ଗାଙ୍ଗୁଲିଙ୍କ ମତରେ ଭାରତୀୟ ଟିମ୍‌ ଭାଗ୍ୟବାନ, ଜାଣନ୍ତୁ କାରଣଟି କ’ଣ ?

ନୂଆଦିଲ୍ଲୀ(ଆତ୍ମଜୀବନୀ): ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଆକ୍ରମଣାତ୍ମକ ଖେଳ ଖେଳୁଛନ୍ତି। ଏହାଦ୍ୱାରା ଟିମ୍‌ର ଅନ୍ୟ ଖେଳାଳିଙ୍କ ଉପରେ କମ୍‌ ଚାପ ପଡ଼ୁଛି। ଟିମ୍‌ ଅତି ସହଜରେ ପ୍ରତିପକ୍ଷକୁ ହରାଇ ପାରୁଛି। ଭାରତୀୟ ଟିମ୍‌ ଆଜି ଭାଗ୍ୟବାନ ବିରାଟ୍‌ ଓ ମହେନ୍ଦ୍ର ସିଂହ ଧୋନୀଙ୍କ ପରି ଖେଳାଳି ଅଛନ୍ତି।ଏକ ଟିଭି ଚ୍ୟାନାଲେକୁ ଦେଇଥିବା ସାକ୍ଷାତକାରରେ ଏହା କହିଛନ୍ତି ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି। ସେ କହିଛନ୍ତି-“କୋହଲି ଓ ଧୋନୀ ଦୁଇ ଜଣ ଯାକ ଅଲଗା ଧରଣର […]

virat

virat

Rakesh Mallick
  • Published: Sunday, 04 March 2018
  • Updated: 04 March 2018, 08:59 AM IST

Sports

Latest News

ନୂଆଦିଲ୍ଲୀ(ଆତ୍ମଜୀବନୀ): ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଆକ୍ରମଣାତ୍ମକ ଖେଳ ଖେଳୁଛନ୍ତି। ଏହାଦ୍ୱାରା ଟିମ୍‌ର ଅନ୍ୟ ଖେଳାଳିଙ୍କ ଉପରେ କମ୍‌ ଚାପ ପଡ଼ୁଛି। ଟିମ୍‌ ଅତି ସହଜରେ ପ୍ରତିପକ୍ଷକୁ ହରାଇ ପାରୁଛି। ଭାରତୀୟ ଟିମ୍‌ ଆଜି ଭାଗ୍ୟବାନ ବିରାଟ୍‌ ଓ ମହେନ୍ଦ୍ର ସିଂହ ଧୋନୀଙ୍କ ପରି ଖେଳାଳି ଅଛନ୍ତି।ଏକ ଟିଭି ଚ୍ୟାନାଲେକୁ ଦେଇଥିବା ସାକ୍ଷାତକାରରେ ଏହା କହିଛନ୍ତି ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି।

ସେ କହିଛନ୍ତି-“କୋହଲି ଓ ଧୋନୀ ଦୁଇ ଜଣ ଯାକ ଅଲଗା ଧରଣର ବ୍ୟକ୍ତିତ୍ୱ। କୋହଲି ଭାରି ଆକ୍ରମଣାତ୍ମକ। ମୁଁ ଦିନେ ସେମିତି ଥିଲି। କିନ୍ତୁ କୋହଲି ମୋଠାରୁ ଗୋଟିଏ ପାଦ ଆଗରେ। ତେବେ ୱିକେଟ୍‌ ନେଲା ପରେ କୋହଲି କାହାକୁ ମୁଥ (punch) ଦେଖାନ୍ତି, ତାହା ଜାଣିବା ମୋ ପାଇଁ ଜରୁରି।”

ଗାଙ୍ଗୁଲି କହିଛନ୍ତି-“ଧୋନୀ ବହୁ ଶାନ୍ତ। ସବୁବେଳେ ପ୍ରେସରରେ ଖେଳନ୍ତି। ଏହାଦ୍ୱାରା ଅନ୍ୟ ଖେଳାଳିମାନେ ଚାପରେ ଖେଳି ଥାଆନ୍ତି। କିନ୍ତୁ ବିରଟ ସମ୍ପୂର୍ଣ୍ଣ ଓଲଟା। ସେ ନିଜେ ଆକ୍ରମଣାତ୍ମ ଖେଳି ଅନ୍ୟମାନଙ୍କୁ ଚାପ ମୁକ୍ତ କରନ୍ତି। ମୁଁ ବି ଏମିତି କରୁଥିଲି। ସେଥିପାଇଁ କୁହାଯାଇଛି, ପ୍ରତି ଅଧିନାୟକଙ୍କ ରଣନୀତି ଅଲଗା। ଭାରତୀୟ ଟିମ୍‌ ବହୁ ଭାଗ୍ୟଶାଳୀ କୋହଲି ଓ ଧୋନୀଙ୍କ ପରି ଖେଳାଳି ପାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story