ପାକିସ୍ତାନ ଟିମରେ ଯୋଗଦେଲେ ଆସିଫ୍ ଅଲୀ

କରାଚୀ: ପାକିସ୍ତାନର ଟିମର ବ୍ୟାଟ୍ସମ୍ୟାନ୍ ଆସିଫ୍ ଅଲୀ ନିଜ ଝିଅର ଅନ୍ତିମ ସଂସ୍କାର ପରେ ପାକିସ୍ତାନ ଟିମ୍ ସହ ଯୋଗଦେଇଛନ୍ତି। ଶନିବାର ସେ ଇଂଲଣ୍ଡ ଅଭିମୁଖେ ଗସ୍ତ ଆରମ୍ଭ କରିଥିଲେ। ଏହା ପୂର୍ବରୁ ଇଂଲଣ୍ଡ ଗସ୍ତ ବେଳେ ଆସିଫ୍ ପାକିସ୍ତାନ ଟିମର ସଦସ୍ୟ ଥିଲେ, କିନ୍ତୁ ଗତ ରବିବାର ନିଜ ୧୯ ମାସର କନ୍ୟା ସନ୍ତାନ ଦୁଆ ଫାତିମାର ମୃତ୍ୟୁ ପରେ ସେ ପାକିସ୍ତାନ ଫେରିଯାଇଥିଲେ। ବିଶ୍ୱକପ୍ ପାଇଁ ପାକିସ୍ତାନ ଟିମରେ ସାମିଲ୍ ଆସିଫ୍ ନିଜ କୁନି […]

asif ali

asif ali

Hemant Lenka
  • Published: Sunday, 26 May 2019
  • Updated: 27 May 2019, 05:23 PM IST

Sports

Latest News

କରାଚୀ: ପାକିସ୍ତାନର ଟିମର ବ୍ୟାଟ୍ସମ୍ୟାନ୍ ଆସିଫ୍ ଅଲୀ ନିଜ ଝିଅର ଅନ୍ତିମ ସଂସ୍କାର ପରେ ପାକିସ୍ତାନ ଟିମ୍ ସହ ଯୋଗଦେଇଛନ୍ତି। ଶନିବାର ସେ ଇଂଲଣ୍ଡ ଅଭିମୁଖେ ଗସ୍ତ ଆରମ୍ଭ କରିଥିଲେ। ଏହା ପୂର୍ବରୁ ଇଂଲଣ୍ଡ ଗସ୍ତ ବେଳେ ଆସିଫ୍ ପାକିସ୍ତାନ ଟିମର ସଦସ୍ୟ ଥିଲେ, କିନ୍ତୁ ଗତ ରବିବାର ନିଜ ୧୯ ମାସର କନ୍ୟା ସନ୍ତାନ ଦୁଆ ଫାତିମାର ମୃତ୍ୟୁ ପରେ ସେ ପାକିସ୍ତାନ ଫେରିଯାଇଥିଲେ।

ବିଶ୍ୱକପ୍ ପାଇଁ ପାକିସ୍ତାନ ଟିମରେ ସାମିଲ୍ ଆସିଫ୍ ନିଜ କୁନି ଝିଅର ପରଲୋକ ସତ୍ତ୍ୱେ ବିଶ୍ୱକପ୍ ଖେଳିବେ। ଆସିଫଙ୍କ ଝିଅ କ୍ୟାନସରର ଚତୁର୍ଥ ଷ୍ଟେଜରେ ଥିଲେ, ଯାହାଙ୍କର ଆମେରିକାରେ ଚିକିତ୍ସା ଚାଲିଥିଲା ଏବଂ ସେହିଠାରେ ତାଙ୍କର ପରଲୋକ ହୋଇଥିଲା।

ଫାତିମାଙ୍କ ଅନ୍ତିମ କ୍ରିୟା ଗୁରୁବାର ଫଇସଲାବାଦାରେ ହୋଇଥିଲା। ଆସିଫ୍ ଟ୍ୱିଟ୍ କରି କହିଛନ୍ତି, "ମୋ ଝିଅ ଦୁଆ ଫାତିମାକୁ ମୁଁ ଏକ ଯୋଦ୍ଧା ଭାବେ ମନେ ରଖିବାକୁ ଚାହେଁ। ସେ ମୋର ଶକ୍ତି ଓ ପ୍ରେରଣା ଥିଲା। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ, ମୋ ରାଜକୁମାରୀ (ଝିଅ)ର ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରନ୍ତୁ।"

ସୂଚନାଯୋଗ୍ୟ, ଆସିଫଙ୍କୁ ଆବିଦ ଅଲୀଙ୍କ ସ୍ଥାନରେ ଚୟନ କରାଯାଇଛି। ଏହା ପୂର୍ବରୁ ଆସିଫ୍ ବିଶ୍ୱକପ୍ ପାଇଁ ପାକିସ୍ତାନର ପ୍ରିଲିମିନାରୀ ସ୍କ୍ୱାଡରେ ସ୍ଥାନ ପାଇନଥିଲେ। କିନ୍ତୁ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଦୁଇଟି ଅର୍ଦ୍ଧଶତକ ମାରିବା ପରେ ତାଙ୍କୁ ବିଶ୍ୱକପ୍ ପାଇଁ ଚୟନ କରାଯାଇଥିଲା। ସେ ବାଂଲାଦେଶ ବିପକ୍ଷ ଅଭ୍ୟାସ ମ୍ୟାଚରେ ଉପଲବ୍ଧ ରହିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story