ଶେଷ ଟେଷ୍ଟ ଜିତିଲା ଇଂଲଣ୍ଡ କିନ୍ତୁ ସିରିଜ୍‌ ରହିଲା ଇଣ୍ଡିଜ ନାଁରେ

ସେଣ୍ଟ ଲୁସିଆ: ଆଗୁଆ ଘରୋଇ ୱେଷ୍ଟଇଣ୍ଡିଜ୍‌ଠାରୁ ୨-୦ରେ ଟେଷ୍ଟ ସିରିଜ୍‌ ହାରିଯାଇଥିବା ଭ୍ରମଣକାରୀ ଇଂଲଣ୍ଡ ଶେଷରେ ତୃତୀୟ ମ୍ୟାଚ୍‌କୁ ଜିତିବାକୁ ସକ୍ଷମ ହୋଇଛି। ଏହି ବିଜୟ ସହ ସିରିଜ୍‌ଟି ୨-୧ରେ ଇଣ୍ଡିଜ୍‌ ସପକ୍ଷରେ ଯାଇଛି। ପ୍ରଥମ ଦୁଇଟି ଟେଷ୍ଟରେ ଇଂଲଣ୍ଡ ବେଶ ଲଜ୍ଜାଜନକ ଭାବେ ପରାସ୍ତ ହୋଇଥିଲା। କିନ୍ତୁ ତୃତୀୟ ଟେଷ୍ଟରେ ଦବଦବା ପ୍ରଦର୍ଶନ କରି ୨୩୨ ରନ୍‌ରେ ବିଜୟ ହାସଲ କରିଛି। ଇଂଲଣ୍ଡ ପ୍ରଥମ ଇନିଂସ୍‌ରେ ଜୋଶ ବଟଲରଙ୍କ ୬୭ ଓ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସଙ୍କ […]

e

e

Hemant Lenka
  • Published: Wednesday, 13 February 2019
  • Updated: 13 February 2019, 04:50 PM IST

Sports

Latest News

ସେଣ୍ଟ ଲୁସିଆ: ଆଗୁଆ ଘରୋଇ ୱେଷ୍ଟଇଣ୍ଡିଜ୍‌ଠାରୁ ୨-୦ରେ ଟେଷ୍ଟ ସିରିଜ୍‌ ହାରିଯାଇଥିବା ଭ୍ରମଣକାରୀ ଇଂଲଣ୍ଡ ଶେଷରେ ତୃତୀୟ ମ୍ୟାଚ୍‌କୁ ଜିତିବାକୁ ସକ୍ଷମ ହୋଇଛି। ଏହି ବିଜୟ ସହ ସିରିଜ୍‌ଟି ୨-୧ରେ ଇଣ୍ଡିଜ୍‌ ସପକ୍ଷରେ ଯାଇଛି।

ପ୍ରଥମ ଦୁଇଟି ଟେଷ୍ଟରେ ଇଂଲଣ୍ଡ ବେଶ ଲଜ୍ଜାଜନକ ଭାବେ ପରାସ୍ତ ହୋଇଥିଲା। କିନ୍ତୁ ତୃତୀୟ ଟେଷ୍ଟରେ ଦବଦବା ପ୍ରଦର୍ଶନ କରି ୨୩୨ ରନ୍‌ରେ ବିଜୟ ହାସଲ କରିଛି।
ଇଂଲଣ୍ଡ ପ୍ରଥମ ଇନିଂସ୍‌ରେ ଜୋଶ ବଟଲରଙ୍କ ୬୭ ଓ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସଙ୍କ ୭୯କୁ ଆଧାର କରି ମାତ୍ର ୨୭୭ ରନ୍‌ କରିପାରି ଥିଲା। ଏହାର ଜବାବରେ ଇଣ୍ଡିଜ୍‌ ଟିମ୍‌ ୧୫୪ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା।

ଫଳରେ ଭ୍ରମଣକାରୀ ଇଂଲଣ୍ଡକୁ ୧୨୩ ରନ୍‌ର ଅଗ୍ରଣୀ ମିଳିଥିଲା। ଇଂଲଣ୍ଡ ଦ୍ୱିତୀୟ ଇନିଂସ୍‌ରେ ଅଧିନାୟକ ଜୋ ରୁଟ୍‌ଙ୍କ(୧୨୨) ଶତକକୁ ଆଧାର କରି ୫ ୱିକେଟ୍‌ ହରାଇ ୩୬୧ ରନ୍‌ କରିବା ପରେ ପାଳି ଘୋଷଣା କରିଥିଲା। ‍

ଫଳରେ ଇଣ୍ଡିଜ୍‌ ଦଳକୁ ବିଶାଳ ୪୮୫ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା। ଏହାର ପିଛା କରି ଇଣ୍ଡିଜ୍‌ ଟିମ୍‌ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୨୫୨ ରନ୍‌ କରି ସହ ୪ର୍ଥ ଦିନରେ ହିଁ ଅଲଆଉଟ୍‌ ହୋଇଯାଇଥିଲା। ଇଂଲଣ୍ଡ ଏହି ମ୍ୟାଚ୍‌କୁ ୨୩୨ ରନ୍‌ରେ ଜିତି ଦିନିକିଆ ସିରିଜ୍‌ ପୂର୍ବରୁ ନିଜ ମନୋବଳକୁ ସୁଦୃଢ଼ କରିପାରିଛି।

ଆସନ୍ତା ୨୦ରୁ ଇଂଲଣ୍ଡ ଓ ଇଣ୍ଡିଜ୍‌ ମଧ୍ୟରେ ଦିନିକିଆ ମ୍ୟାଚ୍‌ ଆରମ୍ଭ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story