ପାକ୍‌ଠାରୁ ପରାସ୍ତ ପରେ ବିବାଦୀୟ ଟ୍ୱିଟ୍‌ କରି ଡିଲିଟ୍‌ କରିଦେଲେ ହାର୍ଦ୍ଦିକ ପାଣ୍ଡ୍ୟା, କ’ଣ ଥିଲା ସେହି ମନ୍ତବ୍ୟ

ନୂଆଦିଲ୍ଲୀ: ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନଠାରୁ ଭାରତର ପରାଜୟ ପରେ ସବୁଠି ତୀବ୍ର ପ୍ରତିକ୍ରିୟା। ପରାଜୟର ଲଜ୍ଜାକୁ ଏବେ ବି ଲୋକେ ଭୁଲିପାରୁ ନାହାନ୍ତି। ଆକ୍ଷେପ ଏବଂ ସମାଲୋଚନାରୁ ମୁକୁଳି ପାରୁନି ଟିମ୍‌ ଇଣ୍ଡିଆ। ତେବେ ଟିମ୍‌ ଇଣ୍ଡିଆର ହାର୍‌ ପରେ ଦଳର ହାର୍ଦ୍ଦିକ ପାଣ୍ଡ୍ୟା ଏକ ବିବାଦୀୟ ଟ୍ୱିଟ୍‌ କରିଥିଲେ ମଧ୍ୟ ପରେ ସଙ୍ଗେ ସଙ୍ଗେ ଡିଲିଟ୍‌ କରିଦେଇଥିଲେ। ଫାଇନାଲ ଦିନ ଏକ ଟର୍ଣ୍ଟି ପଏଣ୍ଟରେ ୬ ଉଇକେଟ ଗଲା ପରେ ପାରି ସମ୍ଭାଳୁ ଥିଲେ […]

hardik

hardik

Rakesh Mallick
  • Published: Thursday, 22 June 2017
  • Updated: 22 June 2017, 10:42 AM IST

Sports

Latest News

ନୂଆଦିଲ୍ଲୀ: ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନଠାରୁ ଭାରତର ପରାଜୟ ପରେ ସବୁଠି ତୀବ୍ର ପ୍ରତିକ୍ରିୟା। ପରାଜୟର ଲଜ୍ଜାକୁ ଏବେ ବି ଲୋକେ ଭୁଲିପାରୁ ନାହାନ୍ତି। ଆକ୍ଷେପ ଏବଂ ସମାଲୋଚନାରୁ ମୁକୁଳି ପାରୁନି ଟିମ୍‌ ଇଣ୍ଡିଆ। ତେବେ ଟିମ୍‌ ଇଣ୍ଡିଆର ହାର୍‌ ପରେ ଦଳର ହାର୍ଦ୍ଦିକ ପାଣ୍ଡ୍ୟା ଏକ ବିବାଦୀୟ ଟ୍ୱିଟ୍‌ କରିଥିଲେ ମଧ୍ୟ ପରେ ସଙ୍ଗେ ସଙ୍ଗେ ଡିଲିଟ୍‌ କରିଦେଇଥିଲେ। ଫାଇନାଲ ଦିନ ଏକ ଟର୍ଣ୍ଟି ପଏଣ୍ଟରେ ୬ ଉଇକେଟ ଗଲା ପରେ ପାରି ସମ୍ଭାଳୁ ଥିଲେ ରବୀନ୍ଦ୍ର ଜାଡ଼େଜା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ।

ଜବରଦସ୍ତ ବ୍ୟାଟିଂ କରି ଭାରତକୁ ଏକ ମଜଭୁତ୍‌ ସ୍ଥିତିକୁ ଅଗ୍ରସର କରୁଥିଲା ବେଳେ ଜାଡ଼େଜାଙ୍କ ତ୍ରୁଟି ପାଇଁ ରନ୍‌ ଆଉଟ୍‌ ହୋଇଥିଲେ ପାଣ୍ଡ୍ୟା ।  ଯାହା ପାଣ୍ଡ୍ୟାଙ୍କୁ  ଖୁବ୍‌ ମର୍ମାହତ କରିଥିଲା। ମାତ୍ର ୪୩ ବଲରେ ୭୬ ରନ୍‌ କରି ଆଉଟ୍‌ ହୋଇଥିଲେ ପାଣ୍ଡ୍ୟା । ପରେ ସେ ତାଙ୍କ ଟ୍ୱିଟ୍‌ର ପେଜ୍‌ରେ ‘ହମେ ତୋ ଆପନୋନେ ଲୁଟା, ଗେରୋଁ ମେ କାହା ଦମ ଥା’ ଉଲ୍ଲେଖ କରିଥିଲେ। ଯାହାର ଓଡ଼ିଆ ଆକ୍ଷରିକ ଅର୍ଥ କହିଲେ ‘ଘର ଢିଙ୍କି କୁମ୍ଭୀର’ ବୁଝାଇବ। ପରେ ସେ ଏହାକୁ ଡିଲିଟ୍‌ କରିଥିଲେ ମଧ୍ୟ ତା’ ପୂର୍ବରୁ ଏହି ଟ୍ୱିଟ୍‌ ଭାଇରାଲ ହୋଇସାରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story