ଇଂଲଣ୍ଡ ବିପକ୍ଷ ଟେଷ୍ଟ: ଭାରତ ୩୧୯/୪, ମୁରଲୀ ଓ ପୂଜାରାଙ୍କ ଶତକ

ରାଜକୋଟ: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଆଜି ତୃତୀୟ ଦିନ ଷ୍ଟମ୍ପ୍ ଅପସାରଣ ସୁଦ୍ଧା ଭାରତ ୪ ୱିକେଟ୍ ହରାଇ ୩୧୯ ରନ୍ ସଂଗ୍ରହ କରିଛି। ମୁରଲୀ ବିଜୟ ୧୨୬ ରନ୍ କରିଥିବା ବେଳେ ଚେତେଶ୍ୱର ପୂଜାରା ୧୨୪ ରନ୍ କରିଛନ୍ତି। ଗୌତମ ଗମ୍ଭୀର ମାତ୍ର ୨୯ ରନ୍ କରି ଆଉଟ୍ ହୋଇଯାଇଥିଲେ। ଅମିତ ମିଶ୍ରା ଶୂନରେ ଆଉଟ୍ ହୋଇଥିଲେ। ଅଧିନାୟକ ବିରାଟ କୋହଲି ୨୬ ରନ୍ କରି ନଟ୍‌ଆଉଟ୍ ଅଛନ୍ତି। ଆଜି ଭାରତୀୟ ଦଳ ୬୩ […]

pujara

pujara

Rakesh Mallick
  • Published: Friday, 11 November 2016
  • Updated: 11 November 2016, 06:12 PM IST

Sports

Latest News

ରାଜକୋଟ: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଆଜି ତୃତୀୟ ଦିନ ଷ୍ଟମ୍ପ୍ ଅପସାରଣ ସୁଦ୍ଧା ଭାରତ ୪ ୱିକେଟ୍ ହରାଇ ୩୧୯ ରନ୍ ସଂଗ୍ରହ କରିଛି। ମୁରଲୀ ବିଜୟ ୧୨୬ ରନ୍ କରିଥିବା ବେଳେ ଚେତେଶ୍ୱର ପୂଜାରା ୧୨୪ ରନ୍ କରିଛନ୍ତି। ଗୌତମ ଗମ୍ଭୀର ମାତ୍ର ୨୯ ରନ୍ କରି ଆଉଟ୍ ହୋଇଯାଇଥିଲେ। ଅମିତ ମିଶ୍ରା ଶୂନରେ ଆଉଟ୍ ହୋଇଥିଲେ। ଅଧିନାୟକ ବିରାଟ କୋହଲି ୨୬ ରନ୍ କରି ନଟ୍‌ଆଉଟ୍ ଅଛନ୍ତି।

ଆଜି ଭାରତୀୟ ଦଳ ୬୩ ରନ୍‌ରୁ ଖେଳ ଆରମ୍ଭ କରିଥିଲା। ଦଳୀୟ ସ୍କୋର ୬୮ ହୋଇଥିବା ବେଳେ ଗମ୍ଭୀର ପ୍ରଥମେ ଆଉଟ୍ ହୋଇଥିଲେ। ତେବେ ତାଙ୍କ ପରେ କ୍ରିଜ୍‌କୁ ଆସିଥିବା ପୂଜାରାଙ୍କ ସହ ମିଶି ମୁରଲୀ ବିଜୟ ଏକ ଭଲ ପାର୍ଟନରସିପ୍ କରିଥିଲେ। ପୂଜାରା ୨୦୬ଟି ବଲ୍‌ରୁ ୧୭ଟି ଚୌକା ସହାୟତାରେ ୧୨୪ ରନ୍ କରିଥିବା ବେଳେ ମୁରଲୀ ବିଜୟ ୩୦୧ଟି ବଲରୁ ୯ଟି ଚୌକା ଓ ୪ଟି ଛକା ସହାୟତାରେ ୧୨୬ ରନ୍ କରିଥିଲେ।

ଇଂଲଣ୍ଡ ପ୍ରଥମ ଇନିଂସରେ ସବୁ ୱିକେଟ୍ ହରାଇ ୫୩୭ ରନ୍ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story