ଧାୱନଙ୍କ ଯୋଗୁଁ ଟିମ୍‌ରୁ ବିଦା ହେବାର ଭୟ ନାହିଁ, କୌଣସି ବ୍ୟାଟିଂକ୍ରମରେ ଖେଳିବାକୁ ପ୍ରସ୍ତୁତ: ରାହାନେ

ଭୁବନେଶ୍ୱର (ଓଡ଼ିଶ ରିପୋର୍ଟର): ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଧାୱନଙ୍କ ସ୍ଥାନରେ ଟିମ୍‌ ଇଣ୍ଡିଆ ପାଇଁ ଓପନିଂ କରୁଛନ୍ତି ରାହାନେ। କୋଲକାତା ଦିନିକିଆରେ ରୋହିତ ଶର୍ମା ପ୍ରଥମରୁ ଆଉଟ୍‌ ହେବାପରେ ରାହାନେ ଧର୍ଯ୍ୟର ସହ ଏକ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଏହାପରେ ରାହାନେଙ୍କ ମନୋବଳ ଦୃଢ଼ ହୋଇଛି। ଆସନ୍ତା କାଲି ଇନ୍ଦୋରରେ ହେବାକୁ ଥିବା ତୃତୀୟ ଦିନିକିଆ ପୂର୍ବରୁ ସେ ଆଜି ସମ୍ନାକୁ ଆସିଛନ୍ତି। ରାହାନେ କହିଛନ୍ତି ସେ କୌଣସି ବ୍ୟାଟିଂ କ୍ରମରେ ଖେଳିବା ପାଇଁ ସେ ପ୍ରସ୍ତୁତ। […]

555_1506167001_618x347

555_1506167001_618x347

Rakesh Mallick
  • Published: Saturday, 23 September 2017
  • Updated: 23 September 2017, 09:18 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶ ରିପୋର୍ଟର): ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଧାୱନଙ୍କ ସ୍ଥାନରେ ଟିମ୍‌ ଇଣ୍ଡିଆ ପାଇଁ ଓପନିଂ କରୁଛନ୍ତି ରାହାନେ। କୋଲକାତା ଦିନିକିଆରେ ରୋହିତ ଶର୍ମା ପ୍ରଥମରୁ ଆଉଟ୍‌ ହେବାପରେ ରାହାନେ ଧର୍ଯ୍ୟର ସହ ଏକ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଏହାପରେ ରାହାନେଙ୍କ ମନୋବଳ ଦୃଢ଼ ହୋଇଛି। ଆସନ୍ତା କାଲି ଇନ୍ଦୋରରେ ହେବାକୁ ଥିବା ତୃତୀୟ ଦିନିକିଆ ପୂର୍ବରୁ ସେ ଆଜି ସମ୍ନାକୁ ଆସିଛନ୍ତି। ରାହାନେ କହିଛନ୍ତି ସେ କୌଣସି ବ୍ୟାଟିଂ କ୍ରମରେ ଖେଳିବା ପାଇଁ ସେ ପ୍ରସ୍ତୁତ। ଏବଂ ଦଳରେ ବ୍ୟାଟିଂ କ୍ରମ ପାଇଁ କୌଣସି ସମସ୍ୟା ନାହିଁ। ସେ ଭବିଷ୍ୟତ ପାଇଁ ଚିନ୍ତା କରୁନାହାଁନ୍ତି, ଯେତେବେଳେ ଯେଉଁ ସୁଯୋଗ ମିଳେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଚାହାଁନ୍ତି ବୋଲି ସେ କହିଛନ୍ତି। ରାହାନେ ଏହା ମଧ୍ୟ କହିଛନ୍ତି ଧାୱନଙ୍କ ଯୋଗୁଁ ଟିମ୍‌ରୁ ବିଦା ହେବାର ଭୟ ଆଉ ନାହିଁ, କୌଣସି ପରିସ୍ଥିତିରେ ସେ ଟିମ୍‌ରେ ଖେଳିପାରିବେ ବୋଲି ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story