ଚୟନକର୍ତ୍ତା ହେବାକୁ ଜିଲେସ୍ପିଙ୍କ ମନ

Gillespieସିଡ୍‌ନୀ: ପୂର୍ବତନ ଫାଷ୍ଟ୍ ବୋଲର୍ ଜାସନ୍‌ ଜିଲେସ୍ପି ଅଷ୍ଟ୍ରେଲିଆ କ୍ରିକେଟ୍‌ ଟିମ୍‌ର ମୁଖ୍ୟ ଚୟନକର୍ତ୍ତା ହେବା ପାଇଁ ମନ ବଳାଇଛନ୍ତି। ଆଜି ସେ ଏ କଥା ପ୍ରକାଶ କରିଛନ୍ତି।

ଅଷ୍ଟ୍ରେଲିଆ କ୍ରିକେଟ୍ ଟିମ୍‌ର ଚୟନକର୍ତ୍ତା ପରିଷଦର ମୁଖ୍ୟ ରୋଡ୍ ମାର୍ଶ ୨୦୧୭ ମଧ୍ୟଭାଗରେ ନିଜ ପଦବୀ ଛାଡ଼ିବେ। କାରଣ ସେତେବେଳେ ତାଙ୍କ ଚୁକ୍ତି ସରିଯିବ। ଏହା ପରେ ଏହି ପଦ ପାଇଁ ଜିଲେସ୍ପି ପ୍ରସ୍ତାବ ଉପସ୍ଥାପନ କରିବାକୁ ଇଚ୍ଛୁକ ଅଛନ୍ତି।

ବର୍ତ୍ତମାନ ଅଷ୍ଟ୍ରେଲିଆ କ୍ରିକେଟ୍‌ ଟିମ୍‌ ପାଇଁ ଚାରି ଜଣିଆ ଚୟନକର୍ତ୍ତା ପରିଷଦ ରହିଛି। ଏଥିରେ ରୋଡ୍ ମାର୍ଶଙ୍କ ସହିତ ମାର୍କ ୱାଗ୍, ଟ୍ରେଭର ହନ୍ସ ଓ ଡାରେନ୍ ଲେହମାନ୍ ଅଛନ୍ତି।

ଆହୁରି ପଢ଼ନ୍ତୁ

ଧୋନିଙ୍କ ଭଳି ହେଲିକପ୍ଟର ଶଟ୍ ମାରି ଚର୍ଚ୍ଚାରେ ୭ ବର୍ଷର ପରୀ

ଦ୍ୱିତୀୟ ଟେଷ୍ଟ: ବର୍ଷା ଯୋଗୁ ଅଟକିଲା ଖେଳ, ପାକିସ୍ତାନ ୮୫/୨

ଧୋନିଙ୍କର ହେଲା କରୋନା ଟେଷ୍ଟ, ଜାଣନ୍ତୁ ରିପୋର୍ଟ କ’ଣ ଆସିଲା

ଆଇପିଏଲରେ ହେଲାନି ଚୟନ, ଆତ୍ମହତ୍ୟା କଲେ ‘ଜୁନିୟର ଡେଲ୍ ଷ୍ଟେନ୍’

ପୁରୁଷ ହକି ଟିମରେ ପଶିଲା କରୋନା

୧୬ ତାରିଖରେ ପଡ଼ିଆକୁ ଫେରିବେ ମାହି!

ଆଇପିଏଲର ପ୍ରାୟୋଜକ ହେବ ବାବା ରାମଦେବଙ୍କ ‘ପତଞ୍ଜଳି’!

‘ଆମେ ୟେସ କହିଲୁ’: ଇନଷ୍ଟାଗ୍ରାମରେ ନିର୍ବନ୍ଧ ସମ୍ପର୍କରେ ଘୋଷଣା କଲେ ଚହଲ

ପାଣ୍ଡ୍ୟାଙ୍କ ପୁଅଙ୍କୁ ବଡ଼ ହେଲେ ଏମିତି ହେବାକୁ ପରାମର୍ଶ ଦେଲେ କେଏଲ ରାହୁଲ

୨୦୨୧ରେ ଭାରତରେ ହେବ ଟି-୨୦ ବିଶ୍ୱକପ, ୨୦୨୨ରେ ଅଷ୍ଟ୍ରେଲିଆ ପାଳି

ହକି ଟିମର ଅଧିନାୟକ ମନପ୍ରୀତ ସିଂହ ଓ ୩ ଖେଳାଳିଙ୍କୁ କରୋନା

ପଡ଼ିଆରେ ଜୋତା ବୋହିଲେ ପାକିସ୍ତାନର ପୂର୍ବତନ ଅଧିନାୟକ ସର୍ଫରାଜ