ପିଏସ୍‌ଏଲ୍‌ରେ ବିରାଟଙ୍କୁ ଦେଖିବାକୁ ଚାହାଁନ୍ତି ପାକିସ୍ତାନୀ ପ୍ରଶଂସକ

ସାରଜା: ନିଜ ବ୍ୟାଟିଂ ବଳରେ ସାରା ବିଶ୍ୱରେ କୋଟି କୋଟି ପ୍ରଶଂସକ ସୃଷ୍ଟି କରିପାରିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। କେବଳ ଭାରତ ନୁହେଁ, ପାକିସ୍ତାନ, ଶ୍ରୀଲଙ୍କା ଓ ବାଂଲାଦେଶରେ ରହିଛନ୍ତି ତାଙ୍କର ବହୁ ପ୍ରଶଂସକ। ଏହି ପ୍ରଶଂସକମାନେ ସବୁ ବେଳେ ବିରାଟ୍‌ଙ୍କୁ ନେଇ କିଛି ନା କିଛି କହି ଚର୍ଚ୍ଚାରେ ରହିଥାନ୍ତି। ଦକ୍ଷିଣ ଆଫ୍ରିକାରେ ନିଜ ବ୍ୟାଟିଂରେ କମାଲ ଦେଖାଇ ଥିବା ବିରାଟ୍‌ଙ୍କ ପାଇଁ ଦିୱାନଗି ସାରଜାରେ ଦେଖିବାକୁ ମିଳିଛି। ସାରଜାରେ ଚାଲିଥିବା ପାକିସ୍ତାନ ସୁପର […]

virat-kohli

virat-kohli

Rakesh Mallick
  • Published: Thursday, 01 March 2018
  • Updated: 01 March 2018, 08:47 PM IST

Sports

Latest News

ସାରଜା: ନିଜ ବ୍ୟାଟିଂ ବଳରେ ସାରା ବିଶ୍ୱରେ କୋଟି କୋଟି ପ୍ରଶଂସକ ସୃଷ୍ଟି କରିପାରିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। କେବଳ ଭାରତ ନୁହେଁ, ପାକିସ୍ତାନ, ଶ୍ରୀଲଙ୍କା ଓ ବାଂଲାଦେଶରେ ରହିଛନ୍ତି ତାଙ୍କର ବହୁ ପ୍ରଶଂସକ। ଏହି ପ୍ରଶଂସକମାନେ ସବୁ ବେଳେ ବିରାଟ୍‌ଙ୍କୁ ନେଇ କିଛି ନା କିଛି କହି ଚର୍ଚ୍ଚାରେ ରହିଥାନ୍ତି। ଦକ୍ଷିଣ ଆଫ୍ରିକାରେ ନିଜ ବ୍ୟାଟିଂରେ କମାଲ ଦେଖାଇ ଥିବା ବିରାଟ୍‌ଙ୍କ ପାଇଁ ଦିୱାନଗି ସାରଜାରେ ଦେଖିବାକୁ ମିଳିଛି। ସାରଜାରେ ଚାଲିଥିବା ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌)ର ଏକ ମୁକାବିଲାରେ ଏପରି ଦେଖିବାକୁ ମିଳିଛି।

vଇସଲାମାବାଦ ୟୁନାଇଟେଡ ଓ କ୍ୱେଟା ଗ୍ଲାଇଏଟର୍ସ ମଧ୍ୟରେ ମ୍ୟାଚ୍‌ ଚାଲିଥିବା ବେଳେ ଗ୍ୟାଲେରୀରେ ବିରାଟଙ୍କ ଜଣେ ପ୍ରଶଂସକଙ୍କୁ ଦେଖିବାକୁ ମିଳିଥିଲା। ଏହି ଦର୍ଶକ ଜଣଙ୍କ ହାତରେ ଏକ ପ୍ଲାଗକାର୍ଡ ଧରିଥିଲେ। ଏଥିରେ ଲେଖାଥିଲା, “ଆମେ ବିରାଟ କୋହଲିଙ୍କୁ ପିଏସ୍‌ଏଲ୍‌ରେ ଦେଖିବାକୁ ଚାହୁଁଛୁ।”

ସୂଚନାଯୋଗ୍ୟ, ବିରାଟ ଦୁନିଆରେ ଏକମାତ୍ର ବ୍ୟାଟ୍ସମ୍ୟାନ ଯାହାଙ୍କର ତିନଟି ଫର୍ମାଟ ଟେଷ୍ଟ, ଦିନିକିଆ ଓ ଟି-ଟ୍ୱଣ୍ଟିରେ ୫୦ ପ୍ରତିଶତ ଉପରେ ବ୍ୟାଟିଂ ଆଭରେଜ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story