ପଡ଼ିଆରେ ଜୋତା ବୋହିଲେ ପାକିସ୍ତାନର ପୂର୍ବତନ ଅଧିନାୟକ ସର୍ଫରାଜ

ମାଞ୍ଚେଷ୍ଟର: ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ଏମିତି ଏକ ଘଟଣା ଘଟିଛି, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏପରି କି ପାକିସ୍ତାନର କିଛି ପ୍ରଶଂସକ ଓ ପୂର୍ବତନ ଖେଳାଳି ମଧ୍ୟ ଘଟଣା ଉପରେ ତୀବ୍ର ଆପତ୍ତି ଉଠାଇଛନ୍ତି। ଦ୍ୱିତୀୟ ଦିନରେ ପାକିସ୍ତାନ ବ୍ୟାଟିଂ କରୁଥିବା ବେଳେ ଦଳର ପୂର୍ବତନ ଅଧିନାୟକ ସର୍ଫରାଜ ଅହମ୍ମଦ ଜୋତା ଧରି ପଡ଼ିଆ ମଧ୍ୟକୁ ଯିବା ଓ ସେଠାରୁ ଜୋତା ଧରି ଫେରିବା ବେଳର […]

i

i

Hemant Lenka
  • Published: Friday, 07 August 2020
  • Updated: 07 August 2020, 05:27 PM IST

ମାଞ୍ଚେଷ୍ଟର: ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ଏମିତି ଏକ ଘଟଣା ଘଟିଛି, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏପରି କି ପାକିସ୍ତାନର କିଛି ପ୍ରଶଂସକ ଓ ପୂର୍ବତନ ଖେଳାଳି ମଧ୍ୟ ଘଟଣା ଉପରେ ତୀବ୍ର ଆପତ୍ତି ଉଠାଇଛନ୍ତି।

ଦ୍ୱିତୀୟ ଦିନରେ ପାକିସ୍ତାନ ବ୍ୟାଟିଂ କରୁଥିବା ବେଳେ ଦଳର ପୂର୍ବତନ ଅଧିନାୟକ ସର୍ଫରାଜ ଅହମ୍ମଦ ଜୋତା ଧରି ପଡ଼ିଆ ମଧ୍ୟକୁ ଯିବା ଓ ସେଠାରୁ ଜୋତା ଧରି ଫେରିବା ବେଳର ଫଟୋ ସାମ୍ନାକୁ ଆସିଥିଲା। ସର୍ଫରାଜ ଉକ୍ତ ମ୍ୟାଚ୍‌ରେ ଦ୍ୱାଦଶ ଖେଳାଳି ଭାବେ ରହିଛନ୍ତି। ତେଣୁ ମ୍ୟାଚ୍‌ରେ ଦମଦାର ବ୍ୟାଟିଂ କରୁଥିବା ଶାନ ମାସୁଦଙ୍କ ପାଇଁ ଜୋତା ଧରି ଆସିଥିଲେ।

ଏହି ଘଟଣାର ଫଟୋ ସାମ୍ନାକୁ ଆସିବା ପରେ ଏହା ଭାଇରାଲ ହେବାରେ ଲାଗିଥିଲା। ଜଣେ ପୂର୍ବତନ ଅଧିନାୟକଙ୍କୁ ଟିମ୍‌ ମ୍ୟାନେଜମେଣ୍ଟ କନିଷ୍ଠ ଖେଳାଳିଙ୍କ ପାଇଁ ଜୋତା ଧରି ପଡ଼ିଆକୁ ପଠାଇବା ଘଟଣାକୁ ପାକିସ୍ତାନ ପ୍ରଶଂସକମାନେ ସହଜରେ ଗ୍ରହଣ କରିପାରି ନାହାନ୍ତି।

ପାକିସ୍ତାନ ପ୍ରଶଂସକମାନେ ସର୍ଫରାଜଙ୍କୁ ସହାନୁଭୂତି ଦେଖାଇ ଟିମ ମ୍ୟାନେଜମେଣ୍ଟକୁ ତୀବ୍ର ସମାଲୋଚନା କରିଛନ୍ତି। ପ୍ରଶଂସକଙ୍କ ବ୍ୟତୀତ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ତନବୀର ଅହମ୍ମଦ ମଧ୍ୟ ଘଟଣାକୁ ତୀବ୍ର ବିରୋଧ କରିଛନ୍ତି। ସେ ନିଜର ରାଗ ଟ୍ୱିଟ କରି ପ୍ରକାଶ କରିଛନ୍ତି।

ସେ କହିଛନ୍ତି, “ଯେଉଁମାନେ ସର୍ଫରାଜଙ୍କୁ ଜୋତା ବୋହିବାକୁ କହିଛନ୍ତି ସେମାନଙ୍କୁ ଲାଜ୍ଜ ଲାଗିବା ଦରକାର। ମୁଁ କେବେ ହେଲେ କୌଣସି ବରିଷ୍ଠ ଖେଳାଳି କିମ୍ବା କ୍ୟାପ୍ଟେନ ଜୁନିୟର ଖେଳାଳିଙ୍କ ପାଇଁ ଜୋତା ନେଇ ପଡ଼ିଆକୁ ଯାଉଥିବା ଦେଖିନାହିଁ। ଯେଉଁ କ୍ୟାପ୍ଟେନ ଆମକୁ ଚାମ୍ପିୟନ୍ସ ଟ୍ରଫି ଦେଇଥିଲେ, ତାଙ୍କ ସହ ଏଭଳି ବ୍ୟବହାର ଆଦୌ ଗ୍ରହଣୀୟ ନୁହେଁ। ଆମ ହିରୋଙ୍କୁ ଏଭଳି ବ୍ୟବହାର ଠିକ ନୁହେଁ।”

ଅନ୍ୟପକ୍ଷରେ ପାକିସ୍ତାନ ମିଡିଆ ସହିଦ ଜଡ଼ିତ ଏମ ସରୋଶ ଇବ୍ରାହିମ ଘଟଣାରେ ତାଳି ପକାଇ ଏହା ଭଲ ଦିଗରେ ବଦଳୁଥିବା ପାକିସ୍ତାନ କ୍ରିକେଟ ସଂସ୍କୃତିର ଝଲକ ବୋଲି କହିଛନ୍ତି। ଏଥିସହ ପୂର୍ବରୁ ଅନେକ ବଡ଼ବଡ଼ ଖେଳାଳି କେମିତି ପଡ଼ିଆ ମଧ୍ୟକୁ ପାଣି ବୋହି ଅନ୍ୟମାନଙ୍କ ପାଇଁ ନେଇଥାନ୍ତି, ତା’ର ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ଏଥିରେ ଅଷ୍ଟ୍ରେଲିଆ ରିକି ପଣ୍ଟିଂ ଓ ଭାରତର ଅଧିନାୟକ ବିରାଟ କୋହଲିଙ୍କ ଫଟୋ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story