ଅଷ୍ଟ୍ରେଲିଆର ଆଶେସ ସିରିଜ୍‌ ପାଇଁ ଟିମ୍‌ ଚୟନକୁ ନେଇ ବିବାଦ

ମେଲବର୍ଣ୍ଣ: ଇଂଲଣ୍ଡ ବିପକ୍ଷ ଆଶେସ ସିରିଜ ପାଇଁ କ୍ରିକେଟ୍‌ ଅଷ୍ଟ୍ରେଲିଆ ୧୭ ଜଣିଆ ଟିମ୍‌ ଘୋଷଣା କରିଛି। ଏହି ଟିମ୍‌ରେ ସ୍ଥାନ ପାଇଥିବା ଖେଳାଳିଙ୍କ ଚୟନକୁ ନେଇ ବିବାଦ ଦେଖାଦେଇଛି। ଅଷ୍ଟ୍ରେଲିଆ ପାଇଁ ବିଶ୍ୱକପ୍‌ରେ ଜବରଦସ୍ତ ପ୍ରଦର୍ଶନ କରିଥିବା ୱିକେଟ୍‌ କିପର ଆଲେକ୍ସ କ୍ୟାରୀଙ୍କୁ ଦଳରେ ସାମିଲ କରାଯାଇ ନଥିବାରୁ ମାର୍କ ୱ ଓ ଶେନ୍‌ ୱାର୍ଣ୍ଣଙ୍କ ଭଳି ଖେଳାଳି ଏହାପରେ ପ୍ରଶ୍ନ ଉଠାଇଛନ୍ତି। ସେହିପରି ଜୋ ବ୍ରୁନ୍ସ ଓ କର୍ଟିସ ପ୍ୟାଟରସନ୍‌ଙ୍କୁ ଟିମ୍‌ରୁ ବାଦ୍‌ ଦିଆଯାଇଥିବାରୁ […]

h

h

Hemant Lenka
  • Published: Saturday, 27 July 2019
  • Updated: 27 July 2019, 04:21 PM IST

Sports

Latest News

ମେଲବର୍ଣ୍ଣ: ଇଂଲଣ୍ଡ ବିପକ୍ଷ ଆଶେସ ସିରିଜ ପାଇଁ କ୍ରିକେଟ୍‌ ଅଷ୍ଟ୍ରେଲିଆ ୧୭ ଜଣିଆ ଟିମ୍‌ ଘୋଷଣା କରିଛି। ଏହି ଟିମ୍‌ରେ ସ୍ଥାନ ପାଇଥିବା ଖେଳାଳିଙ୍କ ଚୟନକୁ ନେଇ ବିବାଦ ଦେଖାଦେଇଛି।

ଅଷ୍ଟ୍ରେଲିଆ ପାଇଁ ବିଶ୍ୱକପ୍‌ରେ ଜବରଦସ୍ତ ପ୍ରଦର୍ଶନ କରିଥିବା ୱିକେଟ୍‌ କିପର ଆଲେକ୍ସ କ୍ୟାରୀଙ୍କୁ ଦଳରେ ସାମିଲ କରାଯାଇ ନଥିବାରୁ ମାର୍କ ୱ ଓ ଶେନ୍‌ ୱାର୍ଣ୍ଣଙ୍କ ଭଳି ଖେଳାଳି ଏହାପରେ ପ୍ରଶ୍ନ ଉଠାଇଛନ୍ତି। ସେହିପରି ଜୋ ବ୍ରୁନ୍ସ ଓ କର୍ଟିସ ପ୍ୟାଟରସନ୍‌ଙ୍କୁ ଟିମ୍‌ରୁ ବାଦ୍‌ ଦିଆଯାଇଥିବାରୁ ମାର୍କ ଟେଲର ଏହାକୁ ନାପସନ୍ଦ କରିଛନ୍ତି।

ଅନ୍ୟପକ୍ଷରେ ୨ ବର୍ଷ ହେଲା ଅଷ୍ଟ୍ରେଲିଆ ପକ୍ଷରୁ ଟେଷ୍ଟ ଖେଳି ନଥିବା ମାଥ୍ୟୁ ୱେଡଙ୍କୁ ଟିମ୍‌ରେ ସାମିଲ କରାଯାଇଛି। ସେ ଅଧିନାୟକ ତଥା ୱିକେଟ୍‌ କିପର ଟିମ୍‌ ପେନ୍‌ଙ୍କ ବ୍ୟାକଅପ୍‌ ଭାବେ ଦଳରେ ସ୍ଥାନ ପାଇଛନ୍ତି।

ମାର୍କ ୱ କହିଛନ୍ତ, “ଆଲେକ୍ସ କ୍ୟାରୀଙ୍କୁ ଦଳରୁ ବାଦ୍‌ ଦିଆଯିବା ସବୁଠାରୁ ଆଶ୍ଚର୍ଯ୍ୟଜନକ ଘଟଣା। ସେ ବିଶ୍ୱକପରେ ଭଲ ବ୍ୟାଟିଂ କରିବା ସହ ଭଲ କିପିଂ ମଧ୍ୟ କରିଥିଲେ। ହେଲେ ତାଙ୍କୁ ଆଶେସ ଭଳି ସିରିଜରୁ ବାଦ୍‌ କରିଦେବା ମୋତେ ଆଶ୍ଚର୍ଯ୍ୟ କରିଛି।”

ଶେନ୍ ୱାର୍ଣ୍ଣ ମଧ୍ୟ କ୍ୟାରୀଙ୍କୁ ବାଦ୍‌ ଦିଆଯିବା ଘଟଣାକୁ ନାପସନ୍ଦ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story