୨୦୨୬ ଫିଫା ବିଶ୍ୱକପ୍‌ରେ ଭାଗ ନେବେ ୪୮ ଟିମ୍‌

ଜୁରିଚ୍‌: ୨୦୨୬ ଫୁଟବଲ୍‌ ବିଶ୍ୱକପ୍‌ରେ ୪୮ଟି ଟିମ୍‌ ଭାଗ ନେବେ। ଏ ନେଇ ଫିଫା ୱାର୍ଲ୍ଡ ଗଭର୍ନିଂ ବଡି ପକ୍ଷରୁ ଆଜି ଘୋଷଣା କରାଯାଇଛି।

ଫିଫା କାଉନସିଲରେ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି। ସମସ୍ତ ଟିମ୍‌କୁ ୧୬ଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି। ପ୍ରତି ଗ୍ରୁପ୍‌ରେ ୩ଟି ଟିମ୍‌ ରହିବେ। ପ୍ରତି ଗ୍ରୁପ୍‌ରୁ ଦୁଇଟି ଟିମ୍‌ ନକ୍‌ଆଉଟ୍‌ ପର୍ଯ୍ୟାୟକୁ ଯୋଗ୍ୟତା ଅର୍ଜନ କରିବେ।

ବିଶ୍ୱକପ୍‌ରେ ୬୪ ବଦଳରେ ୮୦ଟି ମ୍ୟାଚ୍‌ ଖେଳାଯିବ।