ଏହି ସ୍ଥାନରେ ବୋଲିଂ ଆରମ୍ଭ କଲେ ହାର୍ଦ୍ଦିକ ପାଣ୍ଡ୍ୟା

ମୁମ୍ବାଇ: ଆହତ ଯୋଗୁ ଦୀର୍ଘ ଦିନ ହେଲା କ୍ରିକେଟ ମଇଦାନରୁ ଦୂରେଇ ରହିଥିବା ହାର୍ଦ୍ଦିକ ପାଣ୍ଡ୍ୟା ଏବେ କମବ୍ୟାକ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ସେ ବେଙ୍ଗାଲୁରୁରେ ଥିବା ନ୍ୟାଶନାଲ କ୍ରିକେଟ ଏକାଡେମୀ(ଏନସିଏ)ରେ ବୋଲିଂ କରିବା ଆରମ୍ଭ କରିଛନ୍ତି। ଗତବର୍ଷ ଅକ୍ଟୋବର ମାସରେ ସେ ବ୍ରିଟେନ ଯାଇ ଅସ୍ତ୍ରୋପଚାର କରିଥିଲେ। ସେବେଠାରୁ ସେ କ୍ରିକେଟ ଖେଳିବାକୁ ଫିଟନେଶ ହାସଲ କରିପାରିନାହାନ୍ତି। ନିକଟରେ ସେ ନିଜରୁ ନିୟମିତ ଚେକଅପ ପାଇଁ ବ୍ରିଟେନ ଯାଇଥିଲେ। ସେଠାରୁ ଫେରିବା ପରେ ସେ […]

t

t

Hemant Lenka
  • Published: Wednesday, 12 February 2020
  • Updated: 12 February 2020, 06:05 PM IST

Sports

Latest News

ମୁମ୍ବାଇ: ଆହତ ଯୋଗୁ ଦୀର୍ଘ ଦିନ ହେଲା କ୍ରିକେଟ ମଇଦାନରୁ ଦୂରେଇ ରହିଥିବା ହାର୍ଦ୍ଦିକ ପାଣ୍ଡ୍ୟା ଏବେ କମବ୍ୟାକ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ସେ ବେଙ୍ଗାଲୁରୁରେ ଥିବା ନ୍ୟାଶନାଲ କ୍ରିକେଟ ଏକାଡେମୀ(ଏନସିଏ)ରେ ବୋଲିଂ କରିବା ଆରମ୍ଭ କରିଛନ୍ତି।

ଗତବର୍ଷ ଅକ୍ଟୋବର ମାସରେ ସେ ବ୍ରିଟେନ ଯାଇ ଅସ୍ତ୍ରୋପଚାର କରିଥିଲେ। ସେବେଠାରୁ ସେ କ୍ରିକେଟ ଖେଳିବାକୁ ଫିଟନେଶ ହାସଲ କରିପାରିନାହାନ୍ତି। ନିକଟରେ ସେ ନିଜରୁ ନିୟମିତ ଚେକଅପ ପାଇଁ ବ୍ରିଟେନ ଯାଇଥିଲେ। ସେଠାରୁ ଫେରିବା ପରେ ସେ ଏନସିଏରେ ବୋଲିଂ କରିବା ଆରମ୍ଭ କରିଛନ୍ତି।

ଏନସିଏର ଜଣେ ଅଧିକାରୀ କହିଛନ୍ତି, “ପାଣ୍ଡ୍ୟା ଏବେ ଏଠାରେ ବୋଲିଂ ସହ ନିଜର ଫିଟନେଶକୁ ଠିକ କରିବା ଆରମ୍ଭ କରିଛନ୍ତି। ଖୁବଶୀଘ୍ର ସେ ଚୟନ ପ୍ରକ୍ରିୟାରେ ସାମିଲ ହେବେ। ସେ ବ୍ରିଟେନରୁ ଫେରିବା ପରେ ଏଠାକୁ ଆସିଛନ୍ତି। କିଛି ଦିନର ଶାରୀରିକ ବ୍ୟାୟାମ ପରେ ସେ ଚଳିତ ସପ୍ତାହରୁ ବୋଲିଂ ଅଭ୍ୟାସ ଆରମ୍ଭ କରିଛନ୍ତି। ଆମର ଆଶା ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ବେଳକୁ ସେ ମ୍ୟାଚ୍‌ ଖେଳିବାକୁ ଫିଟ ଘୋଷିତ ହୋଇସାରିଥିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story