ମନ ସ୍ଥିର କରି ଖେଳ ଉପରେ ଧ୍ୟାନ ଦେବାକୁ ପାଣ୍ଡ୍ୟାଙ୍କୁ କପିଲଙ୍କ ପରାମର୍ଶ

ନୂଆଦିଲ୍ଲୀ: ନିଜ ମନକୁ ସ୍ଥିର ରଖି ନିଜ ଖେଳ ଉପରେ ଧ୍ୟାନ ଦେବାକୁ ଭାରତୀୟ କ୍ରିକେଟର ହାର୍ଦ୍ଧିକ ପାଣ୍ଡ୍ୟାଙ୍କୁ ପୂର୍ବତନ ଅଧିନାୟକ କପିଲ ଦେବ ପରାମର୍ଶ ଦେଇଛନ୍ତି। ଏପରି କଲେ ସେ ଦୀର୍ଘଦିନ ଧରି ଭାରତୀୟ ଦଳରେ ଖେଳି ପାରିବେ ବୋଲି କପିଲ କହିଛନ୍ତି। କପିଲ କହିଛନ୍ତି,“ସେ (ହାର୍ଦ୍ଧିକ) ମୋ’ଠାରୁ ବହୁତ ଭଲ ଖେଳାଳି। ବର୍ତ୍ତମାନର ଖେଳାଳି ସବୁ ବେଳେ ଅତୀତର ଖେଳଳିଙ୍କଠାରୁ ଭଲ ହୋଇଥାନ୍ତି। ତାଙ୍କ ପାଖରେ ପ୍ରତିଭାର ଭରି ରହିଛି। କେବଳ ତାଙ୍କୁ ମନ […]

hardhik-pandya

hardhik-pandya

Rakesh Mallick
  • Published: Monday, 07 November 2016
  • Updated: 07 November 2016, 09:54 PM IST

Sports

Latest News

ନୂଆଦିଲ୍ଲୀ: ନିଜ ମନକୁ ସ୍ଥିର ରଖି ନିଜ ଖେଳ ଉପରେ ଧ୍ୟାନ ଦେବାକୁ ଭାରତୀୟ କ୍ରିକେଟର ହାର୍ଦ୍ଧିକ ପାଣ୍ଡ୍ୟାଙ୍କୁ ପୂର୍ବତନ ଅଧିନାୟକ କପିଲ ଦେବ ପରାମର୍ଶ ଦେଇଛନ୍ତି। ଏପରି କଲେ ସେ ଦୀର୍ଘଦିନ ଧରି ଭାରତୀୟ ଦଳରେ ଖେଳି ପାରିବେ ବୋଲି କପିଲ କହିଛନ୍ତି।

କପିଲ କହିଛନ୍ତି,“ସେ (ହାର୍ଦ୍ଧିକ) ମୋ’ଠାରୁ ବହୁତ ଭଲ ଖେଳାଳି। ବର୍ତ୍ତମାନର ଖେଳାଳି ସବୁ ବେଳେ ଅତୀତର ଖେଳଳିଙ୍କଠାରୁ ଭଲ ହୋଇଥାନ୍ତି। ତାଙ୍କ ପାଖରେ ପ୍ରତିଭାର ଭରି ରହିଛି। କେବଳ ତାଙ୍କୁ ମନ ସ୍ଥିର କରି ପଦର୍ଶନ କରିବାର ଅଛି।”

ଟି-ଟ୍ୱଣ୍ଟିରେ ଭଲ ପ୍ରଦର୍ଶନ ପରେ ହାର୍ଦ୍ଧିକଙ୍କୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଚୟନ କରାଯାଇଛି। ଚୟନକର୍ତ୍ତ ଜଣେ ଫାଷ୍ଟ ବୋଲର-ବ୍ୟାଟ୍ସମ୍ୟାନ ଖୋଜୁଥିଲେ ଯିଏ ଶେଷ ସମୟରେ ଖେଳର ଗତି ପରିବର୍ତ୍ତନ କରିପାରିବେ। ହାର୍ଦ୍ଧିକଙ୍କ ପାଖରେ ସେ ପ୍ରତିଭା ଥିବା ଚୟନକର୍ତ୍ତା ଅନୁଭବ କରିଛନ୍ତି, ତେଣୁ ତାଙ୍କୁ ଟେଷ୍ଟ ଟିମ୍‌ରୁ ଡାକରା ଆସିଛି ବୋଲି କପିଲ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story