କ୍ରିକେଟର ମହମ୍ମଦ ସାମିଙ୍କ ନାଁରେ ହତ୍ୟା ଉଦ୍ୟମ ମାମଲା ରୁଜୁ

କୋଲକାତା: ଭାରତୀୟ ଟିମ୍‌ର କ୍ରିକେଟର ମହମ୍ମଦ ସାମିଙ୍କ ସଙ୍କଟ ବଢ଼ିଲା। ପତ୍ନୀ ହସିନ ଜହାନଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ଅଭିଯୋଗରେ ତାଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି। ତାଙ୍କ ପତ୍ନୀ ଆଜି କୋଲାକାତାର ଯାଦବପୁର ଥାନାରେ ଏନେଇ ଲିଖିତ ଅଭିଯୋଗ କରିବା ପରେ ପୋଲିସ୍ ତାଙ୍କ ନାଁରେ ମାମଲା ରୁଜୁ କରିଛି। ସାମିଙ୍କ ସହିତ ତାଙ୍କ ପରିବାରର ଆଉ ଚାରି ଜଣଙ୍କ ନାଁରେ ବି ମାମଲା ରୁଜୁ ହୋଇଛି। ଯୌତୁକ ନିର୍ଯାତନା, ଘରୋଇ […]

sami

sami

Rakesh Mallick
  • Published: Friday, 09 March 2018
  • Updated: 09 March 2018, 04:36 PM IST

କୋଲକାତା: ଭାରତୀୟ ଟିମ୍‌ର କ୍ରିକେଟର ମହମ୍ମଦ ସାମିଙ୍କ ସଙ୍କଟ ବଢ଼ିଲା। ପତ୍ନୀ ହସିନ ଜହାନଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ଅଭିଯୋଗରେ ତାଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି। ତାଙ୍କ ପତ୍ନୀ ଆଜି କୋଲାକାତାର ଯାଦବପୁର ଥାନାରେ ଏନେଇ ଲିଖିତ ଅଭିଯୋଗ କରିବା ପରେ ପୋଲିସ୍ ତାଙ୍କ ନାଁରେ ମାମଲା ରୁଜୁ କରିଛି। ସାମିଙ୍କ ସହିତ ତାଙ୍କ ପରିବାରର ଆଉ ଚାରି ଜଣଙ୍କ ନାଁରେ ବି ମାମଲା ରୁଜୁ ହୋଇଛି। ଯୌତୁକ ନିର୍ଯାତନା, ଘରୋଇ ହିଂସା, ହତ୍ୟା ଉଦ୍ୟମ, ଧମକ ଓ ଷଡ଼ଯନ୍ତ୍ର ସମେତ ଇଣ୍ଡିଆନ୍ ପେନାଲ୍ କୋଡ୍‌ (ଆଇପିସି)ର ଏକାଧିକ ଧାରା ଆଧାରରେ ସେମାନଙ୍କ ନାଁରେ ମାମଲା ରୁଜୁ କରାଯାଇଛି।

ହସିନ ଜହାନ ଅଭିଯୋଗ କରିଛନ୍ତି ଯେ ସାମି ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଛନ୍ତି। ତାଙ୍କର ଏକାଧିକ ମହିଳାଙ୍କ ସହ ସଂପର୍କ ରହିଛି। ସାମି ଓ ତାଙ୍କ ପରିବାର ଲୋକେ ତାଙ୍କୁ ମାରିବା ପାଇଁ ମଧ୍ୟ ଉଦ୍ୟମ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।

ସେ ଫେସ୍‌ବୁକ୍‌ରେ କିଛି ହ୍ୱାଟ୍‌ସଆପ୍ ଓ ଫେସ୍‌ବୁକ୍‌ ମେସେଜ୍‌ର ସ୍କ୍ରିନ୍‌ସଟ୍‌ ପୋଷ୍ଟ୍‌ କରିଛନ୍ତି। ସେଗୁଡ଼ିକ ସବୁ ସାମି ଅନ୍ୟ ମହିଳାମାନଙ୍କ ସହିତ କରୁଥିବା ଚାଟିଂ ବୋଲି ସେ ଦାବି କରିଛନ୍ତି। ସେ ସେହି ମହିଳାମାନଙ୍କ ଫଟୋ ଓ ଫୋନ୍ ନମ୍ବର ମଧ୍ୟ ପୋଷ୍ଟ୍ କରିଛନ୍ତି।

ଅଭିଯୋଗଗୁଡ଼ିକ ସତ ସାବ୍ୟସ୍ତ ହେଲେ ସାମିଙ୍କ କ୍ୟାରିୟର ଶେଷ ହୋଇଯାଇପାରେ। ବୁଧବାର ବିସିସିଆଇ ୨୬ ଜଣ ଖେଳାଳିଙ୍କ ବାର୍ଷିକ ଚୁକ୍ତି ତାଲିକା ପ୍ରକାଶ କରିଥିବା ବେଳେ ଏଥିରୁ ସାମିଙ୍କୁ ବାଦ୍ ଦିଆଯାଇଛି। ଗତ ଥର ଚୁକ୍ତିରେ ସେ ବି କ୍ୟାଟେଗୋରୀରେ ଅନ୍ତର୍ଭୁକ୍ତ ହୋଇଥିଲେ।

କିଛି ପାକିସ୍ତାନୀ ଝିଅ ଓ ଇଂଲଣ୍ଡର କିଛି ବ୍ୟବସାୟୀଙ୍କ ସହ ମିଶି ସାମି ମ୍ୟାଚ୍‌ ଫିକ୍ସଂ ବି କରନ୍ତି ବୋଲି ଗତକାଲି ତାଙ୍କ ପତ୍ନୀ ଅଭିଯୋଗ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story