ରବିବାର ନ୍ୟୁଜଲ୍ୟାଣ୍ଡ ଟୁର ପାଇଁ ଖେଳାଳି ଚୟନ, କମବ୍ୟାକ ଲକ୍ଷ୍ୟରେ ପାଣ୍ଡ୍ୟା

ମୁମ୍ବାଇ: ଆସନ୍ତାକାଲି ନ୍ୟୁଜିଲ୍ୟାଣ୍ଡ ଟୁର ପାଇଁ ଟିମ୍‌ ଇଣ୍ଡିଆର ଖେଳାଳି ଚୟନ ହେବ। ଦୀର୍ଘ ଦିନ ହେଲା ଆହତ କାରଣରୁ ଟିମ୍‌ ଇଣ୍ଡିଆରୁ ବାଦ ପଡ଼ିଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସୀମିତ ଓଭର ଟୁର ପାଇଁ ଦଳରେ ସାମିଲ କରାଯାଇ ପାରେ। ଏଥିପାଇଁ ପାଣ୍ଡ୍ୟା ମଧ୍ୟ ଜୋରଦାର ଅଭ୍ୟାସ କରିଛନ୍ତି। ଜାନୁଆରୀ ୨୪ରୁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୫ଟି ଟି-୨୦, ୩ଟି ଦିନିକିଆ ଓ ୨ଟି ଟେଷ୍ଟ ମ୍ୟାଚ ସିରିଜ ଆରମ୍ଭ ହେବ। ଟିମ୍‌ ଇଣ୍ଡିଆ ପ୍ରତିପକ୍ଷ […]

v

v

Hemant Lenka
  • Published: Saturday, 11 January 2020
  • Updated: 11 January 2020, 03:40 PM IST

Sports

Latest News

ମୁମ୍ବାଇ: ଆସନ୍ତାକାଲି ନ୍ୟୁଜିଲ୍ୟାଣ୍ଡ ଟୁର ପାଇଁ ଟିମ୍‌ ଇଣ୍ଡିଆର ଖେଳାଳି ଚୟନ ହେବ। ଦୀର୍ଘ ଦିନ ହେଲା ଆହତ କାରଣରୁ ଟିମ୍‌ ଇଣ୍ଡିଆରୁ ବାଦ ପଡ଼ିଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସୀମିତ ଓଭର ଟୁର ପାଇଁ ଦଳରେ ସାମିଲ କରାଯାଇ ପାରେ। ଏଥିପାଇଁ ପାଣ୍ଡ୍ୟା ମଧ୍ୟ ଜୋରଦାର ଅଭ୍ୟାସ କରିଛନ୍ତି। ଜାନୁଆରୀ ୨୪ରୁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୫ଟି ଟି-୨୦, ୩ଟି ଦିନିକିଆ ଓ ୨ଟି ଟେଷ୍ଟ ମ୍ୟାଚ ସିରିଜ ଆରମ୍ଭ ହେବ।

ଟିମ୍‌ ଇଣ୍ଡିଆ ପ୍ରତିପକ୍ଷ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୮ଟି ସୀମିତ ଓଭର ମ୍ୟାଚ୍‌ ଖେଳିବ। ତେଣୁ ଚୟନକର୍ତ୍ତା ୧୫ ଜଣିଆ ସ୍କ୍ୱାଡ୍‌ ବଦଳରେ ୧୬ ଜଣ କିମ୍ବା ୧୭ ଜଣିଆ ଟିମ୍‌ ଘୋଷଣା କରିପାରନ୍ତି। ଏଥିସହ ନ୍ୟୁଜିଲ୍ୟାଣ୍ଡ ଟୁର ପାଇଁ କିଛି ଖେଳାଳିଙ୍କୁ ଜରୁରୀ କାଳିନ ସ୍ଥିତି ପାଇଁ ଷ୍ଟାଣ୍ଡବାଏରେ ରଖିବାକୁ ମଧ୍ୟ ଚୟନକର୍ତ୍ତାମାନେ ଚିନ୍ତା କରୁଛନ୍ତି।

ଆଗକୁ ଟି-୨୦ ବିଶ୍ୱକପ ଥିବାରୁ ଏହା ଉପରେ ନଜରେ ରଖି ଚୟନକର୍ତ୍ତା କମିଟି ଦଳ ଚୟନ କରିପାରେ। ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍‌ରେ ସାମିଲ ଥିବା ସମସ୍ତ ଖେଳାଳି ପୁଣିଥରେ ଆପେଆପେ ସୁଯୋଗ ପାଇବେ। ତେବେ ଏବେଠାରୁ ଇଣ୍ଡିଆ ଏ ଟିମ୍‌ ସହ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଥିବା ପାଣ୍ଡ୍ୟା ଏକମାତ୍ର ଖେଳାଳି ଭାବେ ସ୍କ୍ୱାଡ୍‌ରେ ସାମିଲ ହୋଇପାରନ୍ତି।

ପାଣ୍ଡ୍ୟା ଏକାଧିକ ଲିଷ୍ଟ ଏ ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦୁଇଟି ଦିନିକିଆ ଅଭ୍ୟାସ ମ୍ୟାଚ୍‌ରେ ନିଜର ଫିଟ୍‌ନେସର ପ୍ରମାଣ ଦେବେ। ଇଣ୍ଡିଆ ଏ’ର ଲିଷ୍ଟ ଏ’ ମ୍ୟାଚ୍ ଜାନୁଆରୀ ୨୬ରେ ଶେଷ ହେବ। ତେଣୁ ଜାନୁଆରୀ ୨୯ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍‌ରେ ତାଙ୍କୁ ସ୍କ୍ୱାଡରେ ସାମିଲ କରାଯାଇ ପାରେ।

ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ନିଜ ନାଁ ଗୋପନ ରଖି କହିଛନ୍ତି, “ଆମେ ଯଦି ହାର୍ଦ୍ଦିକଙ୍କ କଥା ବିଚାରକୁ ନେବା, ତା’ହେଲେ ଏବେ ସେ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାକୁ ପୂରା ଫିଟ ଅଛନ୍ତି କି ନାହିଁ, ସେ ବିଷୟରେ ତର୍ଜମା କରିବାକୁ ପଡ଼ିବ। ଟିମ୍ ଇଣ୍ଡିଆର ମିଶନ ଟି-୨୦ ବିଶ୍ୱକପ ସ୍କ୍ୱାଡରେ ସେ ଜଣେ ଆଭ୍ୟନ୍ତରୀଣ ଅଙ୍ଗ।”

ଅନ୍ୟପକ୍ଷରେ ଟି-୨୦ରେ ନହେଲେ ମଧ୍ୟ ଦିନିକିଆ ସ୍କ୍ୱାଡ୍‌ରେ ପରିବର୍ତ୍ତନ କରାଯାଇପାରେ। ଟିମ୍‌ ଇଣ୍ଡିଆର ଦିନିକିଆ ସ୍କ୍ୱାଡରେ କେଦାର ଯାଦବ ଏକମାତ୍ର ଏମିତି ଜଣେ ଖେଳାଳି ଯିଏ ସର୍ବଦା ଚାପରେ ରହି ଆସୁଛନ୍ତି। ତାଙ୍କୁ ରିପ୍ଲେସ କରିବା ପାଇଁ ଚୟନକର୍ତ୍ତାର ସଦସ୍ୟମାନେ ଚିନ୍ତା କରୁଥିବା ଜଣାପଡ଼ିଛି। ନ୍ୟୁଜିଲ୍ୟାଣ୍ଡରେ ଯଦି ଟିମ୍ ଇଣ୍ଡିଆ ଟେକ୍ନିକାଲ ବ୍ୟାଟିଂକୁ ଅଧିକ ଗୁରୁତ୍ୱ ଦେବାକୁ ଚାହିଁବ, ତା’ହେଲେ ଅଜିଙ୍କ୍ୟ ରାହଣେ ବିକଳ୍ପ ଭାବେ ରହିଛନ୍ତି।

ସେହିପରି ଯଦି ଦଳ ବିସ୍ଫୋରକ ବ୍ୟାଟସମ୍ୟାନଙ୍କୁ ୫୦ ଓଭର ଫର୍ମାଟରେ ଖେଳାଇବାକୁ ଚାହୁଁଛି, ତା’ହେଲେ ୫ କିମ୍ବା ୬ ନଂରେ ସୂର୍ଯ୍ୟ କୁମାର ଯାଦବଙ୍କୁ ଚୟନ କରିପାରିବ। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଲିଷ୍ଟ ଏ ମ୍ୟାଚ୍‌ ଖେଳିବାକୁ ଉଭୟ ସଞ୍ଜୁ ସାମସନ ଓ ସୂର୍ଯ୍ୟ କୁମାର ଯାଦବ ସେଠାକୁ ଗସ୍ତ କରିଛନ୍ତି।

ଟେଷ୍ଟ ମ୍ୟାଚ୍‌ କଥା ଦେଖିଲେ, ଦଳ ତୃତୀୟ ଓପନର ଭାବେ ଯୁବ ତାରକା ଶୁଭମନ ଗିଲଙ୍କୁ ସୁଯୋଗ ଦେଇପାରେ। କିନ୍ତୁ କେଏଲ ରାହୁଲଙ୍କ ବର୍ତ୍ତମାନର ଫର୍ମ ଓ ଟେଷ୍ଟରେ ଓପନ କରିବାର ଅଭିଜ୍ଞତା ତାଙ୍କୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସ୍କ୍ୱାଡ୍‌ରେ ସାମିଲ ହେବାର ସୁଯୋଗ ସୃଷ୍ଟି କରିଛି।

ଚୟନକର୍ତ୍ତା ୨ଟିକିଆ ଟେଷ୍ଟ ସିରିଜ୍‌ ପାଇଁ ତୃତୀୟ ସ୍ପିନର ଭାବେ କୁଲଦୀପ ଯାଦବଙ୍କୁ ଚୟନ କରିପାରନ୍ତି। ନଚେତ ୫ମ ଦ୍ରୁତ ବୋଲର ଭାବେ ନଭଦୀପ ସୈନିଙ୍କୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସ୍କ୍ୱାଡରେ ସାମିଲ କରାଯାଇପାରେ।

ଯଶପ୍ରୀତ ବୁମ୍ରା, ଈଶାନ୍ତ ଶର୍ମା, ଉମେଶ ଯାଦବ ଓ ମହମ୍ମଦ ଶାମିଙ୍କ ଚୟନ ହେବା ସୁନିଶ୍ଚିତ। ସେହିପରି ନିୟମିତ ଟିମ୍‌ ଇଣ୍ଡିଆର ଟେଷ୍ଟ ସ୍କ୍ୱାଡରେ ରହୁଥିବା ଖେଳାଳିମାନେ ଆପେଆପେ ଚୟନ ହେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story