ଗଗନଜୀତ ଜିତିଲେ କୋରିଆ ଓପନ୍

ସିଓଲ: ଭାରତର ଗଲ୍‌ଫ ଷ୍ଟାର୍ ଗଗନଜୀତ ଭୁଲାର ଆଜି କୋରିଆ ଓପନ୍ ଚାମ୍ପିଅନ୍ ହୋଇଛନ୍ତି। ସେ ୧,୯୬,୦୦୦ ଡଲାରର ପୁରସ୍କାର ରାଶି ଜିତିଛନ୍ତି। କୋରିଆ ଓପନ୍ ଜିତିବା ପରେ ଗଗନଜୀତ ଟ୍ୱିଟ୍‌ କରି ଲେଖିଛନ୍ତି,“୨ ବର୍ଷ ୧୦ ମାସ ଓ ଗୋଟିଏ ଦିନ ଅପେକ୍ଷା ପରେ ଫଳ ମିଳିଛି। ଏହା ଏକ ଭଲ ପ୍ରତ୍ୟାବର୍ତ୍ତନ।” ୫ ଥର ଏସିଆନ୍ ଟୁର ଚାମ୍ପିଅନ୍‌ ହୋଇଥିବା ଗଗନଜୀତଙ୍କର ୨୦୧୪ ଅକ୍ଟୋବର ମାସରେ ମଣିବନ୍ଧରେ ଆଘାତ ଲାଗିଥିଲା। ତେଣୁ ତାଙ୍କର ଅସ୍ତ୍ରୋପଚାର […]

gaganjeet

gaganjeet

Rakesh Mallick
  • Published: Sunday, 02 October 2016
  • Updated: 02 October 2016, 04:56 PM IST

Sports

Latest News

gaganjeetସିଓଲ: ଭାରତର ଗଲ୍‌ଫ ଷ୍ଟାର୍ ଗଗନଜୀତ ଭୁଲାର ଆଜି କୋରିଆ ଓପନ୍ ଚାମ୍ପିଅନ୍ ହୋଇଛନ୍ତି। ସେ ୧,୯୬,୦୦୦ ଡଲାରର ପୁରସ୍କାର ରାଶି ଜିତିଛନ୍ତି।

କୋରିଆ ଓପନ୍ ଜିତିବା ପରେ ଗଗନଜୀତ ଟ୍ୱିଟ୍‌ କରି ଲେଖିଛନ୍ତି,“୨ ବର୍ଷ ୧୦ ମାସ ଓ ଗୋଟିଏ ଦିନ ଅପେକ୍ଷା ପରେ ଫଳ ମିଳିଛି। ଏହା ଏକ ଭଲ ପ୍ରତ୍ୟାବର୍ତ୍ତନ।”

୫ ଥର ଏସିଆନ୍ ଟୁର ଚାମ୍ପିଅନ୍‌ ହୋଇଥିବା ଗଗନଜୀତଙ୍କର ୨୦୧୪ ଅକ୍ଟୋବର ମାସରେ ମଣିବନ୍ଧରେ ଆଘାତ ଲାଗିଥିଲା। ତେଣୁ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ଶେଷ ଥର ପାଇଁ ୨୦୧୩ରେ ସେ ଏସିଆନ୍ ଟୁର୍ ଜିତି ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos