ସମସ୍ତ ଫ୍ରାଞ୍ଚାଇଜ୍‌କୁ ଦେଲେ କଡ଼ା ଜବାବ: ଟି-ଟ୍ୱେଣ୍ଟିରେ ଏବେବି ମୁଁ ବାଦ୍‌ଶାହା

ଗୋଟିଏ ସମୟ ଥିଲା ଯେତେବେଳେ ୱେଷ୍ଟଇଣ୍ଡିଜ୍‌ର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ କ୍ରିସ୍‌ ଗେଲ୍‌ଙ୍କୁ ସମସ୍ତେ ଅଦରକାରୀ ଭାବିଥିଲେ। ଆଇପଏଲ ନିଲାମୀରେ ଯେତେବେଳେ କୌଣସି ଟିମ୍‌ ଗେଲଙ୍କୁ କିଣିନଥିଲେ ସେତେବଳେ ଗେଲ୍‌ ପୁଣିଥରେ ଆଇପିଏଲ୍‌ରେ ଖେଳିବେ ବୋଲି କେହି ଚିନ୍ତାକରିନଥିଲେ। ହେଲେ ପରେ କିନ୍ତୁ ପଞ୍ଜାବ୍‌ ଗେଲ୍‌ଙ୍କୁ ତାଙ୍କ ବେସ୍ ପ୍ରାଇସରେ ନିଜ୍‌ ଦଳରେ ସ୍ଥାନ ଦେଇଥିଲା। ଏତିକିରେ କଥା ସରିନଥିଲା, ଆଇପିଏଲ ଆରମ୍ଭ ହେବାପରେ ଗେଲ୍‌ଙ୍କୁ ପ୍ରଥମ ଦୁଇଟି ମ୍ୟାଚ୍‌ରେ ପଞ୍ଜାବ ଟିମ୍‌ ଇଲେଭେନ୍‌ରେ ସ୍ଥାନ ମଧ୍ୟ ଦେଇନଥିଲା। […]

gyale

gyale

Rakesh Mallick
  • Published: Friday, 20 April 2018
  • Updated: 20 April 2018, 06:22 PM IST

Sports

Latest News

ଗୋଟିଏ ସମୟ ଥିଲା ଯେତେବେଳେ ୱେଷ୍ଟଇଣ୍ଡିଜ୍‌ର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ କ୍ରିସ୍‌ ଗେଲ୍‌ଙ୍କୁ ସମସ୍ତେ ଅଦରକାରୀ ଭାବିଥିଲେ। ଆଇପଏଲ ନିଲାମୀରେ ଯେତେବେଳେ କୌଣସି ଟିମ୍‌ ଗେଲଙ୍କୁ କିଣିନଥିଲେ ସେତେବଳେ ଗେଲ୍‌ ପୁଣିଥରେ ଆଇପିଏଲ୍‌ରେ ଖେଳିବେ ବୋଲି କେହି ଚିନ୍ତାକରିନଥିଲେ। ହେଲେ ପରେ କିନ୍ତୁ ପଞ୍ଜାବ୍‌ ଗେଲ୍‌ଙ୍କୁ ତାଙ୍କ ବେସ୍ ପ୍ରାଇସରେ ନିଜ୍‌ ଦଳରେ ସ୍ଥାନ ଦେଇଥିଲା। ଏତିକିରେ କଥା ସରିନଥିଲା, ଆଇପିଏଲ ଆରମ୍ଭ ହେବାପରେ ଗେଲ୍‌ଙ୍କୁ ପ୍ରଥମ ଦୁଇଟି ମ୍ୟାଚ୍‌ରେ ପଞ୍ଜାବ ଟିମ୍‌ ଇଲେଭେନ୍‌ରେ ସ୍ଥାନ ମଧ୍ୟ ଦେଇନଥିଲା। କିନ୍ତୁ ପରେ ଚେନ୍ନାଇ ବିପକ୍ଷରେ ପ୍ରଥମ ଥର ପାଇଁ ଗେଲ୍‌ଙ୍କୁ ସୁଯୋଗ ମିଲିଥିଲା ଏବଂ ଏହି ସୁଯୋଗକୁ ହାତଛଡ଼ା କରିନଥିଲେ ଗେଲ୍‌।

ଗେଲ୍ ଚଳିତ ଆଇପିଏଲରେ ତାଙ୍କର ପ୍ରଥମ ମ୍ୟାଚ୍‌ରେ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରି ଦଳକୁ ଜିତାଇଥିଲେ। ଏବଂ ଗେଲ୍‌ ତାଙ୍କ ଦ୍ୱିତୀୟ ମ୍ୟାଚ୍‌ରେ ତୋଫାନୀ ଶତକ ହାସଲ କରି ସମସ୍ତ ଫ୍ରାଞ୍ଚାଇଜ୍‌କୁ ଏକ ମ୍ୟାସେଜ୍‌ ଦେଇଥିଲେ ଯେ ଏବେବି ସେ ଟି-ଟ୍ୱେଣ୍ଟିରେ ବାଦ୍‌ଶାହ। ଯେଉଁ ଖେଳାଳିଙ୍କୁ କେହି କିଣିବାକୁ ଇଛା ପ୍ରକାଶ କରିନଥିଲେ ସେହି ଖେଳାଳି ଆଇପିଏଲ-୧୧ ସଂସ୍କରଣରେ ପ୍ରଥମ ଶତକ ହାସଲ କରିଛନ୍ତି। ଲଗାତର ଦୁଇଟି ମ୍ୟାଚ୍‌ ଖେଳି ଦୁଇଟିରେ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍ ମଧ୍ୟ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story