ଫାଇନାଲ୍ ପୂର୍ବରୁ ହାର୍ଦ୍ଦିକ ଦେଲେ ଏହି ଚେତାବନୀ

ନୂଆଦିଲ୍ଲୀ: ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ ଆଇପିଏଲ୍ ଟାଇଟଲ୍ ଲଢ଼େଇ ହେବ। ଏହା ପୂର୍ବରୁ ମୁମ୍ବାଇ ଟିମର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପ୍ରତିପକ୍ଷ ଟିମକୁ ଚେତାବନୀ ଦେଇଛନ୍ତି। ହାର୍ଦ୍ଦିକ ଟ୍ୱିଟ୍ ଜରିଆରେ କହିଛନ୍ତି ଯେ, ‘ରାଜକୀୟ ଲଢ଼େଇ ପାଇଁ ଆମେ ପ୍ରସ୍ତୁତ।’ Ready for the battle royal ?⚔? pic.twitter.com/Ly7zjQTANk — hardik pandya (@hardikpandya7) May 10, 2019 ହାର୍ଦ୍ଦିକଙ୍କ ଏହି ଟ୍ୱିଟକୁ ସୋଶାଲ ମିଡିଆରେ ବହୁତ […]

hardik

hardik

Hemant Lenka
  • Published: Saturday, 11 May 2019
  • Updated: 11 May 2019, 06:16 PM IST

Sports

Latest News

ନୂଆଦିଲ୍ଲୀ: ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ ଆଇପିଏଲ୍ ଟାଇଟଲ୍ ଲଢ଼େଇ ହେବ। ଏହା ପୂର୍ବରୁ ମୁମ୍ବାଇ ଟିମର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପ୍ରତିପକ୍ଷ ଟିମକୁ ଚେତାବନୀ ଦେଇଛନ୍ତି। ହାର୍ଦ୍ଦିକ ଟ୍ୱିଟ୍ ଜରିଆରେ କହିଛନ୍ତି ଯେ, 'ରାଜକୀୟ ଲଢ଼େଇ ପାଇଁ ଆମେ ପ୍ରସ୍ତୁତ।'

ହାର୍ଦ୍ଦିକଙ୍କ ଏହି ଟ୍ୱିଟକୁ ସୋଶାଲ ମିଡିଆରେ ବହୁତ ଲାଇକ୍ ମଧ୍ୟ ମିଳିଛି। ଫାଇନାଲରେ ହାର୍ଦ୍ଦିକଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ। କାରଣ ଚଳିତ ସିଜନରେ ସେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରିଆସିଛନ୍ତି। ଏପରିକି ମୁମ୍ବାଇକୁ ଫାଇନାଲରେ ପହଞ୍ଚାଇବାରେ ହାର୍ଦ୍ଦିକ ପ୍ରମୁଖ ଭୂମିକା ବହନ କରିଛନ୍ତି। ସେ ଜବରଦସ୍ତ ବ୍ୟାଟିଂ କରି ୩୯୩ ରନ୍ କରିଥିବା ବେଳେ ପ୍ରଶଂସନୀୟ ବୋଲିଂ ଦ୍ୱାରା ୧୪ ୱିକେଟ୍ ମଧ୍ୟ ହାସଲ କରିଛନ୍ତି।

ମୁମ୍ବାଇ ଚଳିତ ସଂସ୍କରଣରେ ତା'ର ଅନ୍ତିମ ଲିଗ୍ ମ୍ୟାଚ୍ ପୂର୍ବରୁ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ଥିଲା। କିନ୍ତୁ ଶେଷ ମ୍ୟାଚରେ ମୁମ୍ବାଇ କୋଲକାତା ନାଇଟ୍ ରାଇଡର୍ସକୁ ହରାଇ ଶୀର୍ଷ ସ୍ଥାନ ହାସଲ କରିଥିଲା। ଫାଇନାଲ୍ ପଥରେ ମୁମ୍ବାଇ କ୍ୱାଲିଫାୟରରେ ଚେନ୍ନାଇକୁ ହରାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story