ମାତ୍ର ୨ ରନ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇଲା ଇଂଲଣ୍ଡ

ଡର୍ବାନ: ପ୍ରଥମ ଟି-୨୦ରେ ଘରୋଇ ଦକ୍ଷିଣ ଆଫ୍ରିକା ଠାରୁ ୧ ରନ୍‌ରେ ପରାସ୍ତ ହୋଇଥିବା ଇଂଲଣ୍ଡ ଦ୍ୱିତୀୟ ମ୍ୟାଚ୍‌ରେ ରୋମାଞ୍ଚକର ବିଜୟ ହାସଲ କରିଛି। ଇଂଲଣ୍ଡ ମାତ୍ର ୨ ରନ୍‌ରେ ଦ୍ୱିତୀୟ ଟି-୨୦କୁ ଜିତି ସିରିଜ୍‌ ୧-୧ରେ ବରାବର କରି ନେଇଛି। ଏବେ ସିରିଜ୍‌ର ତୃତୀୟ ମ୍ୟାଚ୍‌ ଯିଏ ଜିତିବ ସେ ଚାମ୍ପିୟନ ହେବ। ଦକ୍ଷିଣ ଆଫ୍ରିକା ଶେଷ ୨ ବଲରେ ୩ ରନ୍‌ ଆବଶ୍ୟକ କରୁଥିବା ବେଳେ ଟମ କରାନ ଦୁଇଟି ବଲରେ ଦୁଇଟି ୱିକେଟ […]

t

t

Hemant Lenka
  • Published: Saturday, 15 February 2020
  • Updated: 15 February 2020, 03:54 PM IST

Sports

Latest News

ଡର୍ବାନ: ପ୍ରଥମ ଟି-୨୦ରେ ଘରୋଇ ଦକ୍ଷିଣ ଆଫ୍ରିକା ଠାରୁ ୧ ରନ୍‌ରେ ପରାସ୍ତ ହୋଇଥିବା ଇଂଲଣ୍ଡ ଦ୍ୱିତୀୟ ମ୍ୟାଚ୍‌ରେ ରୋମାଞ୍ଚକର ବିଜୟ ହାସଲ କରିଛି। ଇଂଲଣ୍ଡ ମାତ୍ର ୨ ରନ୍‌ରେ ଦ୍ୱିତୀୟ ଟି-୨୦କୁ ଜିତି ସିରିଜ୍‌ ୧-୧ରେ ବରାବର କରି ନେଇଛି। ଏବେ ସିରିଜ୍‌ର ତୃତୀୟ ମ୍ୟାଚ୍‌ ଯିଏ ଜିତିବ ସେ ଚାମ୍ପିୟନ ହେବ।

ଦକ୍ଷିଣ ଆଫ୍ରିକା ଶେଷ ୨ ବଲରେ ୩ ରନ୍‌ ଆବଶ୍ୟକ କରୁଥିବା ବେଳେ ଟମ କରାନ ଦୁଇଟି ବଲରେ ଦୁଇଟି ୱିକେଟ ନେଇ ଇଂଲଣ୍ଡକୁ ଅପ୍ରତ୍ୟାଶିତ ବିଜୟ ଭେଟି ଦେଇଛନ୍ତି।

ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ ବିନିମୟରେ ୨୦୪ ରନ୍‌ କରିଥିଲା। ଏହାର ଜବାବରେ ଦକ୍ଷିଣ ଆଫ୍ରିକା କ୍ୱିଣ୍ଟନ ଡି’କକଙ୍କ ୨୨ ବଲରେ ବିସ୍ଫୋରକ ୬୫ ରନ୍‌ ବଳରେ କେବଳ ୨୦୨ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ପକ୍ଷରୁ ଜେସନ ରୟଙ୍କ ୨୯ ବଲରେ ୪୦ ଓ ବେନ ଷ୍ଟୋକ୍ସ ୩୦ ବଲରେ ୪୭ ରନ୍‌ ଇନିଂସ ଖେଳିଥିଲେ।

ହେଲେ ଶେଷ ଭାଗରେ ମୋଇନ ଅଲ୍ଲୀଙ୍କ ୧୧ ବଲରେ ବିସ୍ଫୋରକ ୩୯ ରନ୍‌ କରିବାରୁ ଇଂଲଣ୍ଡ ୨୦ ଓଭରରେ ବିଶାଳ ୨୦୪ କରିପାରିଥିଲା। ଏହାର ଜବାବରେ ଦକ୍ଷିଣ ଆଫ୍ରିକା ପାଇଁ ଅଧିନାୟକ ଡି’କକ କାଉଣ୍ଟର ଆଟାକ କରିଥିଲେ। ସେ ମାତ୍ର ୧୭ଟି ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ।

ଏହି ଇନିଂସରେ ସେ ୮ଟି ଛକା ମାରିଛନ୍ତି। ଡି’କକଙ୍କ ବ୍ୟତୀତ ରସେଇ ଭାନ ଡେର ଡୁସେନ ୨୬ ବଲରେ ୪୩ ରନ୍‌ କରି ଅପରାଜିତ ରହିବା ସହ ଦକ୍ଷିଣ ଆଫ୍ରିକାର ବିଜୟ ଆଶା ସଞ୍ଚାର କରିଥିଲେ। ଶେଷ ୫ଟି ବଲରେ ଦକ୍ଷିଣ ଆଫ୍ରିକା ବିଜୟ ପାଇଁ ୧୫ ରନ୍‌ ଆବଶ୍ୟକ କରୁଥିଲା। ଏହି ସମୟରେ ବ୍ୟାଟିଂ କରୁଥିବା ଡି ପ୍ରେଟ୍ରୋୟସ ଗୋଟିଏ ଛକା ଓ ଗୋଟିଏ ଚୌକା ମାରି ଘରୋଇ ଟିମ୍‌କୁ ବିଜୟର ନିକଟତର କରିଥିଲେ।

ହେଲେ ଶେଷ ଦୁଇ ବଲରେ ୩ ରନ୍‌ ଦରକାର ଥିବା ବେଳେ ଟମ କରାନ ପ୍ରଥମେ ପ୍ରେଟ୍ରୋୟସଙ୍କୁ ଆଉଟ କରିଦେଇଥିଲେ। ନିଜ ପ୍ରଥମ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‌ରେ ବ୍ୟାଟିଂ କରିବାକୁ ଆସିଥିବା ବି ଫୋରଟୁନ ପ୍ରଥମ ବଲରେ ହିଁ ଆଉଟ ହୋଇଯାଇଥିଲେ। ଫଳରେ ଇଂଲଣ୍ଡ ମ୍ୟାଚ୍‌ଟିକୁ ୨ ରନ୍‌ରେ ଜିତି ନେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story