ଷ୍ଟାଡିୟମରେ ପାକିସ୍ତାନ ଓ ଆଫଗାନିସ୍ତାନ ପ୍ରଶଂସକ ମାରପିଟ୍‌, ଦେଖନ୍ତୁ ଭିଡିଓ

ଲଣ୍ଡନ: ବିଶ୍ୱକପ୍‌ରେ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ପଡ଼ିଆରେ ମ୍ୟାଚ୍‌ ଚାଲିଥିବା ବେଳେ ଅନ୍ୟପଟେ ଷ୍ଟାଡିୟମରେ ଦୁଇ ଦଳର ପ୍ରଶଂସକଙ୍କ ମଧ୍ୟରେ ମାରପିଟ୍‌ ହୋଇଛି। ଆଇସିସି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦୁଇ ଦଳର ପ୍ରଶଂସକ ଖେଳ ଦେଖୁଥିଲେ। ଏହି ସମୟରେ ଏକ ବିମାନ ପଡ଼ିଆ ଉପରେ ଉଡ଼ିଥିଲା। ଏଥିରେ ‘ ଜଷ୍ଟିସ୍‌ ଫର ବାଲୋଚିସ୍ତାନ’ ସ୍ଲୋଗାନ ଲେଖା ଯାଇଥିଲା। ଏହା ଏକ ରାଜନୀତିକ ବାର୍ତ୍ତା ହୋଇଥିବାରୁ ଏହାକୁ ନେଇ ପାକିସ୍ତାନ ପ୍ରଶଂସକମାନେ ଆଫଗାନିସ୍ତାନ ପ୍ରଶଂସକଙ୍କୁ ଆକ୍ରମଣ […]

wa

wa

Hemant Lenka
  • Published: Saturday, 29 June 2019
  • Updated: 29 June 2019, 08:14 PM IST

Sports

Latest News

ଲଣ୍ଡନ: ବିଶ୍ୱକପ୍‌ରେ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ପଡ଼ିଆରେ ମ୍ୟାଚ୍‌ ଚାଲିଥିବା ବେଳେ ଅନ୍ୟପଟେ ଷ୍ଟାଡିୟମରେ ଦୁଇ ଦଳର ପ୍ରଶଂସକଙ୍କ ମଧ୍ୟରେ ମାରପିଟ୍‌ ହୋଇଛି। ଆଇସିସି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦୁଇ ଦଳର ପ୍ରଶଂସକ ଖେଳ ଦେଖୁଥିଲେ। ଏହି ସମୟରେ ଏକ ବିମାନ ପଡ଼ିଆ ଉପରେ ଉଡ଼ିଥିଲା। ଏଥିରେ ‘ ଜଷ୍ଟିସ୍‌ ଫର ବାଲୋଚିସ୍ତାନ’ ସ୍ଲୋଗାନ ଲେଖା ଯାଇଥିଲା।

ଏହା ଏକ ରାଜନୀତିକ ବାର୍ତ୍ତା ହୋଇଥିବାରୁ ଏହାକୁ ନେଇ ପାକିସ୍ତାନ ପ୍ରଶଂସକମାନେ ଆଫଗାନିସ୍ତାନ ପ୍ରଶଂସକଙ୍କୁ ଆକ୍ରମଣ କରିଥିଲେ। ଆଫଗାନିସ୍ତାନ ପ୍ରଶଂସକମାନେ ମଧ୍ୟ ଏହାର ପ୍ରତି ଜବାବ ଦେଇଥିଲେ। ଫଳରେ ଏକ ମାରପିଟ୍‌ ସ୍ଥିତି ସୃଷ୍ଟି ହୋଇଥିଲା। ଏବେ ବିମାନଟି କେଉଁ ପରିସ୍ଥିତିରେ ସେଠାରେ ଉଡ଼ିଲା ଲିଡ୍‌ସ୍‌ ଏୟାର ଟ୍ରାଫିକ ଏହାର ତଦନ୍ତ କରିବ ବୋଲି ଜଣାପଡ଼ିଛି।

କେବଳ ଷ୍ଟାଡିୟମରେ ନୁହେଁ ଷ୍ଟାଡିୟମ ବାହାରେ ମଧ୍ୟ ଦୁଇ ଦେଶର ଫ୍ୟାନ୍‌ଙ୍କ ମଧ୍ୟରେ ପ୍ରବଳ ମାରପିଟ୍‌ ଘଟିଛି। ଷ୍ଟାଡିମୟ ଭିତରେ ମାରପିଟ୍‌ କରିବାରୁ ଦୁଇ ଜଣଙ୍କୁ ଏହା ମଧ୍ୟରୁ ବାହାର କରିଦିଆଯାଇଥିଲା। ତେବେ ସେମାନେ ଷ୍ଟାଡିୟମ ବାହାରେ ମଧ୍ୟ ପୁଣି ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ଘଟଣାର ଶୁଟିଂ କରୁଥିବା କିଛି ସାମ୍ବାଦିକ ମଧ୍ୟ ଆହତ ହୋଇଛନ୍ତି।

ପାକିସ୍ତାନ ସର୍ବଦା ଆଫଗାନିସ୍ତାନରେ ଅଶାନ୍ତି ସୃଷ୍ଟି କରୁଥିବା ଅଭିଯୋଗ ହୋଇ ଆସୁଛି। ଦୁଇ ଦେଶ ମଧ୍ୟରେ ଏହାକୁ ନେଇ ତିକ୍ତତା ଲାଗି ରହିଛି।
https://twitter.com/i/status/1144930955557085184
https://twitter.com/i/status/1144923425707843595

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story