ସିରିଜ ହାରିବା ପରେ ଅଷ୍ଟ୍ରେଲିଆ ଟିମକୁ ଚାରିଆଡୁ ସମାଲୋଚନା: ହରଭଜନ ଓ କ୍ଲାର୍କଙ୍କ ମଧ୍ୟରେ ଟ୍ୱିଟର୍‌ ୱାର୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଷ୍ଟ୍ରେଲିଆକୁ ୩-୦ରେ ହରାଇ ଭାରତ ସିରିଜ କବ୍‌ଜା କଲା ପରେ ଏବେ ଚାରିଆଡୁ ଅଷ୍ଟ୍ରେଲିଆ ଟିମ୍‌ ସମାଲୋଚନାର ଶିକାର ହେଇଛି। ବିଶେଷ କରି ସୋସିଆଲ ମିଡିଆରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ୫ଟିକିଆ ମ୍ୟାଚ୍‌ ବଶିଷ୍ଟ ସିରିଜରେ ଭାରତ ପ୍ରଥମ ୩ଟି ମ୍ୟାଚ୍‌ ଜିତ ସିରିଜ ହାତେଇନେଇଛି। ଏପରି ସ୍ଥିତିରେ ଅଷ୍ଟ୍ରେଲିଆ ଟିମ୍‌ର ପୂର୍ବତନ ଅଧିନାୟକ କ୍ଲାର୍କ ଓ ଭାରତୀୟ ଷ୍ଟାର ଖେଳାଳି ହରଭଜନ ସିଂ ମଧ୍ୟରେ ଟ୍ୱିଟର୍‌ ୱାର୍‌ ଦେଖିବାକୁ ମିଳିଛି। ଇନ୍ଦୋର […]

Rakesh Mallick
  • Published: Tuesday, 26 September 2017
  • Updated: 26 September 2017, 12:47 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଷ୍ଟ୍ରେଲିଆକୁ ୩-୦ରେ ହରାଇ ଭାରତ ସିରିଜ କବ୍‌ଜା କଲା ପରେ ଏବେ ଚାରିଆଡୁ ଅଷ୍ଟ୍ରେଲିଆ ଟିମ୍‌ ସମାଲୋଚନାର ଶିକାର ହେଇଛି। ବିଶେଷ କରି ସୋସିଆଲ ମିଡିଆରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ୫ଟିକିଆ ମ୍ୟାଚ୍‌ ବଶିଷ୍ଟ ସିରିଜରେ ଭାରତ ପ୍ରଥମ ୩ଟି ମ୍ୟାଚ୍‌ ଜିତ ସିରିଜ ହାତେଇନେଇଛି। ଏପରି ସ୍ଥିତିରେ ଅଷ୍ଟ୍ରେଲିଆ ଟିମ୍‌ର ପୂର୍ବତନ ଅଧିନାୟକ କ୍ଲାର୍କ ଓ ଭାରତୀୟ ଷ୍ଟାର ଖେଳାଳି ହରଭଜନ ସିଂ ମଧ୍ୟରେ ଟ୍ୱିଟର୍‌ ୱାର୍‌ ଦେଖିବାକୁ ମିଳିଛି। ଇନ୍ଦୋର ମ୍ୟାଚ୍‌ ପରେ କ୍ଲାର୍କ ଏକ ଟ୍ୱିଟ୍‌ କରିଥିଲେ। ଏହାର ଜବାବ ଦେବାକୁ ଯାଇ ହରଭଜନ ଅଷ୍ଟ୍ରେଲିଆ ଟିମ୍‌ର ମଜାକ ଉଡାଇଥିଲେ। ହରଭଜନ ଟ୍ୱିଟ୍‌ କରିଥିଲେ ଯେ ଅଷ୍ଟ୍ରେଲିଆର ବର୍ତ୍ତମାନ ଖରାପ ସମୟ ଚାଲିଛି। ତେଣୁ କ୍ଲାର୍କଙ୍କୁ ପୁଣିଥରେ ଟିମ୍‌କୁ ଫେରିଆସିବା ପାଇଁ ଉପଦେଶ ଦେଇଛନ୍ତି। ହରଭଜନ ଏହାମଧ୍ୟ କହିଥିଲେ ଯେ ଅଷ୍ଟ୍ରେଲିଆ ଟିମ୍‌ରେ ଆଉ ପୂର୍ବଭଳି ଖେଳାଳି ନାହାଁନ୍ତି। ଟିମରେ କୌଣସି କ୍ୱାଲିଟି ଦେଖିବାକୁ ଆଉ ମିଳୁନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story