ଫ୍ୟାନଙ୍କ ପାଇଁ ଫୋନ୍‌: କାହା ପାଇଁ ସଚିନ କଲେ ପାସ୍‌ପୋର୍ଟ ଅଫିସ୍‌କୁ କଲ୍‌

ମୁମ୍ବାଇ: ନିଜର ସବୁଠାରୁ ବଡ ପ୍ରଶଂସକ ସୁଧୀର ଚୌଧୁରୀଙ୍କ ପାଇଁ ସାମ୍ନାକୁ ଆସିଛନ୍ତି ସଚିନ ତେନ୍ଦୁଲକର। ଆଗାମୀ ଚାମ୍ପିୟାନ୍ସ ଟ୍ରଫିରେ ଟିମ୍ ଇଣ୍ଡିଆ ପାଇଁ ଚିୟର କରିବାକୁ ସୁଧୀର ଇଂଲଣ୍ଡ ଯିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପାସ୍ ଏବଂ ଭିସା ପାଇଁ ସମସ୍ୟା ଦେଖାଦେଇଛି। ଏ ଖବର ସଚିନଙ୍କ ପାଖରେ ପହଞ୍ଚିବା ପରେ ସେ କ୍ଷୋଭ ପ୍ରକାଶ କରିବା ସହ ସମ୍ପୃକ୍ତ ଅଧିକାରୀଙ୍କୁ ଚିଠି ଲେଖି ତୁରନ୍ତ ସମସ୍ୟାର ସମାଧାନ ପାଇଁ ଅନୁରୋଧ କରିଛନ୍ତି। ଭାରତୀୟ […]

India v Ireland - 2015 ICC Cricket World Cup

Rakesh Mallick
  • Published: Monday, 29 May 2017
  • Updated: 29 May 2017, 08:26 PM IST

Sports

Latest News

ମୁମ୍ବାଇ: ନିଜର ସବୁଠାରୁ ବଡ ପ୍ରଶଂସକ ସୁଧୀର ଚୌଧୁରୀଙ୍କ ପାଇଁ ସାମ୍ନାକୁ ଆସିଛନ୍ତି ସଚିନ ତେନ୍ଦୁଲକର। ଆଗାମୀ ଚାମ୍ପିୟାନ୍ସ ଟ୍ରଫିରେ ଟିମ୍ ଇଣ୍ଡିଆ ପାଇଁ ଚିୟର କରିବାକୁ ସୁଧୀର ଇଂଲଣ୍ଡ ଯିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପାସ୍ ଏବଂ ଭିସା ପାଇଁ ସମସ୍ୟା ଦେଖାଦେଇଛି। ଏ ଖବର ସଚିନଙ୍କ ପାଖରେ ପହଞ୍ଚିବା ପରେ ସେ କ୍ଷୋଭ ପ୍ରକାଶ କରିବା ସହ ସମ୍ପୃକ୍ତ ଅଧିକାରୀଙ୍କୁ ଚିଠି ଲେଖି ତୁରନ୍ତ ସମସ୍ୟାର ସମାଧାନ ପାଇଁ ଅନୁରୋଧ କରିଛନ୍ତି।

ଭାରତୀୟ କ୍ରିକେଟର ଏହି ସର୍ବବୃହତ ପ୍ରଶଂସକଙ୍କୁ ଏଭଳି ହଇରାଣ କରିବା ଠିକ୍ ନୁହେଁ ବୋଲି ସଚିନ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story