ଫିଲ୍ମ ଫେୟାର ଆୱାର୍ଡ ଜିତିଲେ ଅଭିନେତା: କିନ୍ତୁ କ୍ରିକେଟ୍‌ରଙ୍କୁ ମିଳିଲା ବଧେଇ

ମୁମ୍ବାଇ: ଦୁଇଦିନ ତଳେ ବଲିଉଡ୍‌ର ୬୩ ତମ ଫିଲ୍ମ ଫେୟାର ଆୱାର୍ଡ ଘୋଷଣା କରାଯାଇଥିଲା। ଏଥିରେ ଅନେକ କଳାକାର ଆୱାର୍ଡ ପାଇଥିଲେ। ଫିଲ୍ମ ଫେୟାର ଆୱାର୍ଡ ପାଇଥିବା ସମସ୍ତ କଳାକାରଙ୍କୁ ମହିଳା ମାଗାଜିନ୍‌ ‘ଫେମିନା‘ ଟ୍ୱିଟର ମାଧ୍ୟମରେ ବଧେଇ ଜଣାଉଥିଲା। ‘ହିନ୍ଦୀ ମିଡିୟମ‘ ଫିଲ୍ମ ପାଇଁ ଅଭିନେତା ଇର୍ଫାନ ଖାନଙ୍କୁ ବେଷ୍ଟ ଆକ୍ଟର ଆୱାର୍ଡ ମିଳିଥିଲା। ଏଥିପାଇଁ ଫେମିନା ମାଗାଜିନ ଇର୍ଫାନ ଖାନଙ୍କ ବଦଳରେ କ୍ରିକେଟ ଇର୍ଫାନ ପଠାନଙ୍କୁ ବଧେଇ ଜଣାଇଥିଲା ମାଗାଜିନ୍‌ର ଏହି ଭୁଲ୍‌ ଟ୍ୱିଟ୍‌ର […]

femina miss tweeted

femina miss tweeted

Rakesh Mallick
  • Published: Monday, 22 January 2018
  • Updated: 22 January 2018, 10:52 PM IST

ମୁମ୍ବାଇ: ଦୁଇଦିନ ତଳେ ବଲିଉଡ୍‌ର ୬୩ ତମ ଫିଲ୍ମ ଫେୟାର ଆୱାର୍ଡ ଘୋଷଣା କରାଯାଇଥିଲା। ଏଥିରେ ଅନେକ କଳାକାର ଆୱାର୍ଡ ପାଇଥିଲେ। ଫିଲ୍ମ ଫେୟାର ଆୱାର୍ଡ ପାଇଥିବା ସମସ୍ତ କଳାକାରଙ୍କୁ ମହିଳା ମାଗାଜିନ୍‌ 'ଫେମିନା' ଟ୍ୱିଟର ମାଧ୍ୟମରେ ବଧେଇ ଜଣାଉଥିଲା। 'ହିନ୍ଦୀ ମିଡିୟମ' ଫିଲ୍ମ ପାଇଁ ଅଭିନେତା ଇର୍ଫାନ ଖାନଙ୍କୁ ବେଷ୍ଟ ଆକ୍ଟର ଆୱାର୍ଡ ମିଳିଥିଲା। ଏଥିପାଇଁ ଫେମିନା ମାଗାଜିନ ଇର୍ଫାନ ଖାନଙ୍କ ବଦଳରେ କ୍ରିକେଟ ଇର୍ଫାନ ପଠାନଙ୍କୁ ବଧେଇ ଜଣାଇଥିଲା

ମାଗାଜିନ୍‌ର ଏହି ଭୁଲ୍‌ ଟ୍ୱିଟ୍‌ର ଉତ୍ତର ଦେଇ ଇର୍ଫାନ୍‌ ଖାନ୍ ଲେଖିଥିଲେ 'ଥ୍ୟାଙ୍କୟୁ ଏଣ୍ଡ ସରି।' ସେ ତାଙ୍କ ଟ୍ୱିଟର ହେଣ୍ଡଲ୍‌ରେ ଲେଖିଥିଲେ ମୁଁ ଏପରି କରି ନାହିଁକିନ୍ତୁ ଆପଣ ମୋ ପାଇଁ ଏହି ଆୱାର୍ଡ ମୋ ଘରକୁ ପଠାଇ ପାରିବେ। ଏହାପରେ ଏହି ଭୁଲ ଟ୍ୱିଟ୍‌ର ଖୁବ ମଜା ନେଇଥିଲେ ଫ୍ୟାନ୍‌ କେତେକ ଫ୍ୟାନ୍ ମଜାରେ ମଜାରେ ପଠାନଙ୍କୁ ଟ୍ୱିଟ୍‌ରେ ବଧେଇ ମଧ୍ୟ ଜଣାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story