କାଶ୍ମୀରରେ ନିହତ ଆତଙ୍କବାଦୀ ନିର୍ଦ୍ଦୋଷ ଥିଲେ ବୋଲି କହିଲେ ପାକ୍‌ କ୍ରିକେଟର, ଏମିତି ଉତ୍ତର ରଖିଲେ ଗମ୍ଭୀର, ପଢନ୍ତୁ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନର ଦୁଇ ପୂର୍ବତମ କ୍ରିକେଟ ତାରକା ଏବେ କାଶ୍ମୀର ମାମଲାକୁ ନେଇ ସୋସିଆଲ ମିଡିଆରେ ମୁହାଁମୁହିଁ ହୋଇଛନ୍ତି। ପାକିସ୍ତାନ କ୍ରିକେଟର ସହିଦ୍‌ ଆଫ୍ରିଦି ଏକ ଟୁଇଟ୍‌ ବାର୍ତ୍ତାରେ ଆତଙ୍କବାଦୀଙ୍କ ସମ୍ପର୍କରେ ବିବାଦୀୟ ମତ ଦେଇଛନ୍ତି। ନିକଟରେ କାଶ୍ମୀରରେ ହୋଇଥିବା ଆକ୍ରମଣରେ ମୃତ୍ୟୁବରଣ କରିଥିବା ଆତଙ୍କବାଦୀମାନେ ସମ୍ପୁର୍ଣ୍ଣ ନିର୍ଦ୍ଦୋଷ ବୋଲି ସେ ଲେଖିଛନ୍ତି। କେବଳ ଏତିକି ନୁହେଁ ଆଫ୍ରାଦ୍‌ କାଶ୍ମୀର ପ୍ରସଙ୍ଗରେ ଅନ୍ୟ କିଛି କଥା ମଧ୍ୟ ଟୁଇଟ୍‌ କରିଛନ୍ତି। “ସେ ଲେଖିଛନ୍ତି କାଶ୍ମୀରର […]

gautam-gambhir-reply-on-afridi-tweet-on-kashmir-issue

Rakesh Mallick
  • Published: Wednesday, 04 April 2018
  • Updated: 04 April 2018, 08:55 AM IST

Sports

Latest News

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନର ଦୁଇ ପୂର୍ବତମ କ୍ରିକେଟ ତାରକା ଏବେ କାଶ୍ମୀର ମାମଲାକୁ ନେଇ ସୋସିଆଲ ମିଡିଆରେ ମୁହାଁମୁହିଁ ହୋଇଛନ୍ତି। ପାକିସ୍ତାନ କ୍ରିକେଟର ସହିଦ୍‌ ଆଫ୍ରିଦି ଏକ ଟୁଇଟ୍‌ ବାର୍ତ୍ତାରେ ଆତଙ୍କବାଦୀଙ୍କ ସମ୍ପର୍କରେ ବିବାଦୀୟ ମତ ଦେଇଛନ୍ତି। ନିକଟରେ କାଶ୍ମୀରରେ ହୋଇଥିବା ଆକ୍ରମଣରେ ମୃତ୍ୟୁବରଣ କରିଥିବା ଆତଙ୍କବାଦୀମାନେ ସମ୍ପୁର୍ଣ୍ଣ ନିର୍ଦ୍ଦୋଷ ବୋଲି ସେ ଲେଖିଛନ୍ତି। କେବଳ ଏତିକି ନୁହେଁ ଆଫ୍ରାଦ୍‌ କାଶ୍ମୀର ପ୍ରସଙ୍ଗରେ ଅନ୍ୟ କିଛି କଥା ମଧ୍ୟ ଟୁଇଟ୍‌ କରିଛନ୍ତି। “ସେ ଲେଖିଛନ୍ତି କାଶ୍ମୀରର ସ୍ଥିତି ଚିନ୍ତାଜନକ। ଆତ୍ମନିର୍ଣ୍ଣୟ ଓ ସ୍ୱାଧୀନତା ଲାଗି ସ୍ୱର ଉତ୍ତୋଳନ କରୁଥିବା ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରାଯାଉଛି। ହେଲେ ଆଶ୍ଚର୍ଯ୍ୟର କଥା ଏହା କି ଏଭଳି ଆନ୍ତଃରାଷ୍ଟ୍ରିୟ ପ୍ରସଙ୍ଗରେ ଜାତିସଂଘ(UN) କୌଣସି ପଦକ୍ଷେପ ନେଉ ନାହାନ୍ତି।

ଏଭଳି ବାର୍ତ୍ତା ପଢିବା ପରେ ଭାରତୀୟ କ୍ରିକେଟର ଗୌତମ ଗମ୍ଭିର ନିଜ ଟୁଇଟ୍‌ରେ ଉତ୍ତର ରଖିଛନ୍ତି। ସେ କହିଛନ୍ତି “ପାକିସ୍ଥାନ କ୍ରିକେଟରମାନଙ୍କୁ ନୋ ବଲ୍‌ରେ ଉଇକେଟ୍‌ ହାସଲ ପରେ ଖୁସି ମନାଇବାର ଅଭ୍ୟାସ ଅଛି। ଏଣୁ ଏଭଳି କଥାକୁ ଗଣମାଧ୍ୟମ ଗୁରୁତ୍ୱ ନ ଦେବା ଭଲ। ଆଫ୍ରିଦି ଯେଉଁ UN କାଉନ୍‌ସିଲକ କଥା କହିଛନ୍ତି ବାସ୍ତବିକ୍‌ ତାର ମାନେ Under Ninteen, ଯାହାକି ତାଙ୍କର ଏଜ୍‌ ଉଇକେଟ୍‌”। ଏଭଳି କହି ଗୌତମ ଆଫ୍ରିଦିଙ୍କୁ ତାଚ୍ଛଲ୍ୟ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ରବିବାର ଭାରତୀୟ ସନା କାଶ୍ମୀରରେ ଅନୁପ୍ରବେଶ କରିଥିବା ୧୩ ଜଣ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରି ହତ୍ୟା କରିଥିଲା। ଏହି ପ୍ରସଙ୍ଗକୁ ନେଇ ଭାରତ ଓ ପାକ୍‌ର ୨ କ୍ରିକେଟର ଏଭଳି ବାକ୍ୟଯୁଦ୍ଧ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story