ଆଜିଠୁ ଫେଡେରେସନ୍ କପ୍ ଫୁଟବଲ୍ 

କଟକ: ଆଜିଠାରୁ କଟକରେ ଫେଡେରେସନ୍ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେଉଛି। ଏଥିରେ ଦେଶର ବଛାବଛା ୮ଟି ଦଳ ମଧ୍ୟରେ ପ୍ରତିଯୋଗିତା ହେବ ଏବଂ ଭାଗନେବେ ବହୁ ନାମୀଦାମୀ ଫୁଟବଲ୍ ତାରକା।  ଫାଓ ଆନୁକୂଲ୍ୟରେ ଦୀର୍ଘ ୬ବର୍ଷ ପରେ ବାରବାଟୀରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯାଉଛି।  ଏନେଇ ଫାଓ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ଆଜି ଅପରାହ୍ନ ୪ଟାରେ ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନୀ ମ୍ୟାଚ୍‌ ଇଷ୍ଟ ବେଙ୍ଗଲ ଓ ଚର୍ଚିଲ ବ୍ରଦର୍ସ ମଧ୍ୟରେ ଖେଳାଯିବ।  ସା‍ଢେ ୭ଟାରେ ଆଇଜ୍ୱଲ୍‌ ଏଫ୍‌ସି […]

barabati

barabati

Rakesh Mallick
  • Published: Sunday, 07 May 2017
  • Updated: 07 May 2017, 08:46 AM IST

Sports

Latest News

କଟକ: ଆଜିଠାରୁ କଟକରେ ଫେଡେରେସନ୍ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେଉଛି। ଏଥିରେ ଦେଶର ବଛାବଛା ୮ଟି ଦଳ ମଧ୍ୟରେ ପ୍ରତିଯୋଗିତା ହେବ ଏବଂ ଭାଗନେବେ ବହୁ ନାମୀଦାମୀ ଫୁଟବଲ୍ ତାରକା।  ଫାଓ ଆନୁକୂଲ୍ୟରେ ଦୀର୍ଘ ୬ବର୍ଷ ପରେ ବାରବାଟୀରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯାଉଛି।  ଏନେଇ ଫାଓ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି।

ଆଜି ଅପରାହ୍ନ ୪ଟାରେ ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନୀ ମ୍ୟାଚ୍‌ ଇଷ୍ଟ ବେଙ୍ଗଲ ଓ ଚର୍ଚିଲ ବ୍ରଦର୍ସ ମଧ୍ୟରେ ଖେଳାଯିବ।  ସା‍ଢେ ୭ଟାରେ ଆଇଜ୍ୱଲ୍‌ ଏଫ୍‌ସି ଏବଂ ଚେନ୍ନାଇ ସିଟି ଏଫ୍‌ସି ମଧ୍ୟରେ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story