ଏହି ୫ କ୍ରିକେଟର୍‌ଙ୍କ ପାଇଁ ମହଙ୍ଗା ହେବ ସେମାନଙ୍କର ବେସ୍‌ ପ୍ରାଇସ୍: ହୋଇପାରନ୍ତି ଆଇପିଏଲରୁ ବଞ୍ଚିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇପିଏଲ ସିଜିନ ୧୧ ପାଇଁ ଆସନ୍ତା ଜାନୁଆରୀ ୨୭ ଓ ୨୮ ତାରିଖରେ ନିଲାମୀ ହେବ। ୫୭୮ ଜଣ କ୍ରିକେଟର୍‌ ଏଥର ନିଲାମୀରେ ଭାଗନେବେ। ଅନେକ କ୍ରିକେଟର୍‌ ଏମିତି ଅଛନ୍ତି ଯେଉଁମାନେ ଆଇପିଏଲ ଆରମ୍ଭରୁ ଗୋଟିଏ ଟିମ୍‌ ପକ୍ଷରୁ ଖେଳିଆସୁଥିଲେ। ଏହି କ୍ରିକେଟରଙ୍କ ମଧ୍ୟରେ ଅଛନ୍ତି ହରଭଜନ ସିଂ। ସେ ଆଇପିଏଲ ଆରମ୍ଭରୁ ଆଇପିଏଲ୍ ସିଜିନ ୧୦ ପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିଆସୁଥିଲେ। ଏଥର କିନ୍ତୁ ମୁମ୍ବାଇ ତାଙ୍କୁ ରିଟେନ୍‌ କରିନାହିଁ। ଗତ ଆଇପିଏଲରେ […]

ipl-trophy-bcci_806x605_61495348348

ipl-trophy-bcci_806x605_61495348348

Rakesh Mallick
  • Published: Tuesday, 23 January 2018
  • Updated: 23 January 2018, 01:35 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇପିଏଲ ସିଜିନ ୧୧ ପାଇଁ ଆସନ୍ତା ଜାନୁଆରୀ ୨୭ ଓ ୨୮ ତାରିଖରେ ନିଲାମୀ ହେବ। ୫୭୮ ଜଣ କ୍ରିକେଟର୍‌ ଏଥର ନିଲାମୀରେ ଭାଗନେବେ। ଅନେକ କ୍ରିକେଟର୍‌ ଏମିତି ଅଛନ୍ତି ଯେଉଁମାନେ ଆଇପିଏଲ ଆରମ୍ଭରୁ ଗୋଟିଏ ଟିମ୍‌ ପକ୍ଷରୁ ଖେଳିଆସୁଥିଲେ। ଏହି କ୍ରିକେଟରଙ୍କ ମଧ୍ୟରେ ଅଛନ୍ତି ହରଭଜନ ସିଂ। ସେ ଆଇପିଏଲ ଆରମ୍ଭରୁ ଆଇପିଏଲ୍ ସିଜିନ ୧୦ ପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିଆସୁଥିଲେ। ଏଥର କିନ୍ତୁ ମୁମ୍ବାଇ ତାଙ୍କୁ ରିଟେନ୍‌ କରିନାହିଁ।

ଗତ ଆଇପିଏଲରେ ମୁମ୍ବାଇ ହରଭଜନଙ୍କୁ ବହୁ କମ ମ୍ୟାଚରେ ଟିମ୍ ଇଲେଭେନ୍‌ରେ ସ୍ଥାନ ଦେଇଥିଲା। ଏହାସହ ଭାରତୀୟ ଟିମରୁ ମଧ୍ୟ ହରଭଜନ ଅନେକ ଦିନ ଧରି ବାହାରେ ଅଛନ୍ତି। ଏହାପରେ ବି ହରଭଜନ ଆଇପିଏଲର ସିଜିନ-୧୧ ପାଇଁ ତାଙ୍କ ବେସ୍‌ ପ୍ରାଇସ୍‌ ସର୍ବାଧିକ ରଖିଛନ୍ତି। ତାଙ୍କ ବେସ୍ ପ୍ରାଇସ୍ ରହିଛି ୨ କୋଟି। କେବଳ ହରଭଜନ ନୁହଁନ୍ତି ଅନେକ କ୍ରିକେଟର ଏପରି ଅଛନ୍ତି ଯେଉଁମାନଙ୍କ ବେସ୍‌ ପ୍ରାଇସ୍‌ ସର୍ବାଧିକ ରଖିଛନ୍ତି। ଏହା ତାଙ୍କ ପାଇଁ ମହଙ୍ଗା ହୋଇପାରେ।

ଏହି ଲିଷ୍ଟରେ ମୁରଲି ବିଜୟ, କର୍ଣ ଶର୍ମା, ଆଞ୍ଜିଲୋ ମାଥ୍ୟୁଜ, ରବି ବୋପାରା ପ୍ରମୁଖ ଖେଳାଳି ଅଛନ୍ତି। ଯେଉଁମାନେ ଏଥର ତାଙ୍କର ବେସ୍ ପ୍ରାଇସ୍‌ ସର୍ବାଧିକ ରଖିଥିଲେ ମଧ୍ୟ ସେମାନଙ୍କୁ ଏତେଟଙ୍କା ଦେଇ କୌଣସି ଫ୍ରାଞ୍ଚାଇଜ୍‌ କିଣିବ କି ନାହଁ ତାହା ଏବେ ପ୍ରଶ୍ନ ସୃଷ୍ଟି କରିଛି। ହରଭଜନ ତାଙ୍କ ବେସ୍‌ ପ୍ରାଇସ୍‌ ୨ କୋଟି ଟଙ୍କା ରଖିଥିବା ବେଳେ ମୁରଲି ବିଜୟ ୨ କୋଟି, କର୍ଣ ଶର୍ମା ୨ କୋଟି, ମାଥ୍ୟୁଜ ୨ କୋଟି, ବୋପାରା ୧.୫ କୋଟି ଟଙ୍କା ବେସ ପ୍ରାଇସ୍‌ ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story