ଭାରତ-ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍‌କୁ ବର୍ଷା ଭୟ

ନଟ୍ଟିଂହାମ: ଆସନ୍ତା ଗୁରୁବାର ଭାରତ ତା’ର ତୃତୀୟ ମ୍ୟାଚ୍‌ରେ ୨୦୧୫ ବିଶ୍ୱକପ୍‌ର ରନର୍ସଅପ୍‌ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ। ଭାରତ ଚଳିତ ବିଶ୍ୱକପ୍‌ରେ ଖେଳିଥିବା ଦୁଇଟି ଯାକ ମ୍ୟାଚ୍‌ ଜିତିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ୩ଟି ଯାକ ମ୍ୟାଚ୍‌ ଜିତି ପଏଣ୍ଟ ଟେବୁଲର ୧ ନଂ ସ୍ଥାନରେ ରହିଛି। ତେଣୁ ଏହି ମ୍ୟାଚ୍‌ରେ କାଣ୍ଟେକି ଟକ୍କର ହେବ ବୋଲି ଆଶା କରାଯାଉଛି। କିନ୍ତୁ ଏହି ମ୍ୟାଚ୍‌ ଉପରେ ଏବେ ବର୍ଷାର ଭୟ ସୃଷ୍ଟି ହୋଇଛି। ନଟ୍ଟିଂହାମରେ ଏହି ମ୍ୟାଚ୍‌ ଅନୁଷ୍ଠିତ ହେବ। […]

i

i

Hemant Lenka
  • Published: Tuesday, 11 June 2019
  • Updated: 11 June 2019, 04:28 PM IST

ନଟ୍ଟିଂହାମ: ଆସନ୍ତା ଗୁରୁବାର ଭାରତ ତା’ର ତୃତୀୟ ମ୍ୟାଚ୍‌ରେ ୨୦୧୫ ବିଶ୍ୱକପ୍‌ର ରନର୍ସଅପ୍‌ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ। ଭାରତ ଚଳିତ ବିଶ୍ୱକପ୍‌ରେ ଖେଳିଥିବା ଦୁଇଟି ଯାକ ମ୍ୟାଚ୍‌ ଜିତିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ୩ଟି ଯାକ ମ୍ୟାଚ୍‌ ଜିତି ପଏଣ୍ଟ ଟେବୁଲର ୧ ନଂ ସ୍ଥାନରେ ରହିଛି। ତେଣୁ ଏହି ମ୍ୟାଚ୍‌ରେ କାଣ୍ଟେକି ଟକ୍କର ହେବ ବୋଲି ଆଶା କରାଯାଉଛି।

କିନ୍ତୁ ଏହି ମ୍ୟାଚ୍‌ ଉପରେ ଏବେ ବର୍ଷାର ଭୟ ସୃଷ୍ଟି ହୋଇଛି। ନଟ୍ଟିଂହାମରେ ଏହି ମ୍ୟାଚ୍‌ ଅନୁଷ୍ଠିତ ହେବ। ହେଲେ ନଟ୍ଟିଂହାମରେ ଗୁରୁବାର ପ୍ରବଳ ବର୍ଷା ହେବ ବୋଲି ଜଣାପଡ଼ିଛି। ଗତ ଦୁଇ ଦିନ ହେଲା ବ୍ରିଟେନ୍‌ର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଗତକାଲି ବର୍ଷା ଯୋଗୁ ଦକ୍ଷିଣ-ଆଫ୍ରିକା ଓ ୱେଷ୍ଟଇଣ୍ଡିଜ ମ୍ୟାଚ୍‌ ବାତିଲ ହୋଇଥିଲା। ଆଜି ଶ୍ରୀଲଙ୍କା ଓ ବାଂଲାଦେଶ ମ୍ୟାଚ୍‌ ମଧ୍ୟ ବର୍ଷା ଯୋଗୁ ଏଯାଏ ଆରମ୍ଭ ହୋଇପାରି ନାହିଁ। ତେଣୁ ଏଭଳି ସ୍ଥିତିରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍‌ କେମିତି ହେବ, ତା’କୁ ନେଇ ଆଶଙ୍କା ପ୍ରକାଶ ପାଇଛି।

ନଟ୍ଟିଂହାମର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଗୁରୁବାର ପାଇଁ ଏଠାରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଅର୍ଥାତ ଏଠାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। କେନ୍ଦ୍ରର କହିବା କଥା ବର୍ଷାର ପରିମାଣ ଅଧିକ ରହିବାର ଆଶଙ୍କା ଥିବାରୁ ବନ୍ୟା ସ୍ଥିତ ସହ ଟ୍ରାଫିକ ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ। ଆଜିଠାରୁ ନଟ୍ଟିଂହାମରେ ବର୍ଷା ଆରମ୍ଭ ହୋଇଛି। ବୁଧବାର ସନ୍ଧ୍ୟା ୭ଟା ଯାଏ ବର୍ଷା ଲାଗି ରହିବ। ଗୁରୁବାର ମଧ୍ୟାହ୍ନ ଯାଏ ବର୍ଷା ହେବାର ଆଶଙ୍କା ରହିଛି। ତେଣୁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍‌ ଉପରେ ଏହାର ପ୍ରଭାବ ପଡ଼ିବାର ଯଥେଷ୍ଟ ଆଶଙ୍କା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story