ଦକ୍ଷିଣ ଆଫ୍ରିକା ଟାର୍ଗେଟରେ ଭାରତୀୟ ସ୍ପିନର

ପୁଣେ: ପ୍ରଥମ ଟେଷ୍ଟରେ ୨୦୩ ରନ୍‌ରେ ପରାସ୍ତ ହୋଇଥିବା ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟରେ କମବ୍ୟାକ୍‌ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। ବିଶେଷ କରି ଭାରତୀୟ ସ୍ପିନରଙ୍କ ଉପରେ ଦକ୍ଷିଣ ଆଫ୍ରିକା ଖେଳାଳି ଅଧିକ ଚାପ ପକାଇ ସେମାନଙ୍କ ଲାଇନ୍‌ ବିଗାଡ଼ିବାକୁ ଚେଷ୍ଟା କରିବେ ବୋଲି ଆଜି ଦଳର ଅଧିନାୟକ ଫାଫ ଡୁପ୍ଲେସିସ କହିଛନ୍ତି। ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ୩ଟିକିଆ ସିରିଜରେ ୧-୦ରେ ପଛରେ ରହିଛି। ଆସନ୍ତାକାଲି ଠାରୁ ପୁଣେଠାରେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବ। ଏହାପୂର୍ବରୁ […]

o

o

Hemant Lenka
  • Published: Wednesday, 09 October 2019
  • Updated: 09 October 2019, 03:24 PM IST

Sports

Latest News

ପୁଣେ: ପ୍ରଥମ ଟେଷ୍ଟରେ ୨୦୩ ରନ୍‌ରେ ପରାସ୍ତ ହୋଇଥିବା ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟରେ କମବ୍ୟାକ୍‌ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। ବିଶେଷ କରି ଭାରତୀୟ ସ୍ପିନରଙ୍କ ଉପରେ ଦକ୍ଷିଣ ଆଫ୍ରିକା ଖେଳାଳି ଅଧିକ ଚାପ ପକାଇ ସେମାନଙ୍କ ଲାଇନ୍‌ ବିଗାଡ଼ିବାକୁ ଚେଷ୍ଟା କରିବେ ବୋଲି ଆଜି ଦଳର ଅଧିନାୟକ ଫାଫ ଡୁପ୍ଲେସିସ କହିଛନ୍ତି।

ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ୩ଟିକିଆ ସିରିଜରେ ୧-୦ରେ ପଛରେ ରହିଛି। ଆସନ୍ତାକାଲି ଠାରୁ ପୁଣେଠାରେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବ। ଏହାପୂର୍ବରୁ ଡୁପ୍ଲେସିସ କହିଛନ୍ତି, “ବିଶାଖାପଟନମ ଟେଷ୍ଟରେ ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜା ୧୪ଟି ୱିକେଟ୍‌ ନେଇଛନ୍ତି। ତେଣୁ ପୁଣେରେ ଆମେ ଏହି ଦୁହିଁଙ୍କ ବିରୋଧରେ ଭଲ ଖେଳିବାକୁ ଚେଷ୍ଟା କରିବୁ। ଏଥିସହ ଉଭୟଙ୍କ ଉପରେ ଚାପ ପକାଇବୁ।

ଆମେ ଭାରତୀୟ ପିଚ୍‌ରେ ବହୁତ ରକ୍ଷଣଶୀଳ ଢଙ୍ଗରେ ବ୍ୟାଟିଂ କରୁଛୁ। ଏହା ପ୍ରତିପକ୍ଷ ଟିମ୍‌କୁ ଆମ ଉପରେ ଚାପ ପକାଇବାକୁ ସୁଯୋଗ ଦେଉଛି। ମୁଁ ଭାବୁଛି ଆମକୁ ଭଲ ଭାଗିଦାରୀ ଓ ସକାରାତ୍ମକ ଶୈଳୀରେ ବ୍ୟାଟିଂ କରିବାକୁ ହେବ।

ଆମକୁ ଏମିତି ବ୍ୟାଟିଂ କରିବାକୁ ପଡ଼ିବ ଯେ ପ୍ରତିପକ୍ଷ ବୋଲରମାନେ ଯେମିତି ଚାପରେ ରହିବେ। ରେକର୍ଡ କହୁଛି, ଭାରତର ଦୁଇ ସ୍ପିନର ଘରୋଇ ମାଟିରେ ଚମତ୍କାର ବୋଲିଂ କରିଛନ୍ତି। ତେଣୁ ଆମକୁ ସେମାନଙ୍କ ଉପରେ ଚାପ ପକାଇବାକୁ ପଡ଼ିବ। ଯଦି ଏମିତି ନ ହେଲେ, ତା’ହେଲେ ଆମ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story