ଲଡ୍ସ: ଇଂଲଣ୍ଡ କ୍ରିକେଟ୍ ଟିମ୍ର ପୂର୍ବର ବ୍ୟାଟ୍ସମାନ୍ ପିଟର ରିଚାର୍ଡସନ୍ଙ୍କ ବିୟୋଗ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। ପିଟର ୧୯୫୬ ମସିହାରେ ଇଂଲଣ୍ଡ କ୍ରିକେଟ୍ ଟିମ୍ରେ ଯୋଗ ଦେଇଥିଲେ। ସେ ୩୪ଟି ଟେଷ୍ଟ ମ୍ୟାଚ ଖେଳି ୫ଟି ଶତକ ମାରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।