୁ ଦେଖିଲେ, ଇଂଲଣ୍ଡ ବେଶ ଶକ୍ତିଶାଳୀ ଦଳ ଭାବେ ପ୍ରତୀୟମାନ ହୋଇଛି। ଆସନ୍ତକାଲିର ମ୍ୟାଚ୍‌ ପୂର୍ବରୁ ଆଜି ଇଂଲିଶ ଟିମ୍‌ ଅଧିନାୟକ ଇଆନ୍‌ ମୋର୍ଗାନ ସାମ୍ବାଦିକ ସମ୍ମିଳନୀରେ କିଛି ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ମୋର୍ଗାନ କହିଛନ୍ତି, “ଆମକୁ ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲ ଖେଳ ପୁଣିଥରେ ଫାଇନାଲ୍‌ରେ ଦେଖାଇବାକୁ ପଡ଼ିବ। ନ୍ୟୁଜିଲ୍ୟାଣ୍ଡ ୨୦୧୫ ବିଶ୍ୱକପର […]

ghds

ghds

Hemant Lenka
  • Published: Saturday, 13 July 2019
  • Updated: 13 July 2019, 10:16 PM IST

Sports

Latest News

ଲର୍ଡସ: ଆସନ୍ତାକାଲି ବିଶ୍ୱକପ୍‌ ଫାଇନାଲ୍‌। ଏହି ଫାଇନାଲ୍‌ରେ ଗୋଟିଏ ପଟେ ଆୟୋଜକ ଇଂଲଣ୍ଡ ରହିଥିବା ବେଳେ ଅନ୍ୟପଟେ ନ୍ୟୁଜିଲ୍ୟାଣ୍ଡ ରହିଛି। ଚଳିତ ବିଶ୍ୱକପ ଟୁର୍ଣ୍ଣାମେଣ୍ଟକୁ ଦେଖିଲେ, ଇଂଲଣ୍ଡ ବେଶ ଶକ୍ତିଶାଳୀ ଦଳ ଭାବେ ପ୍ରତୀୟମାନ ହୋଇଛି। ଆସନ୍ତକାଲିର ମ୍ୟାଚ୍‌ ପୂର୍ବରୁ ଆଜି ଇଂଲିଶ ଟିମ୍‌ ଅଧିନାୟକ ଇଆନ୍‌ ମୋର୍ଗାନ ସାମ୍ବାଦିକ ସମ୍ମିଳନୀରେ କିଛି ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି।

ମୋର୍ଗାନ କହିଛନ୍ତି, “ଆମକୁ ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲ ଖେଳ ପୁଣିଥରେ ଫାଇନାଲ୍‌ରେ ଦେଖାଇବାକୁ ପଡ଼ିବ। ନ୍ୟୁଜିଲ୍ୟାଣ୍ଡ ୨୦୧୫ ବିଶ୍ୱକପର ଉପବିଜେତା। ତେଣୁ ଏଥିପ୍ରତି ସତର୍କ ରହିବା ଦରକାର। ନ୍ୟୁଜିଲ୍ୟାଣ୍ଡ ଏକ ଶକ୍ତିଶାଳୀ ଦଳ। ସେମାନଙ୍କ ପାଖରେ ଅଭିଜ୍ଞତା ଓ ଦକ୍ଷତା ରହିଛି। ଗ୍ରୁପ୍‌ ପର୍ଯ୍ୟାୟରେ ସେମାନେ ଶ୍ରେଷ୍ଠ ଥିଲେ ଏବଂ ଏହାକୁ ଏବେ ଅଧିକ ଶାଣିତ କରିଛନ୍ତି। ଆମେ ଯେମିତି ପ୍ରଦର୍ଶନ କରିଛୁ, ସେମାନେ ମଧ୍ୟ ଅନୁରୂପ ଖେଳିଛନ୍ତି।

ଆମେ ଯେମିତି ଆମ ଖେଳକୁ ଅଧିକ ପ୍ରଭାବୀ କରିବାକୁ ଚାହୁଁଛୁ, ସେମାନେ ମଧ୍ୟ ସେୟା ଚାହୁଁଛନ୍ତି। ନ୍ୟୁଜିଲ୍ୟାଣ୍ଡ ଏମିତି ଏକ ଦଳ ଯିଏ, ୩୦୦ ଉପରକୁ ରନ୍‌ କରିନାହିଁ। କିନ୍ତୁ ୨୩୯ ରନ୍‌ କରି ଭାରତ ଭଳି ଶକ୍ତିଶାଳୀ ଟିମ୍‌କୁ ଅଟକାଇ ଦେଇଛି। ଲର୍ଡସ ପଡ଼ିଆରେ ଅଧିକ ରନ୍‌ ହେବନାହିଁ।

ନ୍ୟୁଜିଲ୍ୟାଣ୍ଡ ପାଖରେ ବୋଲ୍ଟ ଏବଂ ହେନେରୀଙ୍କ ଭଳି ବୋଲର ରହିଛନ୍ତି। ଆମକୁ ଏଥିପ୍ରତି ସତର୍କ ରହିବାକୁ ପଡ଼ିବ। ତେଣୁ ଆସନ୍ତାକାଲି ବଡ଼ ସ୍କୋର ହୋଇନପାରେ। ଆମେ ଏବେ ଟ୍ରଫି କଥା ଚିନ୍ତା କରୁନାହୁଁ। କେବଳ ଭଲ ଖେଳିବା ଉପରେ ଗୁରୁତ୍ୱ ଦେବାକୁ ଚିନ୍ତା କରୁଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story