ଶେଷରେ କ୍ରିକେଟ୍‌କୁ ଅଲବିଦା କହିଲେ ଗମ୍ଭୀର

ନୂଆଦିଲ୍ଲୀ: କ୍ରମାଗତ ଭାବେ ଖରାପ ଫର୍ମ ପାଇଁ ଭାରତୀୟ ଟିମ୍‌ରୁ ବାଦ୍‌ ପଡ଼ିବା ପରେ ଶେଷରେ ଟିମ୍‌ ଇଣ୍ଡିଆର ଓପନର୍‌ ତଥା ୨୦୧୧ ବିଶ୍ୱକପ୍‌ ଫାଇନାଲ୍‌ର ହିରୋ ଗୌତମ ଗମ୍ଭୀର କ୍ରିକେଟ୍‌ର ସବୁ ପ୍ରକାରର ଫର୍ମାଟରୁ ଅବସର ନେଇଛନ୍ତି। ସୋଶାଲ୍‌ ମିଡିଆରେ ଏକ ଭାବପ୍ରବଣ ଭିଡିଓ ଛାଡ଼ି ସେ ନିଜର ଅବସର ସମ୍ପର୍କରେ ସମଗ୍ର ବିଶ୍ୱକୁ ଜଣାଇଛନ୍ତି। ସେ ଦୀର୍ଘ ୧୫ ବର୍ଷ ଧରି କ୍ରିକେଟ୍‌ ଖେଳି ଆସୁଥିଲେ। ଗମ୍ଭୀର ୨୦୦୭ ଟି-୨୦ ବିଶ୍ୱକପ୍‌ରେ ଜବରଦସ୍ତ ପ୍ରଦର୍ଶନ […]

ga3

ga3

Hemant Lenka
  • Published: Tuesday, 04 December 2018
  • Updated: 04 December 2018, 09:22 PM IST

Sports

Latest News

ନୂଆଦିଲ୍ଲୀ: କ୍ରମାଗତ ଭାବେ ଖରାପ ଫର୍ମ ପାଇଁ ଭାରତୀୟ ଟିମ୍‌ରୁ ବାଦ୍‌ ପଡ଼ିବା ପରେ ଶେଷରେ ଟିମ୍‌ ଇଣ୍ଡିଆର ଓପନର୍‌ ତଥା ୨୦୧୧ ବିଶ୍ୱକପ୍‌ ଫାଇନାଲ୍‌ର ହିରୋ ଗୌତମ ଗମ୍ଭୀର କ୍ରିକେଟ୍‌ର ସବୁ ପ୍ରକାରର ଫର୍ମାଟରୁ ଅବସର ନେଇଛନ୍ତି।

ସୋଶାଲ୍‌ ମିଡିଆରେ ଏକ ଭାବପ୍ରବଣ ଭିଡିଓ ଛାଡ଼ି ସେ ନିଜର ଅବସର ସମ୍ପର୍କରେ ସମଗ୍ର ବିଶ୍ୱକୁ ଜଣାଇଛନ୍ତି। ସେ ଦୀର୍ଘ ୧୫ ବର୍ଷ ଧରି କ୍ରିକେଟ୍‌ ଖେଳି ଆସୁଥିଲେ।

ଗମ୍ଭୀର ୨୦୦୭ ଟି-୨୦ ବିଶ୍ୱକପ୍‌ରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ସେହିପରି ୨୦୧୧ ବିଶ୍ୱକପ୍‌ ଫାଇନାଲ୍‌ରେ ଗମ୍ଭୀରଙ୍କ ୯୭ ରନ୍‌ର ଇନିଂସ୍‌ ବଳରେ ଟିମ୍‌ ଇଣ୍ଡିଆ ଦୀର୍ଘ ୨୮ ବର୍ଷ ପରେ ବିଶ୍ୱ ବିଜେତା ହୋଇଥିଲା।

ଦିଲ୍ଲୀର ଏହି ଭେଟରାନ ବାମହାତୀ ବ୍ୟାଟସ୍‌ମ୍ୟାନ୍‌ ଶେଷଥର ପାଇଁ ୨୦୧୬ ମସିହା ଡିସେମ୍ବରରେ ଭାରତ ପାଇଁ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ। ୨୦୦୩ରେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଡେବ୍ୟୁ କରିଥିବା ଗମ୍ଭୀର ଭାରତ ପାଇଁ ୫୮ଟି ଟେଷ୍ଟ ଓ ୧୪୭ଟି ଦିନିକିଆ ଖେଳିଛନ୍ତି। ସେହିପରି ସେ ୩୭ ଟି-୨୦ ମ୍ୟାଚ୍‌ ଖେଳିଥିଲେ।

