ବିରାଟ୍‌ଙ୍କୁ କଟାକ୍ଷ କଲେ ୧୬ ବଲ୍‌ରେ ୭୪ କରିଥିବା ଶାହଜାଦ୍‌, କହିଲେ ଏମିତି କଥା

ଦୁବାଇ: ଟି-୧୦ ସୁପର୍‌ ଲିଗ୍‌ରେ ବିସ୍ଫୋରକ ୧୬ ବଲ୍‌ରେ ୭୪ ରନ୍‌ କରି ବିଶ୍ଵ ରେକର୍ଡ କରିଥିବା ଆଫ୍‌ଗାନିସ୍ତାନର ପୃଥୁଳକାୟ ୱିକେଟକିପର୍-ବ୍ୟାଟସ୍‌ମ୍ୟାନ୍‌ ମହମ୍ମଦ ଶାହଜାଦ ‘ୟୋ ୟୋ’ ଫିଟ୍‌ନେସ୍‌ ଟେଷ୍ଟକୁ ନାପସନ୍ଦ କରିଛନ୍ତି। ଏଥିସହ ସେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲିଙ୍କୁ ମଧ୍ୟ କଟାକ୍ଷ କରିଛନ୍ତି। ‘ରାଜପୁତ’ ଦଳ ପକ୍ଷରୁ ଟି-୧୦ ସୁପରଲିଗ୍‌ ଖେଳୁଥିବା ଶାହଜାଦଙ୍କୁ ଲାଇଭ ଟିଭିରେ ପୂର୍ବତନ ପାକ କ୍ରିକେଟର ରମିଜ୍‌ ରାଜା ୟୋ ୟୋ ଟେଷ୍ଟ ବିଷୟରେ ତାଙ୍କର ମତ କ’ଣ […]

q

q

Hemant Lenka
  • Published: Thursday, 22 November 2018
  • Updated: 22 November 2018, 06:32 PM IST

Sports

Latest News

ଦୁବାଇ: ଟି-୧୦ ସୁପର୍‌ ଲିଗ୍‌ରେ ବିସ୍ଫୋରକ ୧୬ ବଲ୍‌ରେ ୭୪ ରନ୍‌ କରି ବିଶ୍ଵ ରେକର୍ଡ କରିଥିବା ଆଫ୍‌ଗାନିସ୍ତାନର ପୃଥୁଳକାୟ ୱିକେଟକିପର୍-ବ୍ୟାଟସ୍‌ମ୍ୟାନ୍‌ ମହମ୍ମଦ ଶାହଜାଦ 'ୟୋ ୟୋ' ଫିଟ୍‌ନେସ୍‌ ଟେଷ୍ଟକୁ ନାପସନ୍ଦ କରିଛନ୍ତି।

ଏଥିସହ ସେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲିଙ୍କୁ ମଧ୍ୟ କଟାକ୍ଷ କରିଛନ୍ତି। 'ରାଜପୁତ' ଦଳ ପକ୍ଷରୁ ଟି-୧୦ ସୁପରଲିଗ୍‌ ଖେଳୁଥିବା ଶାହଜାଦଙ୍କୁ ଲାଇଭ ଟିଭିରେ ପୂର୍ବତନ ପାକ କ୍ରିକେଟର ରମିଜ୍‌ ରାଜା ୟୋ ୟୋ ଟେଷ୍ଟ ବିଷୟରେ ତାଙ୍କର ମତ କ'ଣ ବୋଲି ପଚାରିଥିଲେ।

ଏହାର ଉତ୍ତରରେ ସେ କହିଛନ୍ତି, “ ମୁଁ ୟୋ ୟୋ ଟେଷ୍ଟ୍‌କୁ ପସନ୍ଦ କରେନାହିଁ। ଯେଉଁମାନେ ୟୋ ୟୋ ଟେଷ୍ଟ୍‌ରେ ୨୦ ପଏଣ୍ଟ ପାଉଛନ୍ତି, ସେମାନେ ଗୋଟିଏ ହେଲେ ବି ଛକା ମାରି ପାରୁନାହାନ୍ତି। ମୁଁ ୟୋ ୟୋ ଟେଷ୍ଟକୁ ଖାତିର କରେନାହିଁ।”

୩୦ ବର୍ଷୀୟ ପୃଥୁଳକାୟ କ୍ରିକେଟର ଶାହଜାଦ ଏହା ପୂର୍ବରୁ କହିଥିଲେ, ମୁଁ ଫିଟନେସ୍‌ ପାଇଁ ପରିଶ୍ରମ କରେ, କିନ୍ତୁ ଖାଇବାରେ କୌଣସି ପ୍ରକାରର ବୁଝାମଣା କରେନାହିଁ। ଯଦି ଆପଣ କୋହଲିଙ୍କ ଭଳି ଫିଟନେସ୍‌ ରୁଟିନ୍‌ କରିବାକୁ ମତେ କହିବେ, ଏହା ଅସମ୍ଭବ।

କିନ୍ତୁ ମୁଁ ଓଜନ କମାଇବାକୁ ପରିଶ୍ରମ କରୁଛି। କୋହଲି ଯେତେ ଲମ୍ବା ଛକା ମାରୁଛନ୍ତି, ମୁଁ ତାଙ୍କ ଠାରୁ ଅଧିକ ଲମ୍ବା ଛକା ମାରି ପାରିବି। ତା’ହେଲେ ତାଙ୍କ ଭଳି ଡାଏଟିଂ କରିବାର ଆବଶ୍ୟକତା କ’ଣ ବୋଲି ଶାହଜାଦ ପ୍ରଶ୍ନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story