ଟିମ୍ ଇଣ୍ଡିଆର ଶୀର୍ଷ ତିନି ବ୍ୟାଟ୍ସମ୍ୟାନଙ୍କ ନାଁରେ ଅଲୋଡ଼ା ରେକର୍ଡ

ମ୍ୟାଞ୍ଚେଷ୍ଟର୍: ବର୍ଷା ପ୍ରଭାବତି ବିଶ୍ୱକପର ପ୍ରଥମ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡ୍ ଭାରତ ଆଗରେ ୨୪୦ ରନର ଟାର୍ଗେଟ୍ ରଖିଛି। ଏହା ପରେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଭାରତୀୟ ଟିମର ଶୁଭାରମ୍ଭ ନୈରାଶ୍ୟଜନକ ରହିଥିଲା। କିୱି ବୋଲରଙ୍କ ଘାତକ ବୋଲିଂ ଆଗରେ ଟିମ୍ ଇଣ୍ଡିଆ ମାତ୍ର ଚାରି ଓଭର୍ ଭିତରେ ଶୀର୍ଷ ତିନି ଜଣ ବ୍ୟାଟ୍ସମ୍ୟାନଙ୍କୁ ହରାଇ ବ୍ୟାକଫୁଟକୁ ଚାଲିଆସିଥିଲା। ଚଳିତ ବିଶ୍ୱକପରେ ୫ଟି ଶତକ ମାରିଥିବା ରୋହିତ୍ ଶର୍ମା ଓ ଲୋକେଶ ରାହୁଲଙ୍କୁ ମ୍ୟାଟ୍ ହେନରୀ ପ୍ୟାଭିଲିୟନ୍ ପଠାଇଥିବା […]

3

3

Hemant Lenka
  • Published: Wednesday, 10 July 2019
  • Updated: 10 July 2019, 05:39 PM IST

Sports

Latest News

ମ୍ୟାଞ୍ଚେଷ୍ଟର୍: ବର୍ଷା ପ୍ରଭାବତି ବିଶ୍ୱକପର ପ୍ରଥମ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡ୍ ଭାରତ ଆଗରେ ୨୪୦ ରନର ଟାର୍ଗେଟ୍ ରଖିଛି। ଏହା ପରେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଭାରତୀୟ ଟିମର ଶୁଭାରମ୍ଭ ନୈରାଶ୍ୟଜନକ ରହିଥିଲା।

କିୱି ବୋଲରଙ୍କ ଘାତକ ବୋଲିଂ ଆଗରେ ଟିମ୍ ଇଣ୍ଡିଆ ମାତ୍ର ଚାରି ଓଭର୍ ଭିତରେ ଶୀର୍ଷ ତିନି ଜଣ ବ୍ୟାଟ୍ସମ୍ୟାନଙ୍କୁ ହରାଇ ବ୍ୟାକଫୁଟକୁ ଚାଲିଆସିଥିଲା। ଚଳିତ ବିଶ୍ୱକପରେ ୫ଟି ଶତକ ମାରିଥିବା ରୋହିତ୍ ଶର୍ମା ଓ ଲୋକେଶ ରାହୁଲଙ୍କୁ ମ୍ୟାଟ୍ ହେନରୀ ପ୍ୟାଭିଲିୟନ୍ ପଠାଇଥିବା ବେଳେ କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ଟ୍ରେଣ୍ଟ ବୋଲ୍ଟ ଆଉଟ୍ କରିଥିଲେ।

ତେବେ ଏହି ତିନି ବ୍ୟାଟ୍ସମ୍ୟାନ୍ ପ୍ୟାଭିଲିୟନ୍ ଫେରିବା ମାତ୍ରକେ ଏକ ଅଲୋଡ଼ା ରେକର୍ଡର ଅଧିକାରୀ ହୋଇଛନ୍ତି। କ୍ରିକେଟ୍ ଇତିହାସରେ ପ୍ରଥମଥର ଟିମର ତିନିଜଣ ଶୀର୍ଷ ବ୍ୟାଟ୍ସମ୍ୟାନ୍ ୧ ରନ୍ ଲେଖାଏ କରି ପ୍ୟାଭିଲିୟନ୍ ଫେରିଛନ୍ତି। ଏହା ପୂର୍ବରୁ କ୍ରିକେଟ୍ ଇତିହାସରେ ହୁଏତ ଏଭଳି ଅଲୋଡ଼ା ରେକର୍ଡ ଦେଖିବାକୁ ମିଳିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story