ଡେଙ୍ଗୁରେ ଫୁଟ୍‌ବଲ୍‌ ଖେଳାଳିଙ୍କ ମୃତ୍ୟୁ

ବାରଣାସୀ: ୨୦୧୦ ସାଉଥ୍ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ଭାରତୀୟ ଟିମ୍‌ର ପ୍ରତିନିଧିତ୍ୱ କରିଥିବା ଜଣେ ଫୁଟ୍‌ବଲ୍ ଖେଳାଳିଙ୍କର ଡେଙ୍ଗୁରେ ମୃତ୍ୟୁ ଘଟିଛି। ତାଙ୍କ ପୁନମ୍ (୨୯)। ଡେଙ୍ଗୁରେ ପୀଡ଼ିତ ପୁନମଙ୍କୁ ୭ ଦିନ ପୂର୍ବେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା। ଆଜି ମାନିକର୍ଣ୍ଣିକା ଘାଟରେ ତାଙ୍କର ଶବସତ୍କାର କରାଯାଇଥିଲା। ତା’ପୂର୍ବରୁ ଆଜି ସକାଳେ ତାଙ୍କ ମୃତଦେହକୁ ଏକ ଶୋଭାଯାତ୍ରାରେ ବିବେକ ସିଂହ ମିନି ଷ୍ଟାଡିୟମ୍‌କୁ ଅଣାଯାଇଥିଲା। ସେଠାରେ ଅନେକ […]

football

football

Rakesh Mallick
  • Published: Wednesday, 19 October 2016
  • Updated: 19 October 2016, 06:42 PM IST

Sports

Latest News

ବାରଣାସୀ: ୨୦୧୦ ସାଉଥ୍ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ଭାରତୀୟ ଟିମ୍‌ର ପ୍ରତିନିଧିତ୍ୱ କରିଥିବା ଜଣେ ଫୁଟ୍‌ବଲ୍ ଖେଳାଳିଙ୍କର ଡେଙ୍ଗୁରେ ମୃତ୍ୟୁ ଘଟିଛି। ତାଙ୍କ ପୁନମ୍ (୨୯)। ଡେଙ୍ଗୁରେ ପୀଡ଼ିତ ପୁନମଙ୍କୁ ୭ ଦିନ ପୂର୍ବେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା। ଆଜି ମାନିକର୍ଣ୍ଣିକା ଘାଟରେ ତାଙ୍କର ଶବସତ୍କାର କରାଯାଇଥିଲା। ତା’ପୂର୍ବରୁ ଆଜି ସକାଳେ ତାଙ୍କ ମୃତଦେହକୁ ଏକ ଶୋଭାଯାତ୍ରାରେ ବିବେକ ସିଂହ ମିନି ଷ୍ଟାଡିୟମ୍‌କୁ ଅଣାଯାଇଥିଲା। ସେଠାରେ ଅନେକ ଲୋକ ତାଙ୍କର ଶେଷ ଦର୍ଶନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos