ଗେଲ୍‌ଙ୍କ ଗୋଲ୍‌: ୧୦ହଜାର ରନ୍‌ ପୂରଣ କରି ଟି-୨୦ରେ ବନିଲେ ବାଦ୍‌ଶାହା

ରାଜକୋଟ: କ୍ରିସ ଗେଲ ଆଉ ଏକ ମାଇଲ୍‌ଷ୍ଟୋନ ପାର କରିଛନ୍ତି। ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ଗେଲ୍‌ ଟୋଣ୍ଟି ଟୋଣ୍ଟିରେ ୧୦ ହଜାର ରନ ପୂରଣ କରିଛନ୍ତି। ମଙ୍ଗଳବାର ଆଇପିଏଲର ଏକ ମ୍ୟାଚ୍‌ରେ ଗେଲ୍‌ ୩୮ବଲରୁ ବିସ୍ଫୋରକ ୭୭ରନ କରିବା ସହ ୧୦ହଜାର ରନ ପୂରଣ କରିଛନ୍ତି। ଗୁଜରାଟ ଲାଏନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଚାଲିଥିବା ମୁକାବିଲାରେ ଗେଲଙ୍କୁ ଏହି ସଫଳତା ମିଳିଛି। ଆଜି ମ୍ୟାଚ୍‌ରେ ଗେଲ୍‌ ଯେତେବେଳେ ବ୍ୟକ୍ତିଗତ ଭାବେ ୩ରନ କରିଥିଲେ ସେ […]

wwwww

wwwww

Rakesh Mallick
  • Published: Tuesday, 18 April 2017
  • Updated: 18 April 2017, 11:19 PM IST

Sports

Latest News

ରାଜକୋଟ: କ୍ରିସ ଗେଲ ଆଉ ଏକ ମାଇଲ୍‌ଷ୍ଟୋନ ପାର କରିଛନ୍ତି। ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ଗେଲ୍‌ ଟୋଣ୍ଟି ଟୋଣ୍ଟିରେ ୧୦ ହଜାର ରନ ପୂରଣ କରିଛନ୍ତି। ମଙ୍ଗଳବାର ଆଇପିଏଲର ଏକ ମ୍ୟାଚ୍‌ରେ ଗେଲ୍‌ ୩୮ବଲରୁ ବିସ୍ଫୋରକ ୭୭ରନ କରିବା ସହ ୧୦ହଜାର ରନ ପୂରଣ କରିଛନ୍ତି। ଗୁଜରାଟ ଲାଏନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଚାଲିଥିବା ମୁକାବିଲାରେ ଗେଲଙ୍କୁ ଏହି ସଫଳତା ମିଳିଛି। ଆଜି ମ୍ୟାଚ୍‌ରେ ଗେଲ୍‌ ଯେତେବେଳେ ବ୍ୟକ୍ତିଗତ ଭାବେ ୩ରନ କରିଥିଲେ ସେ ଏହି ମାଇଲଷ୍ଟୋନକୁ ଛୁଇଁପାରିଥିଲେ। ଟୋଣ୍ଟିଟୋଣ୍ଟିରେ ଏପର୍ଯ୍ୟନ୍ତ କୌଣସି ବ୍ୟାଟ୍ସମ୍ୟାନ୍‌ ୮ହଜାର ରନ ଛୁଇଁ ପାରିନଥିବା ବେଳେ ଗେଲ୍‌ ୧୦ହଜାର ରନ ପୂରଣ କରି ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story