ଟେଷ୍ଟ୍‌ରେ ଗମ୍ଭୀର ୪୧.୯୫ ହାରରେ ୪୧୫୪ ରନ୍‌ କରିଥିବା ବେଳେ ଦିନିକିଆରେ ୫୨୩୮ ରନ୍‌ କରିଛନ୍ତି। ତାଙ୍କ ନାଁରେ ଟେଷ୍ଟ ମ୍ୟାଚ୍‌ରେ ୯ଟି ଶତକ ଓ ଦିନିକିଆରେ ୧୧ଟି ଶତକ ରହିଛି। ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଗମ୍ଭୀର ସମୁଦାୟ ୧୦,୩୨୪ ରନ୍‌ ସ୍କୋର କରିଛନ୍ତି।

ଟେଷ୍ଟରେ ୯ଟି ଶତକ ବ୍ୟତୀତ ୨୨ଟି ଅର୍ଦ୍ଧଶତକ ମଧ୍ୟ ହାସଲ କରିଛନ୍ତି। ତାଙ୍କ ବ୍ୟକ୍ତିଗତ ସର୍ବାଧିକ ସ୍କୋର ହେଉଛି ୨୦୬। ସେହିପରି ଦିନିକିଆରେ ୧୧ଟି ଶତକ ସହ ଗମ୍ଭୀରଙ୍କ ନାଁରେ ୩୪ଟି ଅର୍ଦ୍ଧଶତକ ରହିଛି। ତାଙ୍କ ସର୍ବାଧିକ ବ୍ୟକ୍ତିଗତ ସ୍କୋର ହେଉଛି ୧୫୦(ଅପରାଜିତ)। ଟି-୨୦ରେ ମାତ୍ର ୩୭ଟି ମ୍ୟାଚ୍‌ ଖେଳିଥିବା ଗମ୍ଭୀର ୯୩୨ ରନ୍‌ କରିଛନ୍ତି। ଏଥିରେ ୭ଟି ଅର୍ଦ୍ଧଶତକ ରହିଛି।

ଗମ୍ଭୀର ଏକଦା ଟେଷ୍ଟ୍‌ ମ୍ୟାଚ୍‌ରେ ବିଶ୍ୱର ୧ ନଂ ବ୍ୟାଟସ୍‌ମ୍ୟାନ୍‌ ଭାବେ ପରିଚୟ ହାସଲ କରିଥିଲେ। ୨୦୦୯ରେ ଟି-୨୦ ଫର୍ମାଟରେ ଗମ୍ଭୀର ୧ନଂ ରାଙ୍କରେ ରହିଥିଲେ।

କେବଳ ଅନ୍ତର୍ଜାତୀୟ କ୍ରିକେଟ୍‌ ନୁହେଁ ଆଇପିଏଲ୍‌ରେ ମଧ୍ୟ ଗମ୍ଭୀର ନିଜର ଜଲୱା ଦେଖାଇଥିଲେ। ସେ କୋଲକାତା ନାଇଟ୍‌ ରାଇଡର୍ସର ଅଧିନାୟକ ଭାବେ ୨୦୧୨ ଓ ୨୦୧୪ରେ ଟ୍ରଫି ଜିତିଥିଲେ। ଗମ୍ଭୀର ୧୧ଟି ଆଇପିଏଲ୍‌ ସଂସ୍କରଣର ୧୫୪ଟି ମ୍ୟାଚ୍‌ ଖେଳି ୪୨୧୮ ରନ୍‌ କରିଛନ୍ତି।

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଗମ୍ଭୀର ଗୁରୁବାରଠାରୁ ଫିରୋଜଶାହ କୋଟଲାରେ ଦିଲ୍ଲୀ ବନାମ ଆନ୍ଧ୍ରପ୍ରଦେଶ ରଣଜୀ ମ୍ୟାଚ୍‌ରେ ଶେଷ ଥର ପାଇଁ କ୍ରିକେଟ୍‌ ଖେଳିବେ।

୨୦୦୮ରେ ଗମ୍ଭୀରଙ୍କୁ ଅର୍ଜୁନ ସମ୍ମାନରେ ସମ୍ମାନୀତ କରାଯାଇଥିଲା।

ଦେଖନ୍ତୁ ଭିଡିଓ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story