ବିରାଟ୍‌ଙ୍କୁ ଶୁଭେଚ୍ଛା ଜଣାଇ ଟ୍ରଲ ହେଲେ କୋଚ୍‌ ଶାସ୍ତ୍ରୀ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲିଙ୍କୁ ତାଙ୍କ ୩୧ତମ ଜନ୍ମ ଦିନରେ ଆଜି ସମସ୍ତଙ୍କ ଭଳି ଦଳର ମୁଖ୍ୟ କୋଚ ରବି ଶାସ୍ତ୍ରୀ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ଶାସ୍ତ୍ରୀ ଟ୍ୱିଟ୍‌ ଯୋଗେ ବିରାଟ୍‌ଙ୍କ ସହ ଉଠାଇ ଥିବା ଏକ ଫଟୋକୁ ପୋଷ୍ଟ କରିଛନ୍ତି। ସେ ଏଥିରେ କହିଛନ୍ତି, “ହାପି ବାର୍ଥଡେ ୟଙ୍ଗ ମ୍ୟାନ୍‌। ଛୁଟିକୁ ଉପଭୋଗ କର ଓ ଆଗକୁ ତୁମେ ଆହୁରି ଭଲ କରିବ। ଭଗବାନ ତୁମକୁ ଆଶୀର୍ବାଦ ଦିଅନ୍ତୁ।” ତେବେ ଶାସ୍ତ୍ରୀ ବ୍ୟବହାର […]

q

q

Hemant Lenka
  • Published: Tuesday, 05 November 2019
  • Updated: 05 November 2019, 05:12 PM IST

Sports

Latest News

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲିଙ୍କୁ ତାଙ୍କ ୩୧ତମ ଜନ୍ମ ଦିନରେ ଆଜି ସମସ୍ତଙ୍କ ଭଳି ଦଳର ମୁଖ୍ୟ କୋଚ ରବି ଶାସ୍ତ୍ରୀ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ଶାସ୍ତ୍ରୀ ଟ୍ୱିଟ୍‌ ଯୋଗେ ବିରାଟ୍‌ଙ୍କ ସହ ଉଠାଇ ଥିବା ଏକ ଫଟୋକୁ ପୋଷ୍ଟ କରିଛନ୍ତି।

ସେ ଏଥିରେ କହିଛନ୍ତି, “ହାପି ବାର୍ଥଡେ ୟଙ୍ଗ ମ୍ୟାନ୍‌। ଛୁଟିକୁ ଉପଭୋଗ କର ଓ ଆଗକୁ ତୁମେ ଆହୁରି ଭଲ କରିବ। ଭଗବାନ ତୁମକୁ ଆଶୀର୍ବାଦ ଦିଅନ୍ତୁ।” ତେବେ ଶାସ୍ତ୍ରୀ ବ୍ୟବହାର କରିଥିବା ଭୁଲ ହ୍ୟାଶଟ୍ୟାଗକୁ ନେଇ ସୋଶାଲ ମିଡିଆ ବ୍ୟବହାରକାରୀ ତାଙ୍କୁ ଟ୍ରଲ କରିଛନ୍ତି।

ଶାସ୍ତ୍ରୀ @imVkohli #HappyBirthdayVirat #KingKohli ଏହି ସବୁ ହ୍ୟାଶଟ୍ୟାଗ ବ୍ୟବହାର କରିଥିଲେ। ହେଲେ ଏହା ଭୁଲ ହ୍ୟାଶଟ୍ୟାଗ ବୋଲି ଅନେକ କହିଛନ୍ତି। ଜଣେ ଟ୍ୱିଟର ବ୍ୟବହାରକାରୀ କହିଛନ୍ତି “କୋଚ୍‌ ସାର ଆପଣ #HappyBirthdayVirat ବଦଳରେ #HappyBirthdayViratKohli ବ୍ୟବହାର କରନ୍ତୁ।”

ଆଉ ଜଣେ ବିସିସିଆଇ ବସ୍‌ ସୌରଭ ଗାଙ୍ଗୁଲିଙ୍କୁ ଟ୍ୟାଗ କରି ଆମକ ଫିଟ୍‌ କୋଚ ଦରକାର ବୋଲି କହିଛନ୍ତି। ସେହିପରି ଆଉ ଜଣେ କହିଛନ୍ତି, ଆଜି ବିରାଟଙ୍କ ପାର୍ଟିରେ ସାମିଲ ହେବାକୁ ବୋଧେ ଶାସ୍ତ୍ରୀ ଯିବେ। ତେଣୁ ସେ ତରବରିଆ ଭାବେ ଏଭଳି ହ୍ୟାଶଟ୍ୟାଗ ଦେଇଛନ୍ତି। କିଛି ଲୋକ ଶାସ୍ତ୍ରୀଙ୍କ ଭିନ୍ନଭିନ୍ନ ମଜାଳିଆ ଅନ୍ଦାଜର ଫଟୋ ମଧ୍ୟ ସୋଶାଲ ମିଡିଆରେ ଛାଡ଼ିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story