ଦେଓଧର ଟ୍ରଫି ପାଇଁ ପୋଦ୍ଦାରଙ୍କୁ ଡାକରା: ଇଣ୍ଡିଆ ରେଡ୍‌ରେ ସାମିଲ

ମୁମ୍ବାଇ: ଓଡିଶା ରଣଜୀ ଅଧିନାୟକ ଗୋବିନ୍ଦ ପୋଦ୍ଦାରଙ୍କୁ ଇଣ୍ଡିଆ ରେଡ୍‌ରୁ ଡାକରା ମିଳିଛି। ଆସନ୍ତା ଦେଓଧର ଟ୍ରଫିରେ ଇଣ୍ଡିଆ ରେଡ୍‌ ପକ୍ଷରୁ ଗୋବିନ୍ଦ ପୋଦ୍ଦାର  ପ୍ରତିନିଧିତ୍ୱ କରିବେ । ଆଜି ଦଳ ଚୟନ ହୋଇଥିବା ବେଳେ ଏକମାତ୍ର ଓଡିଶା ଖେଳାଳି ଭାବେ ଗୋବିନ୍ଦଙ୍କୁ ଦଳରେ ସ୍ଥାନ ମିଳିଛି । ଏହି ଟିମ୍‌ରେ ପାର୍ଥି ପଟେଲ୍‌ଙ୍କୁ ଅଧିନାୟକ ଦାୟୁତ୍ୱ ମିଳିଥିବା ବେଳେ ଶିଖର ଧାୱନ,ମନିସ ପାଣ୍ଡେ ଓ କେଦାର ଯାଦବଙ୍କ ଭଳି ଅନେକ ଅନ୍ତର୍ଜାତୀୟ ଖେଳାଳି ରହିଛନ୍ତି । […]

poddar

poddar

Rakesh Mallick
  • Published: Tuesday, 21 March 2017
  • Updated: 21 March 2017, 05:00 PM IST

Sports

Latest News

ମୁମ୍ବାଇ: ଓଡିଶା ରଣଜୀ ଅଧିନାୟକ ଗୋବିନ୍ଦ ପୋଦ୍ଦାରଙ୍କୁ ଇଣ୍ଡିଆ ରେଡ୍‌ରୁ ଡାକରା ମିଳିଛି। ଆସନ୍ତା ଦେଓଧର ଟ୍ରଫିରେ ଇଣ୍ଡିଆ ରେଡ୍‌ ପକ୍ଷରୁ ଗୋବିନ୍ଦ ପୋଦ୍ଦାର  ପ୍ରତିନିଧିତ୍ୱ କରିବେ । ଆଜି ଦଳ ଚୟନ ହୋଇଥିବା ବେଳେ ଏକମାତ୍ର ଓଡିଶା ଖେଳାଳି ଭାବେ ଗୋବିନ୍ଦଙ୍କୁ ଦଳରେ ସ୍ଥାନ ମିଳିଛି । ଏହି ଟିମ୍‌ରେ ପାର୍ଥି ପଟେଲ୍‌ଙ୍କୁ ଅଧିନାୟକ ଦାୟୁତ୍ୱ ମିଳିଥିବା ବେଳେ ଶିଖର ଧାୱନ,ମନିସ ପାଣ୍ଡେ ଓ କେଦାର ଯାଦବଙ୍କ ଭଳି ଅନେକ ଅନ୍ତର୍ଜାତୀୟ ଖେଳାଳି ରହିଛନ୍ତି । ଶେଷ ହୋଇଥିବା ରଣଜୀ ସିଜିନରେ ଗୋବିନ୍ଦଙ୍କ ପ୍ରଦର୍ଶନ ଉନ୍ନତମାନର ରହିଥିବା ସହ ଓଡିଶାକୁ କ୍ୱାର୍ଟରଫାଇନାଲରେ ପହଞ୍ଚାଇବାରେ ତାଙ୍କର ଅବଦାନ ଅଧିକ ଥିଲା । ଫଳରେ ଚୟନକର୍ତ୍ତା ତାଙ୍କୁ ଦେଓଧର ଟ୍ରଫି ପାଇଁ ଇଣ୍ଡିଆ ରେଡ୍‌ରେ ସାମଲି କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story