ଏଫ୍‌ଆଇଏଚ୍‌ ନୂଆ ସଭାପତି ବାତ୍ରାଙ୍କୁ କେନ୍ଦ୍ରମନ୍ତ୍ରୀ ଗୋଏଲଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ହକି ଫେଡେରାସନ (ଏଫ୍‌ଆଇଏଚ୍‌)ର ନୂଆ ସଭାପତି ଭାବେ ନିଯୁକ୍ତି ପାଇଥିବା ନରେନ୍ଦ୍ର ବାତ୍ରାଙ୍କୁ ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ବିଜୟ ଗୋଏଲ ଅଭିନନ୍ଦନ ଜଣାଇଛନ୍ତି। ଗୋଏଲ କହିଛନ୍ତି,“ମୁଁ ଆଶା କରୁଛି ବାତ୍ରାଙ୍କ ସମୟକାଳ ମଧ୍ୟରେ ହକି ଖେଳୁଥିବା ଦେଶ ସଂଖ୍ୟା ବିଶ୍ୱରେ ବୃଦ୍ଧି ପାଇବ ଓ ହକି ଅତୀତର ଗୌରବକୁ ପୁଣି ଫେରି ପାଇବ।” ପୂର୍ବରୁ ବାତ୍ରା ଏସିଆନ ହକି ଫେଡେରାସନର ସଭାପତି ଓ ଏଫ୍‌ଆଇଏଚ୍‌ର ଉପ ସଭାପତି ଭାବେ କାର୍ଯ୍ୟ ତୁଲାଇଛନ୍ତି।

narinder-batra

narinder-batra

Rakesh Mallick
  • Published: Friday, 18 November 2016
  • Updated: 18 November 2016, 05:53 PM IST

Sports

Latest News

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ହକି ଫେଡେରାସନ (ଏଫ୍‌ଆଇଏଚ୍‌)ର ନୂଆ ସଭାପତି ଭାବେ ନିଯୁକ୍ତି ପାଇଥିବା ନରେନ୍ଦ୍ର ବାତ୍ରାଙ୍କୁ ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ବିଜୟ ଗୋଏଲ ଅଭିନନ୍ଦନ ଜଣାଇଛନ୍ତି।

ଗୋଏଲ କହିଛନ୍ତି,“ମୁଁ ଆଶା କରୁଛି ବାତ୍ରାଙ୍କ ସମୟକାଳ ମଧ୍ୟରେ ହକି ଖେଳୁଥିବା ଦେଶ ସଂଖ୍ୟା ବିଶ୍ୱରେ ବୃଦ୍ଧି ପାଇବ ଓ ହକି ଅତୀତର ଗୌରବକୁ ପୁଣି ଫେରି ପାଇବ।”

ପୂର୍ବରୁ ବାତ୍ରା ଏସିଆନ ହକି ଫେଡେରାସନର ସଭାପତି ଓ ଏଫ୍‌ଆଇଏଚ୍‌ର ଉପ ସଭାପତି ଭାବେ କାର୍ଯ୍ୟ ତୁଲାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos