ଚୟନକର୍ତ୍ତା ହେବାକୁ ଜିଲେସ୍ପିଙ୍କ ମନ

ସିଡ୍‌ନୀ: ପୂର୍ବତନ ଫାଷ୍ଟ୍ ବୋଲର୍ ଜାସନ୍‌ ଜିଲେସ୍ପି ଅଷ୍ଟ୍ରେଲିଆ କ୍ରିକେଟ୍‌ ଟିମ୍‌ର ମୁଖ୍ୟ ଚୟନକର୍ତ୍ତା ହେବା ପାଇଁ ମନ ବଳାଇଛନ୍ତି। ଆଜି ସେ ଏ କଥା ପ୍ରକାଶ କରିଛନ୍ତି। ଅଷ୍ଟ୍ରେଲିଆ କ୍ରିକେଟ୍ ଟିମ୍‌ର ଚୟନକର୍ତ୍ତା ପରିଷଦର ମୁଖ୍ୟ ରୋଡ୍ ମାର୍ଶ ୨୦୧୭ ମଧ୍ୟଭାଗରେ ନିଜ ପଦବୀ ଛାଡ଼ିବେ। କାରଣ ସେତେବେଳେ ତାଙ୍କ ଚୁକ୍ତି ସରିଯିବ। ଏହା ପରେ ଏହି ପଦ ପାଇଁ ଜିଲେସ୍ପି ପ୍ରସ୍ତାବ ଉପସ୍ଥାପନ କରିବାକୁ ଇଚ୍ଛୁକ ଅଛନ୍ତି। ବର୍ତ୍ତମାନ ଅଷ୍ଟ୍ରେଲିଆ କ୍ରିକେଟ୍‌ ଟିମ୍‌ ପାଇଁ […]

Gillespie

Gillespie

Rakesh Mallick
  • Published: Tuesday, 18 October 2016
  • Updated: 18 October 2016, 05:19 PM IST

Gillespieସିଡ୍‌ନୀ: ପୂର୍ବତନ ଫାଷ୍ଟ୍ ବୋଲର୍ ଜାସନ୍‌ ଜିଲେସ୍ପି ଅଷ୍ଟ୍ରେଲିଆ କ୍ରିକେଟ୍‌ ଟିମ୍‌ର ମୁଖ୍ୟ ଚୟନକର୍ତ୍ତା ହେବା ପାଇଁ ମନ ବଳାଇଛନ୍ତି। ଆଜି ସେ ଏ କଥା ପ୍ରକାଶ କରିଛନ୍ତି।

ଅଷ୍ଟ୍ରେଲିଆ କ୍ରିକେଟ୍ ଟିମ୍‌ର ଚୟନକର୍ତ୍ତା ପରିଷଦର ମୁଖ୍ୟ ରୋଡ୍ ମାର୍ଶ ୨୦୧୭ ମଧ୍ୟଭାଗରେ ନିଜ ପଦବୀ ଛାଡ଼ିବେ। କାରଣ ସେତେବେଳେ ତାଙ୍କ ଚୁକ୍ତି ସରିଯିବ। ଏହା ପରେ ଏହି ପଦ ପାଇଁ ଜିଲେସ୍ପି ପ୍ରସ୍ତାବ ଉପସ୍ଥାପନ କରିବାକୁ ଇଚ୍ଛୁକ ଅଛନ୍ତି।

ବର୍ତ୍ତମାନ ଅଷ୍ଟ୍ରେଲିଆ କ୍ରିକେଟ୍‌ ଟିମ୍‌ ପାଇଁ ଚାରି ଜଣିଆ ଚୟନକର୍ତ୍ତା ପରିଷଦ ରହିଛି। ଏଥିରେ ରୋଡ୍ ମାର୍ଶଙ୍କ ସହିତ ମାର୍କ ୱାଗ୍, ଟ୍ରେଭର ହନ୍ସ ଓ ଡାରେନ୍ ଲେହମାନ୍ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos