ସିରିଜ ହାରିବା ପରେ ଅଷ୍ଟ୍ରେଲିଆର ଚେତା ପଶିଲା: ମ୍ୟାଚ ଜିତିବାକୁ ହେଲେ ୯୦ ପ୍ରତିଶତ ନୁହେଁ ୧୦୦ ପ୍ରତିଶତ ପ୍ରଦର୍ଶନ କରିବାକୁ ହେବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୩-୦ରେ ହାରିବା ପରେ ଏବେ ଚିନ୍ତାରେ ଅଷ୍ଟ୍ରେଲିଆ ଦଳ। ୫ଟିକିଆ ଦିନିକିଆ ସିରିଜରେ ଭାରତ ଲଗାତର ୩ଟି ମ୍ୟାଚ୍‌ରେ ଜିତିବା ପରେ ଅଷ୍ଟ୍ରେଲିଆର ଏବେ ନିଦ ହଜିଯାଇଛି। ଏଭଳି ସରିସ୍ଥିତିରେ ତୃତୀୟ ମ୍ୟାଚ୍‌ରେ ଶତକ ହାସଲ କରିଥିବା ଫିଞ୍ଚ ଭାରତକୁ ନେଇ ଏକ ବଡ ବୟାନ ଦେଇଛନ୍ତି। ଫିଞ୍ଚ କହିଛନ୍ତି ଯେ ମ୍ୟାଚ୍‌ରେ ଭାରତ ଠାରୁ ଜିତିବାକୁ ହେଲେ ୧୦୦ ପ୍ରତିଶତ ପ୍ରଦର୍ଶନ କରିବା ଆବଶ୍ୟକ। ୯୦ ପ୍ରତିଶତ ପ୍ରଦର୍ଶନ କଲେ ବି ଭାରତ […]

Rakesh Mallick
  • Published: Tuesday, 26 September 2017
  • Updated: 26 September 2017, 05:45 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୩-୦ରେ ହାରିବା ପରେ ଏବେ ଚିନ୍ତାରେ ଅଷ୍ଟ୍ରେଲିଆ ଦଳ। ୫ଟିକିଆ ଦିନିକିଆ ସିରିଜରେ ଭାରତ ଲଗାତର ୩ଟି ମ୍ୟାଚ୍‌ରେ ଜିତିବା ପରେ ଅଷ୍ଟ୍ରେଲିଆର ଏବେ ନିଦ ହଜିଯାଇଛି। ଏଭଳି ସରିସ୍ଥିତିରେ ତୃତୀୟ ମ୍ୟାଚ୍‌ରେ ଶତକ ହାସଲ କରିଥିବା ଫିଞ୍ଚ ଭାରତକୁ ନେଇ ଏକ ବଡ ବୟାନ ଦେଇଛନ୍ତି। ଫିଞ୍ଚ କହିଛନ୍ତି ଯେ ମ୍ୟାଚ୍‌ରେ ଭାରତ ଠାରୁ ଜିତିବାକୁ ହେଲେ ୧୦୦ ପ୍ରତିଶତ ପ୍ରଦର୍ଶନ କରିବା ଆବଶ୍ୟକ। ୯୦ ପ୍ରତିଶତ ପ୍ରଦର୍ଶନ କଲେ ବି ଭାରତ ଠାରୁ ଜିତିବା କଷ୍ଟକର। ମ୍ୟାଚ୍‌ ବେଳେ ସାମାନ୍ୟ ଭୁଲ ହାରିବାର କାରଣ ପାଲଟିବ। ପ୍ରଥମ ଦୁଇଟି ମ୍ୟାଚ୍‌ ଭଲ ପ୍ରଦର୍ଶନ କରି ମଧ୍ୟ ଅଷ୍ଟ୍ରେଲିଆ ପରାସ୍ତ ହୋଇଥିଲା। ଭାରତକୁ ଯଦି ସାମାନ୍ୟ ସୁଯୋଗ ଦିଆଯାଏ ତେବେ ୧୦ରୁ ୯ ମ୍ୟାଚ୍‌ ଭାରତ ବିଜୟୀ ହେବ ବୋଲି ଫିଞ୍ଚ କହିଛନ୍ତି। ସେ କହିଛନ୍ତି ଅଷ୍ଟ୍ରେଲିଆକୁ ଆଗାମୀ ମ୍ୟାଚ୍‌ରେ ଜିତିବାକୁ ହେଲେ କୌଣସି ସୁଯୋଗକୁ ହାତଛଡ଼ା କରିହେବନି। ସମସ୍ତ ଖେଳାଳିଙ୍କୁ ନିଜ ନିଜର ୧୦୦ ପ୍ରତିଶତ ଦେବାକୁ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story