ଆଇସୋଲେସନରେ ହାମିଲଟନ

ଲଣ୍ଡନ: ଫର୍ମୁଲା ୱାନ ଚାମ୍ପିୟନ ଲ୍ୟୁସ ହାମିଲଟନ କରୋନା ଭାଇରସ ଭୟରେ ନିଜକୁ ସେଲଫ ଆଇସୋଲେସନ କରିନେଇଛନ୍ତି। ନିକଟରେ ହାମିଲଟନ କିଛି ଲୋକଙ୍କୁ ଭେଟିଥିଲେ। ପରେ ସେହି ବ୍ୟକ୍ତିଙ୍କ ଶରୀରରେ କରୋନା ଭାଇରସ ଠାବ ହୋଇଛି। ଏହାକୁ ଦେଖି ହାମିଲଟନ ନିଜକୁ ଆଇସୋଲେସନ କରିନେଇଛନ୍ତି। ହେଲେ ତାଙ୍କ ଶରୀରରେ ଏଯାଏ କୌଣସି କରୋନା ଲକ୍ଷଣ ଦେଖାଯାଇନାହିଁ। ମାର୍ଚ୍ଚ ୪ରେ ହାମିଲଟନ ଲଣ୍ଡନରେ ଆୟୋଜିତ ଏକ ଚ୍ୟାରିଟି ଇଭେଣ୍ଟକୁ ଯାଇଥିଲେ। ଏହି କାର୍ଯ୍ୟକ୍ରମରେ ଅଭିନେତା ଇଦ୍ରିସ ଇଲାବ ଓ […]

eb

eb

Hemant Lenka
  • Published: Saturday, 21 March 2020
  • Updated: 21 March 2020, 08:12 PM IST

Sports

Latest News

ଲଣ୍ଡନ: ଫର୍ମୁଲା ୱାନ ଚାମ୍ପିୟନ ଲ୍ୟୁସ ହାମିଲଟନ କରୋନା ଭାଇରସ ଭୟରେ ନିଜକୁ ସେଲଫ ଆଇସୋଲେସନ କରିନେଇଛନ୍ତି। ନିକଟରେ ହାମିଲଟନ କିଛି ଲୋକଙ୍କୁ ଭେଟିଥିଲେ। ପରେ ସେହି ବ୍ୟକ୍ତିଙ୍କ ଶରୀରରେ କରୋନା ଭାଇରସ ଠାବ ହୋଇଛି।

ଏହାକୁ ଦେଖି ହାମିଲଟନ ନିଜକୁ ଆଇସୋଲେସନ କରିନେଇଛନ୍ତି। ହେଲେ ତାଙ୍କ ଶରୀରରେ ଏଯାଏ କୌଣସି କରୋନା ଲକ୍ଷଣ ଦେଖାଯାଇନାହିଁ। ମାର୍ଚ୍ଚ ୪ରେ ହାମିଲଟନ ଲଣ୍ଡନରେ ଆୟୋଜିତ ଏକ ଚ୍ୟାରିଟି ଇଭେଣ୍ଟକୁ ଯାଇଥିଲେ। ଏହି କାର୍ଯ୍ୟକ୍ରମରେ ଅଭିନେତା ଇଦ୍ରିସ ଇଲାବ ଓ ସୋଫିଆ ଟ୍ରୁଡ୍‌ ଯୋଗ ଦେଇଥିଲେ।

ସୋଫିଆ ହେଉଛନ୍ତି କାନାଡା ପ୍ରଧାନମନ୍ତ୍ରୀଙ୍କ ପତ୍ନୀ। ଏହି କାର୍ଯ୍ୟକ୍ରମରେ ଇଲାବ ଓ ସୋଫିଆଙ୍କ ଶରୀରରେ କରୋନା ଭୂତାଣୁ ଠାବ ହୋଇଥିଲା। ଏହା ଜଣାପଡ଼ିବା ପରେ ହାମିଲଟନ ମାର୍ଚ୍ଚ ୧୩ରୁ ନିଜକୁ ଆଇସୋଲେସନ କରିନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story