ଅବସରର ନେଲେ କାଭାନାଗ

ପର୍ଥ: ଅଷ୍ଟ୍ରେଲିଆ ହକି ଖେଳାଳି ଫରଗୁସ୍‌ କାଭାନାଗ ଆଜି ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି। ୨୩୧ଟି ମ୍ୟାଚ୍‌ ଖେଳିଥିବା ଏହି ଖେଳାଳିଙ୍କ ଅବସରର ପରେ ଏକ ଯୁଗର ଅବସାନ ଘଟିଲା ବୋଲି କୁହାଯାଉଛି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ୨୦୦୮ ଓ ୨୦୧୨ ଅଲିମ୍ପିକରେ ଦୁଇଟି ଅଲିମ୍ପିକ ବ୍ରୋଞ୍ଜ, ୨୦୧୦ ଓ ୨୦୧୪ରେ ଦୁଇଟି ୱାର୍ଲ୍ଡକପ ଟାଇଟଲ, ୨୦୧୦ ଓ ୨୦୧୪ରେ କମନୱେଲଥ୍‌ ଗେମ୍‌ରେ ଗୋଲ୍ଡ ମେଡାଲ, ୨୦୧୫ରେ ୱାଲ୍ଡ ଲିଗ୍‌ ଓ ୫ ଥର ଚାମ୍ପିୟନ୍ସ […]

Fergus-Kavanagh

Fergus-Kavanagh

Rakesh Mallick
  • Published: Tuesday, 08 November 2016
  • Updated: 08 November 2016, 09:24 PM IST

ପର୍ଥ: ଅଷ୍ଟ୍ରେଲିଆ ହକି ଖେଳାଳି ଫରଗୁସ୍‌ କାଭାନାଗ ଆଜି ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି। ୨୩୧ଟି ମ୍ୟାଚ୍‌ ଖେଳିଥିବା ଏହି ଖେଳାଳିଙ୍କ ଅବସରର ପରେ ଏକ ଯୁଗର ଅବସାନ ଘଟିଲା ବୋଲି କୁହାଯାଉଛି।

ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ୨୦୦୮ ଓ ୨୦୧୨ ଅଲିମ୍ପିକରେ ଦୁଇଟି ଅଲିମ୍ପିକ ବ୍ରୋଞ୍ଜ, ୨୦୧୦ ଓ ୨୦୧୪ରେ ଦୁଇଟି ୱାର୍ଲ୍ଡକପ ଟାଇଟଲ, ୨୦୧୦ ଓ ୨୦୧୪ରେ କମନୱେଲଥ୍‌ ଗେମ୍‌ରେ ଗୋଲ୍ଡ ମେଡାଲ, ୨୦୧୫ରେ ୱାଲ୍ଡ ଲିଗ୍‌ ଓ ୫ ଥର ଚାମ୍ପିୟନ୍ସ ଟ୍ରଫି ହାସଲ କରିଛି।

କାଭାନାଗ ହକି ଇଣ୍ଡିଆ ଲିଗ୍‌ରେ ମଧ୍ୟ ଖେଳିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story