ଗ୍ରାଉଣ୍ଡରେ ନଗ୍ନ ଅବସ୍ଥାରେ ପଶି ଆସିଲେ ଅଜଣା ବ୍ୟକ୍ତି, ତା'ପରେ...

ଲଣ୍ଡନ: ଆଇସିସି ବିଶ୍ୱକପରେ ବୁଧବାର ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହା ଦର୍ଶକଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା। ନ୍ୟୁଜିଲ୍ୟାଣ୍ଡ୍ ଇନିଂସର ୩୪ତମ ଓଭରରେ ଜଣେ ଷ୍ଟ୍ରିକର୍ (ନଗ୍ନ) ବ୍ୟକ୍ତି ସୁରକ୍ଷାବଳୟ ଭାଙ୍ଗି ଗ୍ରାଉଣ୍ଡ ମଝିରେ ପଶିଆସିଥିଲେ ଏବଂ ପିଚ୍ ଉପରେ ଡ୍ୟାନ୍ସ କରିବାକୁ ଲାଗିଥିଲେ। Well this went well. #CWC19 @RiversideDurham #EngvNl #streaker pic.twitter.com/3K0MVNrNcW — Just Beef (@Ajk316) July 3, 2019 ଏହି […]

strticker

strticker

Hemant Lenka
  • Published: Thursday, 04 July 2019
  • Updated: 04 July 2019, 05:33 PM IST

Sports

Latest News

ଲଣ୍ଡନ: ଆଇସିସି ବିଶ୍ୱକପରେ ବୁଧବାର ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହା ଦର୍ଶକଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା। ନ୍ୟୁଜିଲ୍ୟାଣ୍ଡ୍ ଇନିଂସର ୩୪ତମ ଓଭରରେ ଜଣେ ଷ୍ଟ୍ରିକର୍ (ନଗ୍ନ) ବ୍ୟକ୍ତି ସୁରକ୍ଷାବଳୟ ଭାଙ୍ଗି ଗ୍ରାଉଣ୍ଡ ମଝିରେ ପଶିଆସିଥିଲେ ଏବଂ ପିଚ୍ ଉପରେ ଡ୍ୟାନ୍ସ କରିବାକୁ ଲାଗିଥିଲେ।

ଏହି ନଗ୍ନ ବ୍ୟକ୍ତି ଜଣକ ପିଚରେ ପହଞ୍ଚିବା ପରେ ସମରସ୍ଲଟ୍ କରିଥିଲେ। କିଛି ସମୟ ମଇଦାନରେ ଦୌଡ଼ ଲଗାଇଥିଲେ ଏବଂ ସୁରକ୍ଷାକର୍ମୀଙ୍କୁ ବହୁତ ହଇରାଣ ମଧ୍ୟ କରିଥିଲେ। ଏହା ଦେଖି ସମସ୍ତେ ଚକିତ ହୋଇପଡ଼ିଥିଲେ, ଯେଉଁକାରଣରୁ ମ୍ୟାଚ୍ ପ୍ରାୟ ୫ ମିନିଟ୍ ବାଧାପ୍ରାପ୍ତ ହୋଇଥିଲା।

ଏହା ମଧ୍ୟରେ ନ୍ୟୁଜିଲ୍ୟାଣ୍ଡ୍ ବ୍ୟାଟ୍ସମ୍ୟାନ୍ ଟମ୍ ଲାଥାମ ଓ ମିଚେଲ୍ ସାଣ୍ଟନର ବ୍ୟାଟିଂ କରୁଥିଲେ ଏବଂ ଇଂଲଣ୍ଡର ଖେଳାଳିମାନେ ଷ୍ଟ୍ରିକରଙ୍କ ଗତିବିଧିକୁ ଦେଖୁଥିଲେ। ଶେଷରେ ସୁରକ୍ଷାକର୍ମୀ ସେହି ବ୍ୟକ୍ତିଙ୍କୁ ଧରିବାରେ ସଫଳ ହୋଇଥିଲେ ଏବଂ ତାଙ୍କ ଶରୀରକୁ କପଡ଼ାରେ ଘୋଡ଼ାଇ ବାହାରକୁ ନେଇଥିଲେ।

ଚଳିତ ବିଶ୍ୱକପରେ କୌଣସି ବ୍ୟକ୍ତିଙ୍କର ମଇଦାନକୁ ପଶିଆସିବା ନୂଆ ଘଟଣା ନୁହେଁ। କିଛି ମ୍ୟାଚରେ ଦେଖିବାକୁ ମିଳିଛି ଯେ, ଦର୍ଶକ ସୁଯୋଗ ପାଇଲେ ମଇଦାଦ ଭିତରକୁ ପଶିଆସନ୍ତି। ପାକିସ୍ତାନ ଓ ଆଫଗାନିସ୍ତାନ ମ୍ୟାଚେ ରକିଛି ଦର୍ଶକ ଏକାଥରକେ ଗ୍ରାଉଣ୍ଡ ଭିତରକୁ ପଶିଆସିଥିଲେ। ସେମାନେ ଖେଳାଳିମାନଙ୍କ ସହ ଧସ୍ତାଧସ୍ତି ମଧ୍ୟ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story