ବାଂଲାଦେଶର କୋଚ୍ ହେଲେ ଏହି ପୂର୍ବତନ ଦକ୍ଷିଣ ଆଫ୍ରିକା ପ୍ରଶିକ୍ଷକ

ଢାକା: ଆସନ୍ତା ୨ ବର୍ଷ ପାଇଁ ବାଂଲାଦେଶ କ୍ରିକେଟ ଟିମ୍‌ର ମୁଖ୍ୟ କୋଚ୍ ଭାବେ ନିଯୁକ୍ତ ହୋଇଛନ୍ତି ରସେଲ ଡମିଙ୍ଗୋ। ବାଂଲାଦେଶ ବିଶ୍ୱକପରେ ଆଶାନୁରୂପ ପ୍ରଦର୍ଶନ କରି ନ ପାରିବାରୁ ବାଂଲାଦେଶ କ୍ରିକେଟ ବୋର୍ଡ କୋଚ୍ ଷ୍ଟିଭ ରୋଡ୍ସଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରି ନଥିଲା। ବିସିବି ସଭାପତି ନଜିମୁଲ ହାସନ କହିଛନ୍ତି, “ଆମେ ରସେଲଙ୍କୁ ସର୍ବସମ୍ମତିକ୍ରମେ ବାଂଲାଦେଶ ଜାତୀୟ ଟିମ୍‌ର କୋଚ୍ ପଦ ପାଇଁ ମନୋନୀତ କରିଛୁ। ଏହି ଦୌଡ଼ରେ ଏକାଧିକ ଆଶାୟୀ ଥିଲେ। କିନ୍ତୁ ଆମେ […]

rwq

rwq

Hemant Lenka
  • Published: Saturday, 17 August 2019
  • Updated: 17 August 2019, 06:05 PM IST

Sports

Latest News

ଢାକା: ଆସନ୍ତା ୨ ବର୍ଷ ପାଇଁ ବାଂଲାଦେଶ କ୍ରିକେଟ ଟିମ୍‌ର ମୁଖ୍ୟ କୋଚ୍ ଭାବେ ନିଯୁକ୍ତ ହୋଇଛନ୍ତି ରସେଲ ଡମିଙ୍ଗୋ। ବାଂଲାଦେଶ ବିଶ୍ୱକପରେ ଆଶାନୁରୂପ ପ୍ରଦର୍ଶନ କରି ନ ପାରିବାରୁ ବାଂଲାଦେଶ କ୍ରିକେଟ ବୋର୍ଡ କୋଚ୍ ଷ୍ଟିଭ ରୋଡ୍ସଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରି ନଥିଲା।

ବିସିବି ସଭାପତି ନଜିମୁଲ ହାସନ କହିଛନ୍ତି, “ଆମେ ରସେଲଙ୍କୁ ସର୍ବସମ୍ମତିକ୍ରମେ ବାଂଲାଦେଶ ଜାତୀୟ ଟିମ୍‌ର କୋଚ୍ ପଦ ପାଇଁ ମନୋନୀତ କରିଛୁ। ଏହି ଦୌଡ଼ରେ ଏକାଧିକ ଆଶାୟୀ ଥିଲେ। କିନ୍ତୁ ଆମେ ଅଭିଜ୍ଞତା ଦୃଷ୍ଟିରୁ ରସେଲଙ୍କୁ ବାଛିଛୁ। ପୂର୍ବରୁ ସେ ଦକ୍ଷିଣ ଆଫ୍ରିକାର କୋଚ୍ ଭାବେ କାର୍ଯ୍ୟ କରିଛନ୍ତି।

ଅଗଷ୍ଟ ୨୧ରୁ ତାଙ୍କ କାର୍ଯ୍ୟକାଳ ଆରମ୍ଭ ହେବ। ଅର୍ଥାତ ଆଫଗାନିସ୍ତାନ ବିପକ୍ଷ ଏକମାତ୍ର ଟେଷ୍ଟ ତାଙ୍କ କୋଚିଂରେ ଖେଳିବ ବାଂଲାଦେଶ ଟିମ୍‌। ଏହା ସେପ୍ଟେମ୍ବର ୫ରୁ ଆରମ୍ଭ ହେବ। ଏହାପରେ ବାଂଲାଦେଶ, ଜିମ୍ବାୱେ ଏବଂ ଆଫଗାନିସ୍ତାନ ମଧ୍ୟରେ ତ୍ରିପାକ୍ଷିକ ଦିନିକିଆ ସିରିଜ ଆରମ୍ଭ ହେବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story