ହୋପ୍‌ମ୍ୟାନ କପ୍‌ରେ ପ୍ରତ୍ୟାବର୍ତ୍ତନ କରିବେ ଫେଡେରର

ବାସେଲ: ସୁଇଜରଲ୍ୟାଣ୍ଡ ଟେନିସ୍‌ ଖେଳାଳି ରୋଜର ଫେଡେରର ଜର୍ମାନୀରେ ହେବାକୁ ଥିବା ହୋପ୍‌ମ୍ୟାନ୍‌ କପ୍‌ରେ ଟେନିସ୍‌ ଜଗତକୁ ପ୍ରତ୍ୟାବର୍ତ୍ତନ କରିବେ। ଏ କଥା ଆଜି ନିଜେ ଫେଡେରର କହିଛନ୍ତି।

ୱିମ୍ବଲଡନ୍‌ ଟୁର୍ଣ୍ଣାମେଣ୍ଟ ପରେ ୧୭ଟି ଗ୍ରାଣ୍ଡସ୍ଲାମ ଜିତିଥିବା ଏହି ଖେଳାଳି ଆଣ୍ଠି ଆଘାତ ପାଇଁ ପେସାଦାର ଖେଳରୁ ଦୂରେଇ ରହିଥିଲେ।

ପ୍ରତ୍ୟାବର୍ତ୍ତନ ସମ୍ପର୍କରେ  ନିଜ ଟ୍ୱିଟ୍‌ ପେଜରେ ଜଣାଇଛନ୍ତି ଫେଡେରର।