ଗେଲ୍‌ଙ୍କ ବିସ୍ଫୋରକ ବ୍ୟାଟିଂ ଆଗରେ ବିଶ୍ୱର ଶ୍ରେଷ୍ଠ ଟି-ଟ୍ୱେଣ୍ଟି ବୋଲର୍‌ ଧୂଳିସାତ୍‌

ଗେଲ୍‌ଙ୍କ ବିଧ୍ୱଂସକାରୀ ଶତକ। ମାତ୍ର ୫୮ ବଲରେ ଶତକ ହାସଲ କରିଛନ୍ତି କିସ୍‌ ଗେଲ୍‌। ପଞ୍ଜାବ ଓ ହାଇଦ୍ରାବାଦ ମଧ୍ୟରେ ମୋହାଲିରେ ଆଇପିଏଲର ୧୬ ତମ ମ୍ୟାଚ୍‌ ଖଳାଯାଉଥିବା ବେଳେ ଗେଲ୍‌ଙ୍କ ଆକର୍ଷଣୀୟ ବ୍ୟାଟିଂ ଦେଖିବାକୁ ମିଳିଛି। ଗେଲ୍‌ଙ୍କ ଅପରାଜିତ ୧୦୪ ରନ୍‌ର ପାଳି ବଳରେ ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୯୩ ରନ୍‌ ସଂଗ୍ରହ କରିଛି। ଗେଲ୍‌ ପ୍ରଥମରୁ ଶେଷ ଯାଏ କ୍ରିଜ୍‌ରେ ରହି ହାଇଦ୍ରାବାଦ ବୋଲରଙ୍କୁ ନିର୍ଦ୍ଧୁମ ପ୍ରହାର କରିଥିଲେ। […]

679476-gayle-kxip-pti-970

679476-gayle-kxip-pti-970

Rakesh Mallick
  • Published: Thursday, 19 April 2018
  • Updated: 19 April 2018, 11:11 PM IST

Sports

Latest News

ଗେଲ୍‌ଙ୍କ ବିଧ୍ୱଂସକାରୀ ଶତକ। ମାତ୍ର ୫୮ ବଲରେ ଶତକ ହାସଲ କରିଛନ୍ତି କିସ୍‌ ଗେଲ୍‌। ପଞ୍ଜାବ ଓ ହାଇଦ୍ରାବାଦ ମଧ୍ୟରେ ମୋହାଲିରେ ଆଇପିଏଲର ୧୬ ତମ ମ୍ୟାଚ୍‌ ଖଳାଯାଉଥିବା ବେଳେ ଗେଲ୍‌ଙ୍କ ଆକର୍ଷଣୀୟ ବ୍ୟାଟିଂ ଦେଖିବାକୁ ମିଳିଛି। ଗେଲ୍‌ଙ୍କ ଅପରାଜିତ ୧୦୪ ରନ୍‌ର ପାଳି ବଳରେ ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୯୩ ରନ୍‌ ସଂଗ୍ରହ କରିଛି। ଗେଲ୍‌ ପ୍ରଥମରୁ ଶେଷ ଯାଏ କ୍ରିଜ୍‌ରେ ରହି ହାଇଦ୍ରାବାଦ ବୋଲରଙ୍କୁ ନିର୍ଦ୍ଧୁମ ପ୍ରହାର କରିଥିଲେ। ଗେଲ୍‌ଙ୍କ ବିସ୍ଫୋରକ ବ୍ୟାଟିଂ ଆଗରେ ହାଇଦ୍ରାବାଦର କୌଣସି ବୋଲରଙ୍କ ବଲ୍ କାମ କରିନଥିଲା। ବଶେଷ କରି ରସିଦ ଖାନଙ୍କୁ ଗେଲ୍‌ ନିର୍ଦ୍ଧୁମ ପ୍ରହାର କରିଥିଲେ। ରଷିଦ ଖାନ୍‌ଙ୍କ ଗୋଟିଏ ଓଭରରେ ଗେଲ୍‌ ୪ଟି ଛକା ମାରି ଉପସ୍ଥିତି ଦର୍ଶକଙ୍କୁ ଭରପୁର ମନରଞ୍ଜନ କରାଇଥିଲେ। ସେହି ଓଭରରେ  ରସିଦ ଖାନ୍‌ ୨୭ ରନ ଦେଇଥିଲେ। ମ୍ୟାଚ୍‌ରେ ରସିଦ ଖାନ୍‌ ମାତ୍ର ୪ ଓଭର ବୋଲିଂ କରି ୫୫ ରନ୍‌ ଖର୍ଚ୍ଚ କରିଛନ୍ତି।

ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ଯେ ୨୦୧୮ ଆଇପିଏଲ ନିଲାମୀରେ ଗେଲ୍‌ ପ୍ରଥମେ ଅନସୋଲ୍ଡ ହୋଇଥିଲେ ପରେ ପଞ୍ଜାବ ତାଙ୍କୁ ବେସ୍‌ ପ୍ରାଇସ୍‌ରେ ନିଜ ଟମ୍‌ରେ ସ୍ଥାନ ଦେଇଥିଲା। ଏବଂ ପ୍ରଥମ ଦୁଇଟି ମ୍ୟାଚ୍‌ରେ ମଧ୍ୟ ଗେଲ୍‌ଙ୍କୁ ଦଳରେ ସ୍ଥାନ ମିଳିନଥିଲା। ହେଲେ ତୃତୀୟ ମ୍ୟାଚ୍‌ରେ ଗେଲ୍‌ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିବା ସହ ଆଜି ମ୍ୟାଚ୍‌ରେ ଶତକ ହାସଲ କରି ସମସ୍ତଙ୍କ ମୁଁହକୁ ଚୁପ୍‌ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story