ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ଖେଳିବେନି ଜେସନ୍ ରୟ

ଲଣ୍ଡନ: ଚଳିତ ବିଶ୍ୱକପରେ ମଙ୍ଗଳବାର ଆୟୋଜକ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ହାଇଭୋଲଟେଜ୍ ମ୍ୟାଚ୍ ଖେଳାଯିବ। ତେବେ ଏହି ମ୍ୟାଚ୍ ପୂର୍ବରୁ ଇଂଲଣ୍ଡକୁ ବଡ଼ ଝଟକା ଲାଗିଛି। ଟିମର ଓପନିଂ ବ୍ୟାଟ୍ସମ୍ୟାନ୍ ଜେସନ୍ ରୟ ଆହତ କାରଣରୁ ଏହି ମ୍ୟାଚରୁ ବାଦ୍ ପଡ଼ିଛନ୍ତି। ଜୁନ୍ ୧୪ ତାରିଖରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ମୁକାବିଲାରେ ରୟଙ୍କୁ ହାମଷ୍ଟ୍ରିଙ୍ଗ୍ ଇଞ୍ଜୁରୀ ହୋଇଥିଲା। ଯେଉଁକାରଣରୁ ସେ ପରବର୍ତ୍ତୀ ଦୁଇଟି ଖେଳିପାରିବେ ନାହିଁ ବୋଲି ଟିମ୍ ମ୍ୟାନେଜମେଣ୍ଟ ପକ୍ଷରୁ କୁହାଯାଇଥିଲା। କିନ୍ତୁ ରୟ ଏପର୍ଯ୍ୟନ୍ତ […]

ROY

ROY

Hemant Lenka
  • Published: Monday, 24 June 2019
  • Updated: 24 June 2019, 07:55 PM IST

Sports

Latest News

ଲଣ୍ଡନ: ଚଳିତ ବିଶ୍ୱକପରେ ମଙ୍ଗଳବାର ଆୟୋଜକ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ହାଇଭୋଲଟେଜ୍ ମ୍ୟାଚ୍ ଖେଳାଯିବ। ତେବେ ଏହି ମ୍ୟାଚ୍ ପୂର୍ବରୁ ଇଂଲଣ୍ଡକୁ ବଡ଼ ଝଟକା ଲାଗିଛି। ଟିମର ଓପନିଂ ବ୍ୟାଟ୍ସମ୍ୟାନ୍ ଜେସନ୍ ରୟ ଆହତ କାରଣରୁ ଏହି ମ୍ୟାଚରୁ ବାଦ୍ ପଡ଼ିଛନ୍ତି।

ଜୁନ୍ ୧୪ ତାରିଖରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ମୁକାବିଲାରେ ରୟଙ୍କୁ ହାମଷ୍ଟ୍ରିଙ୍ଗ୍ ଇଞ୍ଜୁରୀ ହୋଇଥିଲା। ଯେଉଁକାରଣରୁ ସେ ପରବର୍ତ୍ତୀ ଦୁଇଟି ଖେଳିପାରିବେ ନାହିଁ ବୋଲି ଟିମ୍ ମ୍ୟାନେଜମେଣ୍ଟ ପକ୍ଷରୁ କୁହାଯାଇଥିଲା। କିନ୍ତୁ ରୟ ଏପର୍ଯ୍ୟନ୍ତ ଫିଟ୍ ହୋଇନଥିବାରୁ ଆସନ୍ତାକାଲି ମ୍ୟାଚରେ ମଧ୍ୟ ଖେଳିପାରିବେ ନାହିଁ।

ସୋମବାର ରୟ ଫିଟନେସ୍ ଟେଷ୍ଟ ଦେଇଥିଲେ। ସେ ନେଟ୍ସରେ ବ୍ୟାଟିଂ କରିଥିଲେ, କିନ୍ତୁ ଏପର୍ଯ୍ୟନ୍ତ ପୂରା ଫିଟ୍ ହୋଇନାହାନ୍ତି। ଏଥିପାଇଁ ଇଂଲଣ୍ଡ ତାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ମୁକାବିଲା ପାଇଁ ବିଶ୍ରାମ ଦେବାକୁ ନିଷ୍ପତ୍ତି ନେଇଛି। ଆହତ କାରଣରୁ ରୟ ଆଫଗାନିସ୍ତାନ ଏବଂ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ଖେଳିପାରି ନଥିଲେ।

ତାଙ୍କ ସ୍ଥାନରେ ଖେଳୁଥିବା ଜେମ୍ସ ଭିନ୍ସ ଦୁଇଟି ଯାକ ମ୍ୟାଚରେ ନିରାଶ କରିଛନ୍ତି। ଏହାଛଡ଼ା ଇଂଲଣ୍ଡ ତା'ର ଶେଷ ମ୍ୟାଚରେ ଶ୍ରୀଲଙ୍କା ନିକଟରୁ ପରାସ୍ତ ହୋଇଥିଲା। ତେଣୁ ଏଭଳି ସ୍ଥିତିରେ ରୟଙ୍କ ଅନୁପସ୍ଥିତି ଟିମ୍ ପାଇଁ ମହଙ୍ଗା ପଡ଼ିପାରେ। ତେବେ ଆସନ୍ତା ୩୦ ତାରିଖରେ ଭାରତ ବିପକ୍ଷ ହେବାକୁଥିବା ମୁକାବିଲାରେ ରୟ ଖେଳିବେ ବୋଲି ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story