ଆଶଲି ଜାଇଲ୍ସ ହେଲେ ଇଂଲଣ୍ଡ କ୍ରିକେଟ୍‌ର ମୁଖ୍ୟ ନିର୍ଦ୍ଦେଶକ

ଲଣ୍ଡନ: ପୂର୍ବତନ ଇଂଲିଶ ଟିମ୍‌ ବାମହାତୀ ସ୍ପିନ ବୋଲର ଆଶଲି ଜାଇଲ୍ସଙ୍କୁ ନୂଆ ନିଯୁକ୍ତି ମିଳିଛି। ସେ ଇଂଲଣ୍ଡ ପୁରୁଷ କ୍ରିକେଟ ଟିମ୍‌ର ମ୍ୟାନେଜିଂ ଡିରେକ୍ଟର ଭାବେ ମନୋନୀତ ହୋଇଛନ୍ତି। ଆସନ୍ତାମାସରେ ସେ ପୂର୍ବତନ ଇଂଲିଶ ଓପନର ଆଣ୍ଡ୍ର୍ୟୁ ଷ୍ଟ୍ରସ୍‌ଙ୍କ ବଦଳରେ ଏହି ଦାୟିତ୍ୱ ଗ୍ରହଣ କରିବେ। ଆଜି ଇଂଲଣ୍ଡ କ୍ରିକେଟ୍‌ ବୋର୍ଡ ପକ୍ଷରୁ ଏହି ଘୋଷଣା କରାଯାଇଛି। ଜାଇଲ୍ସ ଏକାକୀ ଅନେକ ମ୍ୟାଚ୍‌ ଇଂଲଣ୍ଡକୁ ଜିତାଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ୨୦୦୫ ଆଶେସ ସିରିଜ୍‌ ଜିତିବାରେ ତାଙ୍କର […]

u

u

Hemant Lenka
  • Published: Saturday, 15 December 2018
  • Updated: 15 December 2018, 08:52 PM IST

ଲଣ୍ଡନ: ପୂର୍ବତନ ଇଂଲିଶ ଟିମ୍‌ ବାମହାତୀ ସ୍ପିନ ବୋଲର ଆଶଲି ଜାଇଲ୍ସଙ୍କୁ ନୂଆ ନିଯୁକ୍ତି ମିଳିଛି। ସେ ଇଂଲଣ୍ଡ ପୁରୁଷ କ୍ରିକେଟ ଟିମ୍‌ର ମ୍ୟାନେଜିଂ ଡିରେକ୍ଟର ଭାବେ ମନୋନୀତ ହୋଇଛନ୍ତି। ଆସନ୍ତାମାସରେ ସେ ପୂର୍ବତନ ଇଂଲିଶ ଓପନର ଆଣ୍ଡ୍ର୍ୟୁ ଷ୍ଟ୍ରସ୍‌ଙ୍କ ବଦଳରେ ଏହି ଦାୟିତ୍ୱ ଗ୍ରହଣ କରିବେ।

ଆଜି ଇଂଲଣ୍ଡ କ୍ରିକେଟ୍‌ ବୋର୍ଡ ପକ୍ଷରୁ ଏହି ଘୋଷଣା କରାଯାଇଛି। ଜାଇଲ୍ସ ଏକାକୀ ଅନେକ ମ୍ୟାଚ୍‌ ଇଂଲଣ୍ଡକୁ ଜିତାଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ୨୦୦୫ ଆଶେସ ସିରିଜ୍‌ ଜିତିବାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos