କୋଚଙ୍କ ସହ ଗମ୍ଭୀରଙ୍କ ମତାନ୍ତର

ନୂଆଦିଲ୍ଲୀ: ଦିଲ୍ଲୀ ପକ୍ଷରୁ ଘରୋଇ ସିଜିନ ଖେଳୁଥିବ ଗୌତମ ଗମ୍ଭୀରଙ୍କୁ ନେଇ ପୁଣି ଚର୍ଚ୍ଚା। ଚଳିତ ସିଜିନରେ ଦିଲ୍ଲୀ କେ।ଚ ଓ ଗମ୍ଭୀରଙ୍କ ମଧ୍ୟରେ ମତାନ୍ତର ଥିବା ସମ୍ନାକୁ ଆସିଛି। ବିଜୟ ହଜାରେ ଟୁର୍ଣ୍ଣାମେଣ୍ଟ ସମୟରେ କେ।ଚ କେ.ପି. ଭାସ୍କର ସହ ଗମ୍ଭୀରଙ୍କର ଡ୍ରେସିଂ ରୁମରେ ବାକଯୁଧ୍ୟ ହେବାପରେ ଗମ୍ଭୀର ଦିଲ୍ଲୀ ତରଫରୁ ଆଗାମି ଦିନରେ ନଖେଳିବା ପାଇଁ ଧମକ ମଧ୍ୟ ଦେଇଛନ୍ତି । ସେ କେ।ଚଙ୍କ ଉପରେ ଗମ୍ଭିର ଆରେ।ପ ଲଗେଇଛନ୍ତି ଯେ ଟିମର ନୈରାଶ୍ୟଜନକ […]

gambhir vs coach

gambhir vs coach

Rakesh Mallick
  • Published: Tuesday, 07 March 2017
  • Updated: 08 March 2017, 03:07 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀ ପକ୍ଷରୁ ଘରୋଇ ସିଜିନ ଖେଳୁଥିବ ଗୌତମ ଗମ୍ଭୀରଙ୍କୁ ନେଇ ପୁଣି ଚର୍ଚ୍ଚା। ଚଳିତ ସିଜିନରେ ଦିଲ୍ଲୀ କେ।ଚ ଓ ଗମ୍ଭୀରଙ୍କ ମଧ୍ୟରେ ମତାନ୍ତର ଥିବା ସମ୍ନାକୁ ଆସିଛି। ବିଜୟ ହଜାରେ ଟୁର୍ଣ୍ଣାମେଣ୍ଟ ସମୟରେ କେ।ଚ କେ.ପି. ଭାସ୍କର ସହ ଗମ୍ଭୀରଙ୍କର ଡ୍ରେସିଂ ରୁମରେ ବାକଯୁଧ୍ୟ ହେବାପରେ ଗମ୍ଭୀର ଦିଲ୍ଲୀ ତରଫରୁ ଆଗାମି ଦିନରେ ନଖେଳିବା ପାଇଁ ଧମକ ମଧ୍ୟ ଦେଇଛନ୍ତି । ସେ କେ।ଚଙ୍କ ଉପରେ ଗମ୍ଭିର ଆରେ।ପ ଲଗେଇଛନ୍ତି ଯେ ଟିମର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ କେ।ଚ ଦାୟୀ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos