ଅନୁରାଗଙ୍କ ମନ୍ତବ୍ୟକୁ ଉପହାସ କଲେ ପାକିସ୍ତାନର ପୂର୍ବତନ କ୍ରିକେଟର

କରାଚି: ନିକଟ ଭବିଷ୍ୟତରେ ପାକିସ୍ତାନ ସହିତ ଦ୍ୱିପାକ୍ଷିକ ସିରିଜ୍‌ ଖେଳିବା କଥା ଚିନ୍ତା କରିବା ବି ଠିକ୍‌ ନୁହେଁ ବୋଲି ଗତକାଲି ବିସିସିଆଇ ସଭାପତି ଅନୁରାଗ ଠାକୁର କହିଥିବା ବେଳେ ଆଜି ପାକିସ୍ତାନର ବହୁ ପୂର୍ବତନ କ୍ରିକେଟର ତାଙ୍କର ଏଭଳି ମନ୍ତବ୍ୟକୁ ଉପହାସ କରିଛନ୍ତି। ସେମାନେ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ସଂପର୍କ ଭଲ ଥିବା ବେଳେ ମଧ୍ୟ ପାକିସ୍ତାନ ସହିତ ଦ୍ୱିପାକ୍ଷିକ ସିରିଜ୍ ଖେଳିବାକୁ ଭାରତ ଏଡ଼ାଇ ଯାଇଥିଲା। ପାକିସ୍ତାନ କ୍ରିକେଟ୍ ଟିମ୍‌ର ପୂର୍ବତନ […]

anurag-thakur

anurag-thakur

Rakesh Mallick
  • Published: Saturday, 24 September 2016
  • Updated: 24 September 2016, 05:30 PM IST

Sports

Latest News

anurag-thakurକରାଚି: ନିକଟ ଭବିଷ୍ୟତରେ ପାକିସ୍ତାନ ସହିତ ଦ୍ୱିପାକ୍ଷିକ ସିରିଜ୍‌ ଖେଳିବା କଥା ଚିନ୍ତା କରିବା ବି ଠିକ୍‌ ନୁହେଁ ବୋଲି ଗତକାଲି ବିସିସିଆଇ ସଭାପତି ଅନୁରାଗ ଠାକୁର କହିଥିବା ବେଳେ ଆଜି ପାକିସ୍ତାନର ବହୁ ପୂର୍ବତନ କ୍ରିକେଟର ତାଙ୍କର ଏଭଳି ମନ୍ତବ୍ୟକୁ ଉପହାସ କରିଛନ୍ତି। ସେମାନେ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ସଂପର୍କ ଭଲ ଥିବା ବେଳେ ମଧ୍ୟ ପାକିସ୍ତାନ ସହିତ ଦ୍ୱିପାକ୍ଷିକ ସିରିଜ୍ ଖେଳିବାକୁ ଭାରତ ଏଡ଼ାଇ ଯାଇଥିଲା।

ପାକିସ୍ତାନ କ୍ରିକେଟ୍ ଟିମ୍‌ର ପୂର୍ବତନ ଅଧିନାୟକ ମହମ୍ମଦ ୟୁସୁଫ କହିଛନ୍ତି,“ମୁଁ ବୁଝି ପାରୁନି ସେ କ’ଣ କହିବାକୁ ଚାହୁଁଛନ୍ତି। ସଂପର୍କ ଭଲ ଥିବା ସତ୍ତ୍ୱେ ଗତ ୮ ବର୍ଷ ହେଲାଣି ଭାରତ ପାକିସ୍ତାନ ସହିତ ଦ୍ୱିପାକ୍ଷିକ ସିରିଜ୍ ଖେଳିବା କଥାକୁ ଏଡ଼ାଇ ଚାଲିଛି।”

ସେ ଆହୁରି କହିଛନ୍ତି,“ଅନୁରାଗ ଠାକୁର ଯେଉଁ ମନ୍ତବ୍ୟ ଦେଇଛନ୍ତି ସେଥିରେ ଆଇସିସି ହସ୍ତକ୍ଷେପ କରିବା ଉଚିତ। କାରଣ ଆଇସିସି ବାରମ୍ବାର କହି ଆସୁଛି ଯେ ଏହାର ସଦସ୍ୟ ଥିବା ବୋର୍ଡଗୁଡ଼ିକରେ ରାଜନୀତି ଅବା ସରକାରୀ ହସ୍ତକ୍ଷେପକୁ ବରଦାସ୍ତ କରାଯିବ ନାହିଁ। ଅନ୍ୟପକ୍ଷରେ ବିସିସିଆଇ ମୁଖ୍ୟ ରାଜନୈତିକ ମନ୍ତବ୍ୟ ଦେଉଛନ୍ତି। ସେ ବିସିସିଆଇର ମୁଖ୍ୟ ହୋଇ ମନ୍ତବ୍ୟ ଦିଅନ୍ତୁ ନ ହେଲେ ବିଜେପି ନେତା ହିସାବରେ ମନ୍ତବ୍ୟ ଦିଅନ୍ତୁ।”

ସେ କହିଛନ୍ତି,“ମୁଁ ଭାରତରେ ମ୍ୟାଚ୍ ଖେଳିଛି। ଭାରତୀୟମାନେ କ୍ରିକେଟ୍‌କୁ ଉପଭୋଗ କରନ୍ତି। କିନ୍ତୁ ଦୁର୍ଭାଗ୍ୟର କଥା ଯେ ବର୍ତ୍ତମାନ ଆଉ ଭାରତ-ପାକିସ୍ତାନ୍ ସିରିଜ୍ ହେଉନାହିଁ।”

ପାକିସ୍ତାନ କ୍ରିକେଟ୍ ଟିମ୍‌ର ଅନ୍ୟତମ ପୂର୍ବତନ ଅଧିନାୟକ ରସିଦ ଲତିଫ କହିଛନ୍ତି,“ଠାକୁରଙ୍କ ମନ୍ତବ୍ୟରେ ଓଜନ ନାହିଁ। କାରଣ ଭାରତ ପୂର୍ବରୁ ସ୍ପଷ୍ଟ କରି ସାରିଛି ଯେ ସେମାନେ ପାକିସ୍ତାନ ସହିତ ଖେଳିବାକୁ ଚାହୁଁ ନାହାନ୍ତି।”

ପାକିସ୍ତାନର ପୂର୍ବତନ ଲେଗ୍ ସ୍ପିନର ଅବଦୁଲ୍ କାଦିର କହିଛନ୍ତି,“ପାକିସ୍ତାନ ସବୁ ବେଳେ ଚେଷ୍ଟା କରି ଆସିଛି କ୍ରିକେଟ୍‌ରୁ ରାଜନୀତିକୁ ଦୂରେଇ ରଖିବାକୁ। କିନ୍ତୁ ଏବେ ବିସିସିଆଇରେ ରାଜନେତାଙ୍କ ସଂଖ୍ୟା ବଢ଼ିଯାଇଛି। ଭାରତ ଆମ ସହିତ ବହୁ ବର୍ଷ ହେଲାଣି ଖେଳୁ ନାହିଁ। ତେଣୁ ଏବେ ଠାକୁର ଏଭଳି ମନ୍ତବ୍ୟ ଦେବା ମୂଲ୍ୟହୀନ।”

ଅନ୍ୟପକ୍ଷରେ ଠାକୁରଙ୍କ ମନ୍ତବ୍ୟ ଉପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ଆନୁଷ୍ଠାନିକ ଭାବେ କୌଣସି ପ୍ରତିକ୍ରିୟା ଦେଇ ନାହିଁ। ତେବେ ଏହାର ଜଣେ ବରିଷ୍ଠ ସଦସ୍ୟ କହିଛନ୍ତି ଯେ ଠାକୁରଙ୍କ ମନ୍ତବ୍ୟ ସେମାନଙ୍କୁ ଆଶ୍ଚର୍ଯ୍ୟ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story