ପାକିସ୍ତାନ ଆଥଲେଟ ଭାରତ ଆସିବାକୁ ବାଟ ଫିଟିଲା

ନୂଆଦିଲ୍ଲୀ: ଭାରତରେ ଅନ୍ତର୍ଜାତୀୟ ଇଭେଣ୍ଟ ଆୟୋଜନ ନ ହେବା ନେଇ ଯେଉଁ ଆଶଙ୍କା ପ୍ରକାଶ ପାଇଥିଲା, ତାହା ଏବେ ଦୂର ହୋଇଯାଇଛି। ଭାରତ ସରକାର ଲିଖିତ ଭାବେ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି(ଓଆଇସି)କୁ ପାକିସ୍ତାନ ଖେଳାଳି ଓ ଅଧିକାରୀମାନଙ୍କୁ ନୂଆଦିଲ୍ଲୀ ଆସିବାକୁ ଅନୁମତି ଦେବେ ବୋଲି ରାଜି ହୋଇଛନ୍ତି। ଖେଳ ସହ କୌଣସି ପ୍ରକାରର ରାଜନୀତିକ ବିଷୟବସ୍ତୁକୁ ସାମିଲ କରାଯିବ ନାହିଁ ବୋଲି ଭାରତ ସରକାର ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି। ଏହାର ଅର୍ଥ ଏବେ ଭାରତରେ ଏକାଧିକ […]

rr

rr

Hemant Lenka
  • Published: Wednesday, 19 June 2019
  • Updated: 19 June 2019, 09:35 PM IST

ନୂଆଦିଲ୍ଲୀ: ଭାରତରେ ଅନ୍ତର୍ଜାତୀୟ ଇଭେଣ୍ଟ ଆୟୋଜନ ନ ହେବା ନେଇ ଯେଉଁ ଆଶଙ୍କା ପ୍ରକାଶ ପାଇଥିଲା, ତାହା ଏବେ ଦୂର ହୋଇଯାଇଛି। ଭାରତ ସରକାର ଲିଖିତ ଭାବେ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି(ଓଆଇସି)କୁ ପାକିସ୍ତାନ ଖେଳାଳି ଓ ଅଧିକାରୀମାନଙ୍କୁ ନୂଆଦିଲ୍ଲୀ ଆସିବାକୁ ଅନୁମତି ଦେବେ ବୋଲି ରାଜି ହୋଇଛନ୍ତି। ଖେଳ ସହ କୌଣସି ପ୍ରକାରର ରାଜନୀତିକ ବିଷୟବସ୍ତୁକୁ ସାମିଲ କରାଯିବ ନାହିଁ ବୋଲି ଭାରତ ସରକାର ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି।

ଏହାର ଅର୍ଥ ଏବେ ଭାରତରେ ଏକାଧିକ ଅନ୍ତର୍ଜାତୀୟ ଇଭେଣ୍ଟ ଆୟୋଜନ ହେବ। ଏପରି କି ୨୦୨୦ ଟୋକିଓ ଅଲିମ୍ପିକ କ୍ୱାଲିଫାୟର ଭାରତରେ ହେବା ନେଇ ଯେଉଁ ଆଶଙ୍କା ପ୍ରକାଶ ପାଇଥିଲା, ତାହା ଦୂର ହୋଇଯାଇଛି। ଭାରତ ସରକାର ବଶୁଧୈବ କୁଟୁମ୍ବକମ୍‌ ବା ସମଗ୍ର ବିଶ୍ୱ ଗୋଟିଏ ପରିବାର ନୀତିକୁ ଅବଲମ୍ବନ କରିବାକୁ ରାଜି ହୋଇଛନ୍ତି।

ଗତ ଫେବୃଆରୀ ମାସରେ ଭାରତ ସରକାର ନୂଆଦିଲ୍ଲୀରେ ଆୟୋଜିତ ବିଶ୍ୱକପ ଶୁଟିଂ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଦୁଇ ଜଣ ପାକ୍‌ ଶୁଟରକୁ ଅନୁମତି ଦେଇ ନଥିଲେ। ଏଥିରେ ଓଆଇସି ରାଗି ଯାଇଥିଲା ଏବଂ ଭାରତକୁ ଅଲିମ୍ପିକ କ୍ୱାଲିଫାୟର ଆୟୋଜନ କରିବାକୁ ଅନୁମତି ମିଳିପାରିବ ନାହିଁ ବୋଲି କହିଥିଲା।

ପୁଲୱାମାରେ ଫେବୃଆରର ୧୪ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ଭାରତ ସରକାର ପାକିସ୍ତାନ ବିରୋଧରେ ଏଭଳି କଡ଼ା ଆଭିମୁଖ୍ୟ ଅବଲମ୍ବନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story